୫ ଦିନ ପାଇଁ ଆମେରିକା ଗଲେ ମୋଦି, କେଉଁ ଦିନ କାହାକୁ ଭେଟିବେ

ନୂଆଦିଲ୍ଲୀ: ଆଜିଠାରୁ ୫ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି। ସେପ୍ଟେମ୍ବର ୨୬ରେ ସେ ଭାରତ ଫେରିବେ। ମହାମାରୀ କରୋନା କାରଣରୁ ଦୀର୍ଘ ୨ ବର୍ଷ ହେଲାଣି ମୋଦି ବିଦେଶ ଗସ୍ତ କରି ନଥିଲେ। ଆଜି ପ୍ରଥମଥର ପାଇଁ ସେ ବିଦେଶ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ […]

Modi

Modi

Hemant Lenka
  • Published: Wednesday, 22 September 2021
  • Updated: 22 September 2021, 08:05 AM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ୫ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି। ସେପ୍ଟେମ୍ବର ୨୬ରେ ସେ ଭାରତ ଫେରିବେ। ମହାମାରୀ କରୋନା କାରଣରୁ ଦୀର୍ଘ ୨ ବର୍ଷ ହେଲାଣି ମୋଦି ବିଦେଶ ଗସ୍ତ କରି ନଥିଲେ।

ଆଜି ପ୍ରଥମଥର ପାଇଁ ସେ ବିଦେଶ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହା ମୋଦି ଓ ବାଇଡେନଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା। ଏହି ସମୟରେ ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମୋଦି କ୍ୱାଡ ରାଷ୍ଟ୍ରଗୁଡ଼ିକକୁ ନେଇ ଆୟୋଜିତ ସମ୍ମିଳନରେ ମଧ୍ୟ ଯୋଗଦେବେ। କ୍ୱାଡରେ ଭାରତ ଓ ଆମେରିକା ବ୍ୟତୀତ ଜାପାନ ଓ ଅଷ୍ଟ୍ରେଲିଆ ରହିଛନ୍ତି।

ମୋଦିଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା

୨୨ ତାରିଖରେ ମୋଦି କୋଭିଡ-୧୯ ସମ୍ମିଳନୀରେ ଯୋଗଦେବେ।

୨୩ ତାରିଖରେ ସେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେହିଦିନ ୱାଶିଂଟନରେ ଆମେରିକାର ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ମୋଦି କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଭେଟିବେ। ମୋଦିଙ୍କ ପାଇଁ ସେହିଦିନ ବାଇଡେନ ଡିନର ପାର୍ଟିର ମଧ୍ୟ ଆୟୋଜନ କରିଛନ୍ତି।

୨୪ ତାରିଖରେ ମୋଦି ଓ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଭାରତ-ଆମେରିକା ସହଭାଗିତା, କରୋନା, ଆଫଗାନିସ୍ତାନ ଓ ସୁରକ୍ଷା ଆଦି ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ। ଏହି ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି କ୍ୱାଡ ରାଷ୍ଟ୍ରମାନଙ୍କୁ ନେଇ ଆୟୋଜିତ ବୈଠକରେ ଯୋଗଦେବେ।

ସେପ୍ଟେମ୍ବର ୨୫ରେ ମୋଦି ୱାଶିଂଟନରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରିବା ପରେ ନ୍ୟୁୟର୍କ ଯିବେ। ସେଠାରେ ଆୟୋଜିତ ୭୬ତମ ମିଳିତ ଜାତିସଂଘର ସାଧାରଣ ଆସେମ୍ୱ୍ଲିରେ ପୂରା ବିଶ୍ୱକୁ ସମ୍ବୋଧନ କରିବେ। ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ ସେ ନିଜର ମତ ମିଳିତ ଜାତିସଂଘ ଆଗରେ ଉପସ୍ଥାପନ କରିବେ।

ସେପ୍ଟେମ୍ବର ୨୬ ତାରିଖରେ ସେ ଭାରିତ ଫେରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story