କୋଲକାତା ମ୍ୟୁଜିୟମରେ ଆଖିବୁଜା ଗୁଳିମାଡ଼: ଜଣେ ଯବାନ ମୃତ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଥିବା ଇଣ୍ଡିଆନ ମ୍ୟୁଜିମରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଅର୍ଦ୍ଧ ସାମାରିକ ବାହିନୀର ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ସିଆଏସଏଫର ଜଣେ କନଷ୍ଟବେଲ ମ୍ୟୁଜିୟମକୁ ଲାଗି ରହିଥିବା ବାରାକରେ ତାଙ୍କ ସହଯୋଗୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ସେ ନିଜର ସର୍ଭିସ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିବାରୁ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ତାଙ୍କୁ କାବୁ କରିବା ସହ ପୁଲିସ ଘଟଣାସ୍ଥଳରେ […]

Kolkata

Kolkata

Hemant Lenka
  • Published: Saturday, 06 August 2022
  • Updated: 08 August 2022, 01:43 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଥିବା ଇଣ୍ଡିଆନ ମ୍ୟୁଜିମରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଅର୍ଦ୍ଧ ସାମାରିକ ବାହିନୀର ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସିଆଏସଏଫର ଜଣେ କନଷ୍ଟବେଲ ମ୍ୟୁଜିୟମକୁ ଲାଗି ରହିଥିବା ବାରାକରେ ତାଙ୍କ ସହଯୋଗୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ସେ ନିଜର ସର୍ଭିସ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିବାରୁ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ତାଙ୍କୁ କାବୁ କରିବା ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିମାଡ଼ କରିଥିବା କନଷ୍ଟେବଲଙ୍କୁ ଗିରଫ କରିଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା କୋଲକାତା ପୁଲିସ କମିଶନର ଭିନୀତ ଗୋଏଲ କହିଛନ୍ତି, “ଘଟଣାଟି ଆଜି ସନ୍ଧ୍ୟା ପ୍ରାୟ ୬.୩୦ରେ ଘଟିଛି। ଗୁଳିମାଡ଼ରେ  ଘଟଣାରେ ଜଣେ ସିଆଇଏସଏଫ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆମେ ଅଭିଯୁକ୍ତ କନଷ୍ଟେବଲଙ୍କୁ ଗିରଫ କରିଛୁ।”

ଅଭିଯୁକ୍ତ ଜଣଙ୍କ ଗୋଟିଏ ପୁଲିସ୍‌ କାର ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଏଥିରେ କାର ଡ୍ରାଇଭରଙ୍କ ସମେତ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଥିବା ଗୋଟିଏ ସୂତ୍ରରୁ ଜଣାପଡ଼ିଛି। ଗୁଳିମାଡ଼ର ଖବର ପାଇଁ ଅନେକ ବରିଷ୍ଠ ଅଧିକାରୀ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

କୋଲକାତାର ପ୍ରମୁଖ ସ୍ଥାନରେ ଏହି ମ୍ୟୁଜିୟମଟି ରହିଛି। ଏହା ଏକ ସ୍ୱଂୟଚାଳିତ ସଂଗଠନ। ତେବେ ଏହାର ପ୍ରଶାସନିକ ବ୍ୟବସ୍ଥା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଚାଲିଥାଏ। ଏହାର ସୁରକ୍ଷା ଦାୟିତ୍ୱ ୨୦୧୯ ଡିସେମ୍ବରରୁ ସିଆଇଏସଏଫ ଯବାନମାନେ ବୁଝୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story