ନିର୍ବାଚନ ବିଗୁଲ ଫୁଙ୍କିଲେ ପ୍ରଧାନମନ୍ତ୍ରୀ ମୋଦି!

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଧାନମନ୍ତ୍ରୀ ବିଧିବଦ୍ଧ ଭାବେ ବିଗୁଲ ଫୁଙ୍କିଛନ୍ତି। ୨୦୨୩ ଜାନୁଆର ୮ରେ ହିମାଚଳ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ତେଣୁ ନଭେମ୍ବର ପ୍ରଥମ କିମ୍ବା ଶେଷ ଭାଗରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା କୁହାଯାଉଛି। ନିର୍ବାଚନ ବିଗୁଲ ଫୁଙ୍କି ମୋଦି ଆଜି କହିଛନ୍ତି ଯେ “ବିଜେପି ସରକାର କେବଳ ଶିଳାନ୍ୟାସ […]

Modi

Modi

Hemant Lenka
  • Published: Wednesday, 05 October 2022
  • Updated: 05 October 2022, 07:52 PM IST

Sports

Latest News

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଧାନମନ୍ତ୍ରୀ ବିଧିବଦ୍ଧ ଭାବେ ବିଗୁଲ ଫୁଙ୍କିଛନ୍ତି। ୨୦୨୩ ଜାନୁଆର ୮ରେ ହିମାଚଳ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ତେଣୁ ନଭେମ୍ବର ପ୍ରଥମ କିମ୍ବା ଶେଷ ଭାଗରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା କୁହାଯାଉଛି।

ନିର୍ବାଚନ ବିଗୁଲ ଫୁଙ୍କି ମୋଦି ଆଜି କହିଛନ୍ତି ଯେ “ବିଜେପି ସରକାର କେବଳ ଶିଳାନ୍ୟାସ କରେନାହିଁ। ବିଜେପି ସରକାର ବିକାଶ ପ୍ରକଳ୍ପର ଉଦଘାଟନ ମଧ୍ୟ କରେ।” ବିଲାସପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ‘ରାନିସିଂହା’ ବଜାଇଛନ୍ତି। ରାନିସିଂହ ହେଉଛି ହିମାଚଳ ପ୍ରଦେଶର ପାରମ୍ପରିକ ବାଦ୍ୟଯନ୍ତ୍ର। ସେ ଏହାକୁ ଷ୍ଟେଜ ଉପରେ ବଜାଇଥିବାରୁ ରାଜନୀତିକ ସମୀକକ୍ଷମାନେ ମୋଦି ନିର୍ବାଚନ ବିଗୁଲ ବଜାଇ ଥିବା କହିଛନ୍ତି।

ମୋଦି ଷ୍ଟେଜ ଉପରେ ବିଗୁଲ ବଜାଇବା ବେଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ବିଗୁଲ ବଜାଇବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଏହା ପ୍ରତିଟି ଭବିଷ୍ୟତ ବିଜୟର ସଙ୍କେତ।” ପ୍ରଧାନମନ୍ତ୍ରୀ ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସକୁ ସମାଲୋଚନା କରିବା ପାଇଁ ପଛାଇ ନାହାନ୍ତି। ସେ କହିଛନ୍ତି, ପୂର୍ବତନ କଂଗ୍ରେସ ସରକାର କେବଳ ଶିଳାନ୍ୟାସ କରୁଥିଲେ। ସେମାନେ ପ୍ରକୃତ ବିକାଶ ମୂଳକ ପ୍ରକଳ୍ପକୁ ନିର୍ବାଚନ ସରିବା ସହ ଭୁଲି ଯାଉଥିଲେ। ହେଲେ ବିଜେପି ସରକାର କେବଳ ଶିଳାନ୍ୟାସ କରେନାହିଁ। ବିଜେପି ସରକାର ବିକାଶ ପ୍ରକଳ୍ପର ଉଦଘାଟନ ମଧ୍ୟ କରେ ବୋଲି ମୋଦି କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳାସପୁରରେ ଏମ୍ସ ଓ ଲୁହନୁ ଗ୍ରାଉଣ୍ଡରେ ଗୋଟିଏ ହାଇଡ୍ରୋ ଇଞ୍ଜିନିୟରିଂ କଲେଜର ଉଦଘାଟନ କରିଛନ୍ତି। ୨୦୧୭ରେ ଏହି ଦୁଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀ ମୋଦି ହିଁ ସ୍ଥାପନ କରିଥିଲେ।

ଏହି ଅବସରରେ ମୋଦି କହିଛନ୍ତି, “ହିମାଚଳ ପ୍ରଦେଶକୁ ପୂର୍ବରୁ ସାରା ଦେଶରେ ଭାରତର ପ୍ରତିରକ୍ଷା ହିରୋ ଭାବେ ସମସ୍ତେ ଜାଣିଥିଲେ। ଏବେ ଏହି ରାଜ୍ୟ ଏମ୍ସ ଉଦଘାଟନ ପରେ ସ୍ୱାସ୍ଥ୍ୟସେବାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୧୪ ବେଳକୁ ହିମାଚଳ ପ୍ରଦେଶରେ ମାତ୍ର ୩ଟି ମେଡିକାଲ କଲେଜ ରହିଥିଲା।

ହେଲେ ୮ ବର୍ଷ ମଧ୍ୟରେ ଆଉ ୮ଟି ମେଡିକାଲ କଲେଜ ଓ ଏମ୍ସ ପ୍ରତିଷ୍ଠା ହୋଇପାରିଛି।” ଏହି ଉଦଘାଟନ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ କୁଲ୍ଲୁ ଠାରେ ଆୟୋଜିତ ଦଶହରା ରଥଯାତ୍ରାରେ ସାମିଲ ହେବାକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story