କରୋନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ମାରତ୍ମକ ଢଙ୍ଗରେ ମାଡ଼ି ଚାଲିଥିବା ବେଳେ ଜରୁରୀ ସମୀକ୍ଷା ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ କିଛି ସମୟ ଅର୍ଥାତ ଦିନ ୯.୩୦ରେ ମୋଦି ବିଶେଷଜ୍ଞମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିବେ। ସଂକ୍ରମଣ ବଢ଼ୁଥିବା ବେଳେ ଦେଶର ଅକ୍ସିଜେନ ଓ ଔଷଧ ଉପଲବ୍ଧି ସମ୍ପର୍କରେ ମୋଦି ଯାଞ୍ଚ କରିବେ। ଏଥିସହ ମେଡିକାଲରେ ହୋଇଥିବା ବ୍ୟବସ୍ଥା ଓ ବେଡ୍‌ ସଂଖ୍ୟା ବିଷୟରେ ବି ମୋଦି ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ […]

Modi1

Modi1

Hemant Lenka
  • Published: Sunday, 02 May 2021
  • Updated: 02 May 2021, 09:22 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ମାରତ୍ମକ ଢଙ୍ଗରେ ମାଡ଼ି ଚାଲିଥିବା ବେଳେ ଜରୁରୀ ସମୀକ୍ଷା ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ କିଛି ସମୟ ଅର୍ଥାତ ଦିନ ୯.୩୦ରେ ମୋଦି ବିଶେଷଜ୍ଞମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିବେ।

ସଂକ୍ରମଣ ବଢ଼ୁଥିବା ବେଳେ ଦେଶର ଅକ୍ସିଜେନ ଓ ଔଷଧ ଉପଲବ୍ଧି ସମ୍ପର୍କରେ ମୋଦି ଯାଞ୍ଚ କରିବେ। ଏଥିସହ ମେଡିକାଲରେ ହୋଇଥିବା ବ୍ୟବସ୍ଥା ଓ ବେଡ୍‌ ସଂଖ୍ୟା ବିଷୟରେ ବି ମୋଦି ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ସଂକ୍ରମଣ ଉପରେ ବ୍ରେକ ଲଗାଇବା ପାଇଁ ଆଗକୁ କ’ଣ ପଦକ୍ଷେପ ନିଆଯିବ ଓ ଲୋକଙ୍କ ପାଖରେ କେମିତି ସମସ୍ତ ମେଡିକାଲ ସୁବିଧା ପହଞ୍ଚି ପାରିବ, ତା’ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ଏବେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ପାର କରି ଯାଇଛି। ସେହିପରି ପ୍ରତିଦିନ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇବାରେ ଲାଗିଛି। ଆଗକୁ କରୋନା ତା’ର ପିକ୍‌ ଦେଖାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି, ଏସବୁ ଭିତରେ ମୋଦି ସୀମକ୍ଷା ବୈଠକ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story