ମୋଦିଙ୍କୁ କାପୁରୁଷ କହିଲେ ରାହୁଲ ଗାନ୍ଧି, କାହିଁକି ଚାଇନାକୁ ଭାରତର ଜମି ଦିଆଗଲା?

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ସୀମା ବିବାଦ ପ୍ରସଙ୍ଗରେ କାପୁରୁଷ କହି ସମାଲୋଚନା କରିଛନ୍ତି। ଚାଇନା ଆଗରେ ଛିଡ଼ା ହେବାକୁ ମୋଦିଙ୍କ ସାହାସ ନଥିବା ମଧ୍ୟ ସେ କହିଛନ୍ତି। ଦଳର ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଛନ୍ତି, ଭାରତୀୟ ଅଞ୍ଚଳକୁ ସୁରକ୍ଷା ଦେବାରେ ପ୍ରଧାନମନ୍ତ୍ରୀ ମୋଦି ନିଜର କର୍ତ୍ତବ୍ୟ ଠିକ ଭାବେ ପାଳନ କରିନାହାନ୍ତି। ସେ ଚାଇନାକୁ ଭାରତର ଜମିକୁ ଦେଇଛନ୍ତି। ମୋଦି ଜଣେ କାପୁରୁଷ ଓ […]

china

china

Hemant Lenka
  • Published: Friday, 12 February 2021
  • Updated: 12 February 2021, 04:50 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ସୀମା ବିବାଦ ପ୍ରସଙ୍ଗରେ କାପୁରୁଷ କହି ସମାଲୋଚନା କରିଛନ୍ତି। ଚାଇନା ଆଗରେ ଛିଡ଼ା ହେବାକୁ ମୋଦିଙ୍କ ସାହାସ ନଥିବା ମଧ୍ୟ ସେ କହିଛନ୍ତି।

ଦଳର ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଛନ୍ତି, ଭାରତୀୟ ଅଞ୍ଚଳକୁ ସୁରକ୍ଷା ଦେବାରେ ପ୍ରଧାନମନ୍ତ୍ରୀ ମୋଦି ନିଜର କର୍ତ୍ତବ୍ୟ ଠିକ ଭାବେ ପାଳନ କରିନାହାନ୍ତି। ସେ ଚାଇନାକୁ ଭାରତର ଜମିକୁ ଦେଇଛନ୍ତି। ମୋଦି ଜଣେ କାପୁରୁଷ ଓ ଭୀରୁ, ଯିଏ ଚାଇନା ଆଗରେ ଛିଡ଼ା ହେବାର ଦମ୍ଭ ରଖିନାହାନ୍ତି।

ଆମ ଆର୍ମିର ବଳିଦାନ ଉପରେ ସେ ଛେପ ପକାଇଛନ୍ତି। ସେ ଆମ ଯବାନଙ୍କ ବଳିଦାନ ସହ ଧୋକା କରିଛନ୍ତି। ଭାରତରେ କେହି ବି ଏମିତି କରିବାକୁ ଅନୁମତି ଦେଇପାରିବେ ନାହିଁ ବୋଲି ରାହୁଲ କହିଛନ୍ତି।

ରାହୁଲଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଜି କ୍ରିଷ୍ଣା ରେଡ୍ଡୀ। ସେ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତର ଜମି ଚାଇନାକୁ କିଏ ଦେଇଛି, ସେକଥା ତାଙ୍କ ଅଜା ନେହରୁଙ୍କୁ ପଚାରିବା ଦରକାର। ଏହାର ଉତ୍ତର ସେ ସେଠାରୁ ପାଇପାରିବେ। କିଏ ଦେଶ ଭକ୍ତ ଓ କିଏ ଦେଶ ବିରୋଧୀ, ସେକଥା ସାଧାରଣ ଲୋକ ଭଲ ଭାବେ ଜାଣିଛନ୍ତି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଆରକେ ସିଂହ କହିଛନ୍ତି, ରାହୁଲ ଗାନ୍ଧି କିଛି ବୁଝନ୍ତି ନାହିଁ କିମ୍ବା ବୁଝିବାକୁ କେବେ ହେଲେ ଚେଷ୍ଟା କରନ୍ତି ନାହିଁ। ମୁଁ ଭାବୁଛି ତାଙ୍କ ବିବୃତି ଉଭୟ ଅସଂସଦୀୟ ଓ ଅନଭିଜ୍ଞ।

ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ବୁଧବାର ଠାରୁ ଉଭୟ ଦେଶ ପାଙ୍ଗୋଙ୍ଗ ହ୍ରଦ ସୋରୁ ସେନା ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଏକଥା ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଲୋକସଭାରେ କହିଥିଲେ। ସେ କହିଥିଲେ, ପ୍ରଥମ ଦଫାରେ ଚାଇନା ସେନା ଫିଙ୍ଗର ୮ ଓ ଭାରତୀୟ ସେନା ଫିଙ୍ଗର ୩ରେ ଥିବା ଧାନ ସିଂହ ଥାପ୍ପା ପୋଷ୍ଟକୁ ଆସିବାକୁ ନିଷ୍ପତ୍ତି ହୋଇଛି। ସେହିପରି ବିବାଦୀୟ ପିଙ୍ଗର ୪ ଯାଏ ଭାରତ କିମ୍ବା ଚାଇନା ପ୍ୟାଟ୍ରୋଲିଂ କରିବେ ନାହିଁ।

ଏହା ଉପରେ ପ୍ରତିକ୍ରିୟା ଦେଇ ରାହୁଲ କହିଛନ୍ତି, ପାଙ୍ଗୋଙ୍ଗ ସୋର ଫିଙ୍ଗର ୪ ଯାଏ ଭାରତୀୟ ଜମି ରହିଛି। ହେଲେ ଭାରତୀୟ ସେନା କାହିଁକି ଫିଙ୍ଗର ୩ ଯାଏ ଆସିବେ ବୋଲି ନିଷ୍ପତ୍ତି ହୋଇଛି? ଏକଥା ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଜଣାନ୍ତୁ। ଫିଙ୍ଗର ୪ ହେଉଛି ଆମ ଅଞ୍ଚଳ।

ଆମ ପୋଷ୍ଟ ଏଠାରେ ରହିଥିଲା। ଏବେ ଆମେ ଫିଙ୍ଗର ୪ରୁ ଫିଙ୍ଗର ୩କୁ ଫେରିଛୁ। କାହିଁକି ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଅଞ୍ଚଳକୁ ଚାଇନାକୁ ଦେଇଦେଲେ?ଏହି ପ୍ରଶ୍ନର ଉତ୍ତର ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଦେବା ଉଚିତ। ଚାଇନାର ସେନା କାହିଁକି ଗ୍ରୋଗ୍ରା ହଟ ସ୍ପ୍ରିଙ୍ଗସ, ଦେଶପାଙ୍ଗରୁ ପଛକୁ ହଟିନାହାନ୍ତି? କାହିଁକି ଭାରତ କୈଳାସ ରେଞ୍ଜ ହାଇଟ୍ସରୁ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story