କମଳା ହାରିସଙ୍କ ସହ ଫୋନରେ କଥା ହେଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର ଉପ ରାଷ୍ଟ୍ରପତି କମଳା ହାରସିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। କରୋନା ଟିକା ସପ୍ଲାଏକୁ ନେଇ ସେ କମଳାଙ୍କ ସହ କଥା ହୋଇଛନ୍ତି। ଆମେରିକା ସରକାର ଭାରତକୁ ସବୁ ପ୍ରକାରର ସହାୟତା ଦେଇଥିବାରୁ ମୋଦି ଆଜି କମଳାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ପିଏମଓ ପକ୍ଷରୁ ଜାରି ବିବୃତି ଅନୁସାରେ, ଉପ ରାଷ୍ଟ୍ରପତି କମଳା ହାରିସ ଆମେରିକା ପକ୍ଷରୁ ବିଭିନ୍ନ ରାଷ୍ଟ୍ରର ଟିକାକରଣ ସମ୍ପର୍କରେ କରାଯାଇଥିବା ଯୋଜନା […]

Modi

Modi

Hemant Lenka
  • Published: Thursday, 03 June 2021
  • Updated: 03 June 2021, 10:23 PM IST

Sports

Latest News

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର ଉପ ରାଷ୍ଟ୍ରପତି କମଳା ହାରସିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। କରୋନା ଟିକା ସପ୍ଲାଏକୁ ନେଇ ସେ କମଳାଙ୍କ ସହ କଥା ହୋଇଛନ୍ତି। ଆମେରିକା ସରକାର ଭାରତକୁ ସବୁ ପ୍ରକାରର ସହାୟତା ଦେଇଥିବାରୁ ମୋଦି ଆଜି କମଳାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ପିଏମଓ ପକ୍ଷରୁ ଜାରି ବିବୃତି ଅନୁସାରେ, ଉପ ରାଷ୍ଟ୍ରପତି କମଳା ହାରିସ ଆମେରିକା ପକ୍ଷରୁ ବିଭିନ୍ନ ରାଷ୍ଟ୍ରର ଟିକାକରଣ ସମ୍ପର୍କରେ କରାଯାଇଥିବା ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି। ଆମେରିକା ବନ୍ଧୁ ଭାରତ ସମେତ ଏକାଧିକ ରାଷ୍ଟ୍ରକୁ ଟିକା ଯୋଗାଇ ଦେବାକୁ Strategy for Global Vaccine Sharing ବ୍ୟବସ୍ଥା କରିଛି।

ଆମେରିକାର ଏପରି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ କରିବା ସହ ବିଭିନ୍ନ ସହାୟତା ପାଇଁ କମଳା ହାରିସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତକୁ ନିକଟରେ ଆମେରିକା ପଠାଇଥିବା ବିଭିନ୍ନ ସହାୟତା ଓ ଆମେରିକାରେ ଥିବା ଭାରତୀୟଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ପ୍ରଶଂସା ମଧ୍ୟ କରିଥିଲେ।

ଦୁଇ ନେତା ସ୍ୱାସ୍ଥ୍ୟ ସପ୍ଲାଏ ଚେନ୍‌କୁ ମଜଭୁତ କରିବା ପାଇଁ ମଧ୍ୟ କଥା ହୋଇଛନ୍ତି। ବିଶେଷ କରି ଟିକା ଉତ୍ପାଦନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ମୋଦି ମଧ୍ୟ ଟ୍ୱିଟ କରି କମଳା ହାରିସଙ୍କ ସହ ଆଲୋଚନା ସକାରାତ୍ମକ ରହିଥିବା କଥା କହିଛନ୍ତି। ଭାରତକୁ ଟିକା ପଠାଇବାକୁ କମଳା ହାରିସ ପ୍ରତିଶ୍ରୁତି ଦେଇଥିବାରୁ ମୋଦି ଏହାକୁ ସ୍ୱାଗତ କରିଥିବା କଥା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story