ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡ଼ିର ମାଲିକଙ୍କ ମୃତଦେହ ଠାବ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଖଚିତ ସ୍କୋପ୍ରିଓ ମିଳିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଗାଡ଼ିଟିକୁ କିଏ ଓ କାହିଁକି ରଖିଥିଲା, ସେକଥା ଜଣାପଡ଼ି ନଥିଲେ ହେଁ ଆଜି ସ୍କୋପ୍ରିଓ ମାଲିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଥାନେ ପୁଲିସ୍‌ ଆଜି ମୁମ୍ବାଇର ସମୁଦ୍ର ଉପକୂଳବର୍ତ୍ତୀ ଗୋଟିଏ ନାଳରୁ ଗାଡ଼ି ମାଲିକଙ୍କ ମୃତଦେହକୁ ଠାବ କରିଛି। ଏହି ଘଟଣାରେ ପୁଲିସ୍‌ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତ ଗୁରୁବାର […]

Ambani

Ambani

Hemant Lenka
  • Published: Friday, 05 March 2021
  • Updated: 05 March 2021, 06:08 PM IST

Sports

Latest News

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଖଚିତ ସ୍କୋପ୍ରିଓ ମିଳିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଗାଡ଼ିଟିକୁ କିଏ ଓ କାହିଁକି ରଖିଥିଲା, ସେକଥା ଜଣାପଡ଼ି ନଥିଲେ ହେଁ ଆଜି ସ୍କୋପ୍ରିଓ ମାଲିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଥାନେ ପୁଲିସ୍‌ ଆଜି ମୁମ୍ବାଇର ସମୁଦ୍ର ଉପକୂଳବର୍ତ୍ତୀ ଗୋଟିଏ ନାଳରୁ ଗାଡ଼ି ମାଲିକଙ୍କ ମୃତଦେହକୁ ଠାବ କରିଛି। ଏହି ଘଟଣାରେ ପୁଲିସ୍‌ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗତ ଗୁରୁବାର ଦିନ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ସ୍ଥିତ ୨୭ ମହଳା ବିଶିଷ୍ଟ ବାସଭବନ ଠାରୁ ୧.୪ କିମି ଦୂରରେ ଗୋଟିଏ ପରିତ୍ୟକ୍ତ ସ୍କୋପ୍ରିଓ ରହିଥିବା ଦେଖିବାକୁ ମିଳିଥିଲା। ବୋମା ନିଷ୍କ୍ରିୟ ଟିମ୍‌ ଏହାକୁ ଯାଞ୍ଚ କରିବା ପରେ ଏହା ମଧ୍ୟରୁ ୨୦ଟି ଜିଲୋଟିନ ଷ୍ଟିକ ଓ ବିସ୍ଫୋରଣ ପାଇଁ ବ୍ୟବହୃତ ସାମଗ୍ରୀ ମିଳିଥିଲା।

ବିସ୍ଫୋରକ ଭର୍ତ୍ତି ଗାଡ଼ିଟି ଚୋରି କରାଯାଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା ଓ ଭିକରୋଲିରେ ରହୁଥିବା ଗାଡ଼ି ମାଲିକଙ୍କ ସମ୍ପର୍କରେ ତଥ୍ୟ ପାଇଥିଲା। ତାଙ୍କ ପାଖରେ ପୁଲିସ୍‌ ପହଞ୍ଚିବା ପୂର୍ବରୁ ଆଜି ତାଙ୍କ ମୃତଦେହ ମିଳିଛି। ସିସିଟିଭ ଫୁଟେଜ୍‌ ଅନୁଯାୟୀ, ଜଣେ ବ୍ୟକ୍ତି ମୁଣ୍ଡରେ ହୁଡି ଓ ମୁହଁରେ ମାସ୍କ ଲଗାଇ ଗୁରୁବାର ଗାଡ଼ିଟିକୁ ଅମ୍ବାନୀଙ୍କ ଘର ପାଖରେ ପାର୍କିଂ କରୁଥିବା ଦେଖିବାକୁ ମିଳିଥିଲା। ହେଲେ ତାଙ୍କ ପରିଚୟ ମିଳି ପାରି ନଥିଲା।

ପୂରା ସହରରେ ଏହି ଗାଡ଼ିଟି ସହ ଗୋଟିଏ ଇନୋଭା ମଧ୍ୟ ବୁଲୁଥିବା ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଏଯାଏ ଇନୋଭା ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ। ସ୍କୋପ୍ରିଓରୁ ମିଳିଥିବା ଜିଲୋଟିନ ଗୁଡ଼ିକ ମିଲିଟାରୀ ଗ୍ରେଡ୍‌ର ନଥିଲା। ଏହା ବ୍ୟବସାୟ ପାଇଁ ବିକ୍ରି ହେଉଥିବା ଜିଲୋଟିନ୍‌। ଏହାକୁ ନିର୍ମାଣ କାମ ଓ ଖୋଳାଖୋଳି ବେଳେ ବ୍ୟବହୃତ ହୋଇଥାଏ। ଏସବୁ ଭିତରେ ସ୍କୋପ୍ରିଓ ମାଲିକଙ୍କ ମୃତଦେହ ମିଳିବା ସମସ୍ତଙ୍କୁ ଚକିତ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story