ମଝି ଆକାଶରେ ଥିଲା ବିମାନ, ହଠାତ୍‌ ଯାତ୍ରୀଙ୍କ ଫୋନରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଆସାମରୁ ଦେଶର ରାଜଧାନୀ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବଡ଼ ଅଘଟଣ ଘଟିଛି। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍ ଏହା ମଧ୍ୟରେ ଥିବା ଜଣେ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ ମଧ୍ୟ ଠିକଣା ସମୟରେ କ୍ୟାବିନ କ୍ରୁଙ୍କ ପଦକ୍ଷେପ ନିଶ୍ଚିତ ବିପଦକୁ ଟାଳି ଦେଇଛି। ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇନାହାନ୍ତି। ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଗୁରୁବାର ୬ଇ […]

Indigo

Indigo

Hemant Lenka
  • Published: Friday, 15 April 2022
  • Updated: 15 April 2022, 09:58 AM IST

ନୂଆଦିଲ୍ଲୀ: ଆସାମରୁ ଦେଶର ରାଜଧାନୀ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବଡ଼ ଅଘଟଣ ଘଟିଛି। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍ ଏହା ମଧ୍ୟରେ ଥିବା ଜଣେ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ ମଧ୍ୟ ଠିକଣା ସମୟରେ କ୍ୟାବିନ କ୍ରୁଙ୍କ ପଦକ୍ଷେପ ନିଶ୍ଚିତ ବିପଦକୁ ଟାଳି ଦେଇଛି। ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇନାହାନ୍ତି।

ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଗୁରୁବାର ୬ଇ ୨୦୩୭ ଇଣ୍ଡିଗୋ ବିମାନ ଆସାମର ଦିବ୍ରୁଗଡ଼ରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ଜଣେ ଯାତ୍ରୀଙ୍କ ମୋବାଇଲ ସ୍ପାର୍କ ହେବା ସହ ଏଥିରୁ ଧୂଆଁ ବାହାରିଥିଲା। ଏହାକୁ ବିମାନର ଜଣେ କ୍ରୁ ସଦସ୍ୟ ଦେଖିଥିଲେ। ଏହାପରେ ସେ ତୁରନ୍ତ ନିଆଁଲିଭା ଯନ୍ତ୍ର ଦ୍ୱାରା ମୋବାଇଲରୁ ବାହାରୁଥିବା ଧୂଆଁକୁ ଆୟତ୍ତ କରି ନେଇଥିଲେ। ଫଳରେ କୌଣସି ପ୍ରକାରର ଅଘଟଣ ଘଟିନାହିଁ।

କ୍ରୁ ସଦସ୍ୟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହା ସମ୍ଭବ ହୋଇପାରିଛି। ସେହିପରି ବିମାନ ଯାତ୍ରା ଉପରେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିନି। ବିମାନଟି ଧାର୍ଯ୍ୟ ସମୟ ଅନୁସାରେ ଦିନ ୧୨.୪୫ରେ ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିବା ଡିଜିସିଏ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story