ଆରମ୍ଭ ହେଲା ନୂଆ ପେମେଣ୍ଟ ସିଷ୍ଟମ ଇ-ରୁପି, ଜାଣନ୍ତୁ ଫାଇଦା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଇ-ରୁପିର ଶୁଭାରମ୍ଭ କରିଛନ୍ତି। ସରକାରଙ୍କ ଏହି ପେମେଣ୍ଟ ସିଷ୍ଟମ ଜନକଲ୍ୟାଣ ସେବା ଯୋଗାଇ ଦେବାରେ ସହାୟକ ହେବ। କିନ୍ତୁ ବର୍ତ୍ତମାନ ଏହା କେବଳ ଟିକାକରଣ କାର୍ଯ୍ୟରେ ବ୍ୟବହୃତ ହେବ। ମୁମ୍ବାଇର ଗୋଟିଏ କୋଭିଡ ଟିକାକରଣ କେନ୍ଦ୍ରରେ ଏହାକୁ ବିଧିବଦ୍ଧ ଭାବେ ବ୍ୟବହାର କରାଯାଇଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ତିଆରି କରିଥିବା ଏହି ଇ-ରୁପି ସଂପୂର୍ଣ୍ଣ କ୍ୟାଶଲେସ ଓ କଣ୍ଟାକ୍ଟ ଲେସ୍‌ ବ୍ୟବସ୍ଥା। […]

Modi

Modi

Hemant Lenka
  • Published: Monday, 02 August 2021
  • Updated: 02 August 2021, 06:51 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଇ-ରୁପିର ଶୁଭାରମ୍ଭ କରିଛନ୍ତି। ସରକାରଙ୍କ ଏହି ପେମେଣ୍ଟ ସିଷ୍ଟମ ଜନକଲ୍ୟାଣ ସେବା ଯୋଗାଇ ଦେବାରେ ସହାୟକ ହେବ। କିନ୍ତୁ ବର୍ତ୍ତମାନ ଏହା କେବଳ ଟିକାକରଣ କାର୍ଯ୍ୟରେ ବ୍ୟବହୃତ ହେବ। ମୁମ୍ବାଇର ଗୋଟିଏ କୋଭିଡ ଟିକାକରଣ କେନ୍ଦ୍ରରେ ଏହାକୁ ବିଧିବଦ୍ଧ ଭାବେ ବ୍ୟବହାର କରାଯାଇଛି।

ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ତିଆରି କରିଥିବା ଏହି ଇ-ରୁପି ସଂପୂର୍ଣ୍ଣ କ୍ୟାଶଲେସ ଓ କଣ୍ଟାକ୍ଟ ଲେସ୍‌ ବ୍ୟବସ୍ଥା। ଏହା କେବଳ କ୍ୟୁଆର କୋଡ଼୍‌ ଭିତ୍ତିକ କିମ୍ବା ଏସ୍‌ଏମଏସ୍‌ ଭିତ୍ତିକ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲ ଫୋନକୁ ପଠାଯାଇଥାଏ। ଏହି ପେମେଣ୍ଟ ବ୍ୟବସ୍ଥାର ବ୍ୟବହାରକାରୀ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ୍‌ କିମ୍ବା ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ବ୍ୟବହାର ନ କରି ଇ-ଭାଉଚର ପଠାଇପାରିବେ।

କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ପ୍ରାରମ୍ଭରେ ଏହାର ଫାଇଦା ସ୍ୱାସ୍ଥ୍ୟ ହିତାଧିକାରୀଙ୍କୁ ମିଳିବ। ଯେଉଁମାନେ ଘରୋଇ କେନ୍ଦ୍ରରେ ଟଙ୍କା ଦେଇ ଟିକା ନେବାକୁ ଚାହିଁବେ କିମ୍ବା ଯଦି କେହି ୧୦୦ ଜଣ ଗରିବ ଲୋକଙ୍କ ଟିକାକରଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ସେମାନେ ଇ-ରୁପି ଭାଉଚର ଦେଇପାରିବେ। ଏହାଦ୍ୱାରା ସେମାନଙ୍କ ଟଙ୍କା କେବଳ ସେହି କାମରେ ହିଁ ବ୍ୟବହୃତ ହେବ।

ସମୟକ୍ରମେ ଏଥିରେ ଆହୁରି ଅନେକ ପ୍ରକାରର ସୁବିଧା ଯୋଡ଼ା ଯିବ। ସ୍ୱାସ୍ଥ୍ୟ ସେବାରେ ସହାୟତା କରିବା କିମ୍ବା ଖାଦ୍ୟ ପାଇଁ ଦାନ କରିବା ଆଦି ବ୍ୟବସ୍ଥା ଏହି ପ୍ଲାଟଫର୍ମରେ ରହିବ। ଯଦି ସରକାର ବହି ପାଇଁ ଟଙ୍କା ପଠାଇବେ, ତା’ହେଲେ ଉକ୍ତ ଟଙ୍କାରେ ବହି ହିଁ କିଣାଯିବ। ଏକଥାକୁ ଇ-ରୁପି ହିଁ ନିଶ୍ଚିତ କରିବ। ଯଦି ଟଙ୍କା ୟୁନିଫର୍ମ ପାଇଁ ପଠାଯାଇଥିବ, ତା’ହେଲେ କେବଳ ୟୁନିଫର୍ମ ହିଁ କଣାଯିବ। ସେହିପରି ଟଙ୍କା ସାର ପାଇଁ ପଠାଯାଇଥିଲେ, ଏ ବାବଦରେ ହିଁ ଏହାକୁ ଖର୍ଚ୍ଚ କରାଯିବ।

ସାରା ବିଶ୍ୱ ସ୍ୱଚ୍ଛତାର ସହ ଭାରତରେ ବ୍ୟବହୃତ ହେଉଥିବା ଟେକ୍ନୋଲଜି ଉପରେ ନଜର ରଖିଛି। ଆମେ ଲକଡାଉନ ବେଳେ ଏହାର ଉପକାରିତା ବିଷୟରେ ଜାଣିପାରିଛେ। ଯେତେବେଳେ ଗୋଟିଏ ବିଶାଳ ଦେଶ ସମସ୍ୟା ସମୟରେ ଗରିବଙ୍କୁ ସହଯୋଗ କରିବାକୁ ବ୍ୟସ୍ତ ହୋଇପଡ଼ୁଛି ସେତେବେଳେ ଭାରତ ସବୁ ପ୍ରକାରର ବ୍ୟବସ୍ଥା କରି ରଖିଛି।

ଅନ୍ୟ ଦେଶଗୁଡ଼ିକ ବ୍ୟାଙ୍କ ଓ ପୋଷ୍ଟ ଅଫିସ ଖୋଲିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଭାରତରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଅର୍ଥ ଯାଉଛି। ସିଧାସଳଖ ଟଙ୍କା ପଠାଯିବା ଯୋଗୁ ୯୦ କୋଟି ଲୋକ ଲାଭବାନ ହେଉଛନ୍ତି। ଏପରି କି ଚାଷୀମାନେ ମଧ୍ୟ ସିଧାସଳଖ ଟଙ୍କା ପଠାଯିବା ବ୍ୟବସ୍ଥା ଦ୍ୱାରା ଲାଭବାନ ହେଉଛନ୍ତି ବୋଲି ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story