ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇବାକୁ କହିଲେ ମାଲିକ, ପୁଲିସ୍‌ର ଦ୍ୱାରସ୍ଥ ହେଲେ ଭଡ଼ାଟିଆ

ଭୋପାଲ: ଘର ଭିତରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ତୁରନ୍ତ ହଟାଇବାକୁ କହିବାରୁ ମାଲିକଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି ଜଣେ ଭଡ଼ାଟିଆ। ଯଦି ସେ ମୋଦିଙ୍କ ଫଟୋ ଘରୁ ନ ହଟାଇବା, ତା’ହେଲେ ମାଲିକ ତାଙ୍କୁ ଘରୁ ତଡ଼ି ଦେବେ ବୋଲି ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ଜନଶୁଣାଣିରେ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ଘଟଣା ଘଟିଛି। ମଙ୍ଗଳବାର ପୁଲିସ କମିଶନରଙ୍କ ଅଫିସରେ ଚାଲିଥିବା ଜନଶୁଣାଣି ବେଳେ ଇନ୍ଦୋରର ପିର ଗଳିରେ ରହୁଥିବା […]

yusof

yusof

Hemant Lenka
  • Published: Tuesday, 29 March 2022
  • Updated: 29 March 2022, 09:12 PM IST

Sports

Latest News

ଭୋପାଲ: ଘର ଭିତରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ତୁରନ୍ତ ହଟାଇବାକୁ କହିବାରୁ ମାଲିକଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି ଜଣେ ଭଡ଼ାଟିଆ। ଯଦି ସେ ମୋଦିଙ୍କ ଫଟୋ ଘରୁ ନ ହଟାଇବା, ତା’ହେଲେ ମାଲିକ ତାଙ୍କୁ ଘରୁ ତଡ଼ି ଦେବେ ବୋଲି ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ଜନଶୁଣାଣିରେ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ଘଟଣା ଘଟିଛି।

ମଙ୍ଗଳବାର ପୁଲିସ କମିଶନରଙ୍କ ଅଫିସରେ ଚାଲିଥିବା ଜନଶୁଣାଣି ବେଳେ ଇନ୍ଦୋରର ପିର ଗଳିରେ ରହୁଥିବା ୟୁସୁଫ ଏପରି ଅଭିଯୋଗ ଆଣିଛନ୍ତି। ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ୟୁସୁଫ ତାଙ୍କ ଭଡ଼ା ଘରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ଚାହିଁଥିଲେ।

କିନ୍ତୁ ତାଙ୍କ ଘର ମାଲିକ ୟାକୁବ ମନସୋରୀ ଓ ସୁଲତାନ ମୋନସୋରୀ ଏହାକୁ ବିରୋଧ କରିଥିଲେ। ତଥାପି କିଛି ଦିନ ହେଲା ସେ ମୋଦିଙ୍କ ଫଟୋ ନିଜ ଘରେ ପୂର୍ବଭଳି ରଖିଥିଲେ। ଏବେ ତାଙ୍କ ଘର ମାଲିକ ତାଙ୍କୁ ଧମକ ଦେବା ଆରମ୍ଭ କରିଛନ୍ତି। ଯଦି ସେ ତୁରନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଘରୁ ନ ହଟାଇବେ, ତା’ହେଲେ ତାଙ୍କୁ ଘରୁ ବିଦା କରିଦିଆଯିବ ବୋଲି ମନସୋରୀ ବ୍ରଦର୍ସ ଧମକ ଦେଇଥିବା ୟୁସୁଫ ଅଭିଯୋଗ କରିଛନ୍ତି।

ଜନଶୁଣାଣିରେ ୟୁସୁଫ ଉଠାଇବା ପ୍ରସଙ୍ଗର ତଦନ୍ତ ଏବେ ସଦର ବଜାର ଷ୍ଟେସନ ଇନଚାର୍ଜ ଆରମ୍ଭ କରିଛନ୍ତି। ୟୁସୁଫ କରିଥିବା ଅଭିଯୋଗରେ ଯଦି ସତ୍ୟତା ରହିଛି, ତା’ହେଲେ ଏହା ବାକ ସ୍ୱାଧୀନତାର ବିରୋଧାଚରଣ କରୁଛି। ଏଥିପାଇଁ ଘରର ମାଲିକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story