ଗାଁରେ ଘରକୁ ଘର ବୁଲି କୋଭିଡ ଟେଷ୍ଟ କରାଇବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଯେଉଁ ରାଜ୍ୟ ଗୁଡ଼ିକରେ କରୋନା ପଜିଟିଭିଟି ରେଟ୍ ବା ସଂକ୍ରମିତ ହାର ଅଧିକ ସେହି ରାଜ୍ୟ ଗୁଡ଼ିକରେ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ ଦେବା ଦରକାର। ଯେଉଁ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ସେହି ସ୍ଥାନରେ କଣ୍ଟେନେମେଣ୍ଟ ଜୋନ କରିବା ସହିତ ଘରକୁ ଘର ଯାଇ ଟେଷ୍ଟ କରିବା ଦରକାର। ମୁଖ୍ୟତଃ ଏବେ ଗାଁ ଗୁଡ଼ିକରେ ଟେଷ୍ଟ କିଭଳି ବଢ଼ିବ ଏବଂ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେଇ ହେବ ସେନେଇ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। […]

modi-meeting

modi-meeting

Subhransu Sekhar
  • Published: Saturday, 15 May 2021
  • Updated: 15 May 2021, 05:42 PM IST

Sports

Latest News

ନୂଆଦିଲ୍ଲୀ: ଯେଉଁ ରାଜ୍ୟ ଗୁଡ଼ିକରେ କରୋନା ପଜିଟିଭିଟି ରେଟ୍ ବା ସଂକ୍ରମିତ ହାର ଅଧିକ ସେହି ରାଜ୍ୟ ଗୁଡ଼ିକରେ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ ଦେବା ଦରକାର। ଯେଉଁ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ସେହି ସ୍ଥାନରେ କଣ୍ଟେନେମେଣ୍ଟ ଜୋନ କରିବା ସହିତ ଘରକୁ ଘର ଯାଇ ଟେଷ୍ଟ କରିବା ଦରକାର। ମୁଖ୍ୟତଃ ଏବେ ଗାଁ ଗୁଡ଼ିକରେ ଟେଷ୍ଟ କିଭଳି ବଢ଼ିବ ଏବଂ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେଇ ହେବ ସେନେଇ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

କରୋନାର ଦ୍ୱିତୀୟ ଲହର ଏବେ ମାରାତ୍ମକ ହୋଇଛି। ତେଣୁ ଲୋକମାନେ କିଭଳି ଠିକ୍ ସମୟରେ ଚିକିତ୍ସା ପାଇବେ ଏବଂ ସେମାନଙ୍କର ପରୀକ୍ଷା ଠିକ୍ ହେବ ତା ଉପରେ ଗୁରୁତ୍ୱ ଦେବା ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ କରିଥିଲେ। ଯେଉଁଥିରେ ସେ ଉପରୋକ୍ତ କଥା ଉପରେ ଗୁରୁତ୍ୱ ଦେଇଛନ୍ତି।

ଉଭୟ ଆରଟି ପିସିଆର ଏବଂ ରାପିଡ୍ ଟେଷ୍ଟ ବ୍ୟବହାର କରି କରୋନା ପରୀକ୍ଷା ଅଧିକରୁ ଅଧିକ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ନେଇ ସମ୍ବଳ କିଭଳି ବୃଦ୍ଧି କରିହେବ ତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ କୌଣସି ରାଜ୍ୟ କରୋନା ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟାକୁ ସଠିକ ଭାବରେ ଦେଖାଇବା ଦରକାର, ଏହାକୁ ନେଇ ଲୁଚାଇବା ଠିକ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗାଁ ଗୁଡ଼ିକରେ ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ଏ ଦିଗରେ ନିୟୋଜିତ କରିବା ସହିତ ଏ ସଂକ୍ରାନ୍ତରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି ଅକ୍ସିଜେନର ଆବଶ୍ୟକତାକୁ ନେଇ ଗ୍ରାମାଞ୍ଚଳରେ ଅକ୍ସିଜେନ କିଭଳି ଅଧିକରୁ ଅଧିକ ଯୋଗାଇ ହେବ ସେନେଇ ସୁନିଶ୍ଚିତ କରିବାକୁ ମୋଦି କହିଛନ୍ତି। ଅକ୍ସିଜନ ଏବଂ ଅକ୍ସିଜେନ କନସେନଟ୍ରେଟର ବାବଦରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ଆବଶ୍ୟକ ତାଲିମ ପ୍ରଦାନ କରାଯିବା ଆବଶ୍ୟକ। ଏହି ଚିକିତ୍ସା ଉପକରଣଗୁଡ଼ିକ କିଭଳି ଚାଲିବ ଏବଂ ଆବଶ୍ୟକ ବିଦ୍ୟୁତ୍ ଯୋଗାଣ କରିହେବ ସେ ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story