୧୫ ମାସ ପରେ ବିଦେଶ ଗଲେ ମୋଦି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ବିଦେଶ ଗସ୍ତ ବନ୍ଦ କରିଥିବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଂଲାଦେଶରେ ପହଞ୍ଚିଛନ୍ତି। ଦୀର୍ଘ ୧୫ ମାସ ପରେ ମୋଦି ପ୍ରଥମଥର ପାଇଁ ବିଦେଶ ଯାତ୍ରା କରିଛନ୍ତି। ଶେଷଥର ପାଇଁ ସେ ୨୦୧୯ ନଭେମ୍ବର ମାସରେ ବିଦେଶ ଗସ୍ତ କରିଥିଲେ। ଏହି ସମୟରେ ସେ ବ୍ରାଜିଲ ଯାଇଥିଲେ। ୨୦୨୦ ମାର୍ଚ୍ଚ ମାସରେ କରୋନା ପାଇଁ ଦେଶରେ ଲକଡାଉନ ଲାଗୁ କରାଯାଇଥିଲା। ଏଥିପାଇଁ ମୋଦି ଆଉ ବିଦେଶ ଗସ୍ତ କରି ନଥିଲେ। […]

Modi

Modi

Hemant Lenka
  • Published: Friday, 26 March 2021
  • Updated: 26 March 2021, 11:54 AM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ବିଦେଶ ଗସ୍ତ ବନ୍ଦ କରିଥିବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଂଲାଦେଶରେ ପହଞ୍ଚିଛନ୍ତି। ଦୀର୍ଘ ୧୫ ମାସ ପରେ ମୋଦି ପ୍ରଥମଥର ପାଇଁ ବିଦେଶ ଯାତ୍ରା କରିଛନ୍ତି। ଶେଷଥର ପାଇଁ ସେ ୨୦୧୯ ନଭେମ୍ବର ମାସରେ ବିଦେଶ ଗସ୍ତ କରିଥିଲେ। ଏହି ସମୟରେ ସେ ବ୍ରାଜିଲ ଯାଇଥିଲେ। ୨୦୨୦ ମାର୍ଚ୍ଚ ମାସରେ କରୋନା ପାଇଁ ଦେଶରେ ଲକଡାଉନ ଲାଗୁ କରାଯାଇଥିଲା। ଏଥିପାଇଁ ମୋଦି ଆଉ ବିଦେଶ ଗସ୍ତ କରି ନଥିଲେ।

ତେବେ ଆଜି ସକାଳ ୭.୪୫ରେ ସେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାଂଲାଦେଶ ଅଭିମୁଖେ ଉଡ଼ାଣ ଭରିଥିଲେ। ଦିନ ପ୍ରାୟ ୧୦ଟାରେ ସେ ଢାକାରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରେ ଖୋଦ୍‌ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ୱାଗତ କରିଥିଲେ। ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଥିବା ମୋଦି ସେଠାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ।

ଆଜି ବାଂଲାଦେଶର ୫୦ତମ ସ୍ୱାଧୀନତା ଦିବସ। ମୋଦି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୫୦ ବର୍ଷ ତଳେ ଆଜିର ଦିନରେ ପାକିସ୍ତାନ ଠାରୁ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଥିଲା। ଦୁଇ ଦେଶ ଆଜି ୫୦ ବର୍ଷର ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ପୂରଣ କରୁଛନ୍ତି।

ମୋଦି ଢାକାର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏୟାରପୋର୍ଟରୁ ମୋଦି ଜାତୀୟ ସହିଦ ସ୍ମାରକୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅପରାହ୍ନରେ ବାଂଲାଦେଶର ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ ସେ ଆଲୋଚନା କରିବେ। ବାପୁ ବଙ୍ଗ ବନ୍ଧୁ କାର୍ଯ୍ୟକ୍ରମକୁ ମୋଦି ବାଂଲାଦେଶରେ ଉଦଘାଟନ କରିବେ। ଏଥିସହ ଦୁଇ ଦେଶ ମଧ୍ୟରେ ଏକାଧିକ ଦ୍ୱିପାକ୍ଷିକ ଓ ବାଣିଜ୍ୟିକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହେବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story