ପଳାତକ ଘୋଷିତ ହେବେ ପରମବୀର ସିଂହ! ଜାରି ହେଲା ତୃତୀୟ ୱାରେଣ୍ଟ

ମୁମ୍ବାଇ: ଆଇପିଏସ୍‌ ଅଫିସର ତଥା ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂହଙ୍କ ଅଡ଼ୁଆ ବଢ଼ିଛି। ବାରମ୍ବାର ନୋଟିସ ସତ୍ତ୍ୱେ ସେ ପୁଲିସ୍‌ ନିକଟରେ ହାଜର ହେଉନାହାନ୍ତି। ଏଥିପାଇଁ ଆଜି ତାଙ୍କ ନାଁରେ ତୃତୀୟ ଥର ପାଇଁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ମୁମ୍ବାଇର ୮ମ ମେଟ୍ରୋପଲିଟାନ ମାଜିଷ୍ଟ୍ରେନ ଏପରି ୱାରେଣ୍ଟ ଜାରି କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ୱାରେଣ୍ଟ ପରେ ବି ଯଦି ସେ ଧରା ନ ପଡ଼ିବେ, ତା’ହେଲେ ତାଙ୍କୁ […]

IPS

IPS

Hemant Lenka
  • Published: Thursday, 11 November 2021
  • Updated: 11 November 2021, 06:02 PM IST

Sports

Latest News

ମୁମ୍ବାଇ: ଆଇପିଏସ୍‌ ଅଫିସର ତଥା ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂହଙ୍କ ଅଡ଼ୁଆ ବଢ଼ିଛି। ବାରମ୍ବାର ନୋଟିସ ସତ୍ତ୍ୱେ ସେ ପୁଲିସ୍‌ ନିକଟରେ ହାଜର ହେଉନାହାନ୍ତି। ଏଥିପାଇଁ ଆଜି ତାଙ୍କ ନାଁରେ ତୃତୀୟ ଥର ପାଇଁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।

ମୁମ୍ବାଇର ୮ମ ମେଟ୍ରୋପଲିଟାନ ମାଜିଷ୍ଟ୍ରେନ ଏପରି ୱାରେଣ୍ଟ ଜାରି କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ୱାରେଣ୍ଟ ପରେ ବି ଯଦି ସେ ଧରା ନ ପଡ଼ିବେ, ତା’ହେଲେ ତାଙ୍କୁ ପଳାତକ ଘୋଷଣା କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ସରକାରୀ ଓକିଲ ଶେଖର ଜଗତପ କହିଛନ୍ତି, ଏପରି ଜାମିନ ବିହୀନ ଗିରଫ ପରୱାନକୁ ଅଣଦେଖା କଲେ ଆମେ ପରମବୀର ସିଂହଙ୍କ ସମ୍ପତ୍ତି ଆଟାଚ କରିବାକୁ ପଦକ୍ଷେପ ନେବୁ। କ୍ରିମିନାଲ ପ୍ରୋସିଡିୟର କୋଡ ଅନୁସାରେ ଏପରି ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିସହ ଆମେ ତାଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ ଜାରି କରିବୁ ବୋଲି ସେ କହିଛନ୍ତି।

ପରମବୀରଙ୍କ ନାଁରେ ମୋଟ ୬ଟି ଏଫଆଇଆର ରୁଜୁ କରାଯାଇଛି। ଏହା ମଧ୍ୟରୁ ୨ଟି ମାମଲାରେ ତାଙ୍କ ନାଁରେ ପୂର୍ବରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଥାନେରେ ରୁଜୁ ହୋଇଥିବା ମାମଲାରେ ତାଙ୍କ ନାଁରେ ଲୁକ ଆଉଟ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା।

ସେ ଦେଶ ଛାଡ଼ିବାକୁ ଯୋଜନା କରୁଥିବା ସନ୍ଦେହ ପ୍ରକାଶ ପାଇବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଗୋରେଗାଓଁରେ ରୁଜୁ ବଟି ଆଦାୟ ମାମଲାର ତଦନ୍ତ ମୁମ୍ବାଇ କ୍ରାଇମବ୍ରାଞ୍ଚ କରୁଛି। କ୍ରାଇମବ୍ରାଞ୍ଚ ପରମବୀରଙ୍କୁ ଖୋଜୁଥିଲେ ହେଁ ତାଙ୍କର ପତ୍ତା ମିଳିନି। ଏଥିପାଇଁ ଏହି ମାମଲାରେ ଏସପ୍ଲାନେଡ କୋର୍ଟ ପରମବୀରଙ୍କ ନାଁରେ ୱାରେଣ୍ଟ ଜାରି କରିଛନ୍ତି।

ମାରିନ ଡ୍ରାଇଭ ପୁଲିସ୍‌ ଷ୍ଟେସନରେ ଜଣେ ବ୍ୟବସାୟୀ ଫେରାର ପରମବୀର ସିଂହଙ୍କ ନାଁରେ ବଟି ଆଦାୟ ମାମଲା ରୁଜୁ କରିଥିଲେ। ଏହାକୁ ଆଧାର କରି ଆଜି କୋର୍ଟ ତୃତୀୟ ଜାମିନ ବିହୀନ ଗିରଫ ପରୱାନା ପରମବୀରଙ୍କ ନାଁରେ ଜାରି କରିଛନ୍ତି। ଏହି ମାମଲାର ତଦନ୍ତ ମହାରାଷ୍ଟ୍ର ସିଆଇଡି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story