କ୍ରମାଗତ ୫ମ ଦିନ ପାଇଁ ବଢ଼ିଲା ତୈଳ ଦର, ଭୁବନେଶ୍ୱରରେ ୯୦ ଛୁଇଁବ ପେଟ୍ରୋଲ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଆଜି କ୍ରମାଗତ ୫ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୩୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲର ଲିଟର ପିଛା ଦର ୩୬ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୮୮.୧୪ ଟଙ୍କାରୁ ବୃଦ୍ଧି ପାଇ ୮୮.୧୪ରେ ପହଞ୍ଚି ଯାଇଛି। […]

Petrol

Petrol

Hemant Lenka
  • Published: Saturday, 13 February 2021
  • Updated: 13 February 2021, 04:37 PM IST

Sports

Latest News

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଆଜି କ୍ରମାଗତ ୫ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୩୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲର ଲିଟର ପିଛା ଦର ୩୬ ପଇସା ମହଙ୍ଗା ହୋଇଛି।

ବର୍ଦ୍ଧିତ ଦର ପରେ ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୮୮.୧୪ ଟଙ୍କାରୁ ବୃଦ୍ଧି ପାଇ ୮୮.୧୪ରେ ପହଞ୍ଚି ଯାଇଛି। ସେହିପରି ଡିଜେଲର ଲିଟର ପିଛା ଦର ୭୮.୩୮ ଟଙ୍କାରୁ ବୃଦ୍ଧି ପାଇ ୭୮.୭୪ ଟଙ୍କା ଛୁଇଁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଆଜି ପେଟ୍ରୋଲର ଲିଟର ପିଛା ଦର ୩୧ ପଇସା ବୃଦ୍ଧି ପାଇଛି। ନୂଆ ଦର ପରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦର ୯୦ ଟଙ୍କା ଛୁଇଁବାକୁ ବସିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୮୯.୧୪ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦର ୪୦ ପଇସା ମହଙ୍ଗା ହୋଇଛି। ନୂଆ ଦର ପରେ ଭୁବନେଶ୍ୱରରେ ଡିଜେଲର ଲିଟର ପିଛା ଦର ୮୫.୮୦ ଟଙ୍କାରେ ପହଞ୍ଚି ଯାଇଛି।

ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୪.୯୩ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୫.୭୦ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦର ୯୦.୭୦ ଟଙ୍କା ଥିବା ବେଳେ ଡିଜେଲର ଲିଟର ପିଛା ଦର ୮୩.୮୬ ଟଙ୍କା ଓ କୋଲକତାରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୮୯.୭୩ ଟଙ୍କା ଓ ୮୨.୩୩ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story