ଶସ୍ତା ହେଲା ମଦ, ପେଟ୍ରୋଲ ଓ ଡିଜେଲ ଦର

ଗୌହାଟୀ: ମହଙ୍ଗା ମାଡ଼ରେ ସାଧାରଣ ଲୋକ ଆଉଟ ପାଉଟ ହେଉଥିବା ବେଳେ ଆସାମବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଠାରେ ପେଟ୍ରୋଲ, ଡିଜେଲ ଓ ମଦ ଉପରେ ଲାଗୁ ହେଉଥିବା ଅତିରିକ୍ତ ଟିକସକୁ ଆଜି ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ପ୍ରତି ଲିଟର ପିଛା ୫ ଟଙ୍କା ଅଧିକ ଚାର୍ଜ ଲାଗୁ ଥିଲା। ସେହିପରି କରୋନା […]

Liquor

Liquor

Hemant Lenka
  • Published: Friday, 12 February 2021
  • Updated: 12 February 2021, 03:27 PM IST

Sports

Latest News

ଗୌହାଟୀ: ମହଙ୍ଗା ମାଡ଼ରେ ସାଧାରଣ ଲୋକ ଆଉଟ ପାଉଟ ହେଉଥିବା ବେଳେ ଆସାମବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଠାରେ ପେଟ୍ରୋଲ, ଡିଜେଲ ଓ ମଦ ଉପରେ ଲାଗୁ ହେଉଥିବା ଅତିରିକ୍ତ ଟିକସକୁ ଆଜି ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ପ୍ରତି ଲିଟର ପିଛା ୫ ଟଙ୍କା ଅଧିକ ଚାର୍ଜ ଲାଗୁ ଥିଲା।

ସେହିପରି କରୋନା ପାଇଁ ମଦ ଉପରେ ୨୫% ଅବକାରୀ ଟିକସ ଲାଗୁ କରାଯାଉଥିଲା। କିନ୍ତୁ ଏବେ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। କରୋନା ସ୍ଥିତିକୁ ମୁକାବିଲା ପାଇଁ ଏହି ଅତିରିକ୍ତ ଟିକସ ଲାଗୁ କରାଯାଉଥିଲା। ଏବେ ମହାମାରୀ ସ୍ଥିତିରେ ସୁଧାର ଆସିବାରୁ ଅତିରିକ୍ତ ଟିକସ ଲାଗୁ କରିବାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ନୂଆ ଦର ଲାଗୁ ହେବା ପରେ ତୈଳଦର ଆଶାତୀତ ଭାବେ ହ୍ରାସ ପାଇବ। ଗୁଜରାଟ ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଆସାମରେ ପେଟ୍ରୋଲ ଦର ସବୁଠାରୁ କମ ରହିବ। ସେହିପରି ହରିଆଣା, ହିମାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶ ପରେ ୪ର୍ଥ ରାଜ୍ୟ ଭାବେ ଆସାମରେ ଡିଜେଲ ସବୁଠାରୁ କମ ଦରରେ ବିକ୍ରି ହେବ। ଏହି ଦର ହ୍ରାସ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାର ପ୍ରତି ମାସରେ ୮୦ କୋଟି ଟଙ୍କା କମ ରାଜସ୍ୱ ପାଇବେ।

ମହାମାରୀ କରୋନା ଯେତେବେଳେ ପିକ୍‌ରେ ଥିଲା ଆମେ ତୈଳ ଦର ଉପରେ ଅତିରିକ୍ତ ଟିକସ ଲାଗୁ କରିଥିଲୁ। ଏବେ କରୋନା ସ୍ଥିତିରେ ସୁଧାର ଆସିବାରୁ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ପଡ଼ୁଥିବା ଅତିରିକ୍ତ ବୋଝ ବି ହ୍ରାସ ପାଇଛି। ଏହି କାରଣରୁ ରାଜ୍ୟ କ୍ୟାବିନେଟ ପେଟ୍ରୋଲ, ଡିଜେଲ ଓ ମଦ ଉପରେ ଲାଗୁଥିବା ଅତିରିକ୍ତ ଟିକସ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲର ଲିଟର ପିଛା ଦର ୯୦.୪୧ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୮୪.୨୯ ଟଙ୍କାରେ ବିକ୍ରି ହେଉଛି। ସରକାର ଟିକସ ପ୍ରତ୍ୟାହାର କରିଥିବାରୁ ଆସାମରେ ପେଟ୍ରୋଲର ଲିଟର ପିଛା ଦର ୮୫.୪୧ ଟଙ୍କା ଓ ଡିଜେଲ ଦର ୭୯.୨୯ ଟଙ୍କା ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story