ରେକର୍ଡ ଭାଙ୍ଗିଲା ତୈଳ ଦର, କ୍ରମାଗତ ୪ର୍ଥ ଦିନ ପାଇଁ ବଢ଼ିଲା ଦାମ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର। ଆଜି ୪ର୍ଥ ଦିନ ପାଇଁ ତୈଳ ଦର ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ଲାଗୁ ହେବା ପରେ ଦେଶର ୪ ପ୍ରମୁଖ ସହରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୨୯ ପଇସା ବଢ଼ିଥିବା ବେଳେ ଡିଜେଲର ଲିଟର ପିଛା ଦର ୩୫ ପଇସା ମହଙ୍ଗା […]

Petrol

Petrol

Hemant Lenka
  • Published: Friday, 12 February 2021
  • Updated: 12 February 2021, 06:10 PM IST

Sports

Latest News

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର। ଆଜି ୪ର୍ଥ ଦିନ ପାଇଁ ତୈଳ ଦର ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ଲାଗୁ ହେବା ପରେ ଦେଶର ୪ ପ୍ରମୁଖ ସହରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି।

ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୨୯ ପଇସା ବଢ଼ିଥିବା ବେଳେ ଡିଜେଲର ଲିଟର ପିଛା ଦର ୩୫ ପଇସା ମହଙ୍ଗା ହୋଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୮୭.୮୫ ଟଙ୍କାରୁ ବଢ଼ି ୮୮.୧୪ ଟଙ୍କା ହୋଇଛି। ଡିଜେଲର ଲିଟର ପିଛା ଦର ମଧ୍ୟ ୭୭.୦୩ ଟଙ୍କାରୁ ବୃଦ୍ଧି ପାଇ ୭୮.୩୮ ଟଙ୍କାରେ ପହଞ୍ଚିଛି।

ସେହିପରି ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୪.୬୪ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୫.୩୨ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦର ୯୦.୪୪ ଟଙ୍କା ଥିବା ବେଳେ ଡିଜେଲର ଲିଟର ପିଛା ଦର ୮୩.୫୨ ଟଙ୍କା ଓ କୋଲକତାରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୮୯.୪୪ ଟଙ୍କା ଓ ୮୧.୯୬ ଟଙ୍କା ରହିଛି।

ଓଡ଼ିଶାର ଭୁବନେଶ୍ୱରରେ ଆଜି ପେଟ୍ରୋଲର ଲିଟର ପିଛା ଦର ୨୯ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ମହଙ୍ଗା ହୋଇଛି। ନୂଆ ଦର ପରେ ଏଠାରେ ପେଟ୍ରୋଲର ଲିଟର ପିଛା ଦର ୮୮.୮୩ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୫.୪୦ ଟଙ୍କା ଛୁଇଁଛି।

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୬୦.୭୬ ଡଲାର ରହିଛି। ଗୁରୁବାର ଅଶୋଧିତ ତୈଳର ଦାମ ୬୧.୦୪ ଡଲାର ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story