ବିଶାଳକାୟ ରାଷ୍ଟ୍ରୀୟ ପ୍ରତୀକର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉପରେ ତିଆରି ହୋଇଥିବା ଦେଶର ବିଶାଳକାୟ ରାଷ୍ଟ୍ରୀୟ ପ୍ରତୀକକୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରୋଞ୍ଜରେ ତିଆରି ହୋଇଥିବା ଏହି ରାଷ୍ଟ୍ରୀୟ ପ୍ରତୀକର ଓଜନ ୯,୫୦୦ କେଜି। ଏହାର ଉଚ୍ଚତା ୬.୫ ମିଟର। ଏହାକୁ ସଂସଦର ନୂଆ ବିଲଡିଂ ଉପରେ ତିଆରି କରାଯାଇଛି। ଏହି ବିଶାଳ ପ୍ରତୀକକୁ ଠିକ ଭାବେ ରଖିବା ପାଇଁ ଏହାର ଚାରିପାଖରେ ପ୍ରାୟ ୬,୫୦୦ କେଜି ଓଜନର ଷ୍ଟିଲର ଗୋଟିଏ ଗୋଲେଇ ତିଆରି ହୋଇଛି। […]

Lion

Lion

Hemant Lenka
  • Published: Monday, 11 July 2022
  • Updated: 11 July 2022, 09:21 PM IST

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉପରେ ତିଆରି ହୋଇଥିବା ଦେଶର ବିଶାଳକାୟ ରାଷ୍ଟ୍ରୀୟ ପ୍ରତୀକକୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରୋଞ୍ଜରେ ତିଆରି ହୋଇଥିବା ଏହି ରାଷ୍ଟ୍ରୀୟ ପ୍ରତୀକର ଓଜନ ୯,୫୦୦ କେଜି। ଏହାର ଉଚ୍ଚତା ୬.୫ ମିଟର। ଏହାକୁ ସଂସଦର ନୂଆ ବିଲଡିଂ ଉପରେ ତିଆରି କରାଯାଇଛି। ଏହି ବିଶାଳ ପ୍ରତୀକକୁ ଠିକ ଭାବେ ରଖିବା ପାଇଁ ଏହାର ଚାରିପାଖରେ ପ୍ରାୟ ୬,୫୦୦ କେଜି ଓଜନର ଷ୍ଟିଲର ଗୋଟିଏ ଗୋଲେଇ ତିଆରି ହୋଇଛି।

qkhjn56ଆଜି ଏହି ରାଷ୍ଟ୍ରୀୟ ପ୍ରତୀକକୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନ ତିଆରିରେ ସାମିଲ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ମୋଦି ଟ୍ୱିଟ କରି ଭେଟଘାଟ ବେଳର ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ସଂସଦ ନିର୍ମାଣ କାମରେ ସାମିଲ ଥିବା ଶ୍ରମଜୀବୀଙ୍କ ସହ ଆଜି ବେଶ ଭଲ ଆଲୋଚନା କରିଥିଲି। ଆମେ ସେମାନଙ୍କ ବଳିଷ୍ଠ କାମ ପାଇଁ ଗର୍ବିତ। ଦେଶ ପ୍ରତି ସେମାନଙ୍କ ଅବଦାନ ସବୁବେଳେ ମନେ ରହିବ ବୋଲି ମୋଦି ଟ୍ୱିଟ କରିଛନ୍ତି।

e5g6e47oରାଷ୍ଟ୍ରୀୟ ପ୍ରତୀକ ଉଦଘାଟନ କରିବା ପୂର୍ବରୁ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା। ଏଥିରେ ମୋଦିଙ୍କ ବ୍ୟତୀତ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଯୋଗ ଦେଇଥିଲେ। ଉଦଘାଟନ ବେଳେ ରାଜ୍ୟସଭାର ଡେପୁଟି ଅଧ୍ୟକ୍ଷ ହରିବଂଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପସ୍ଥିତ ଥିଲେ।

frcm6mpସୂଚନାଯୋଗ୍ୟ, ସଂସଦର ନୂଆ ବିଲଡିଂ ପାଇଁ ସରକାର ପ୍ରଥମେ ୯୭୭ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଏହାକୁ ୨୯% ବଢ଼ା ଯାଇଥିଲା। ସରକାର ଏହି ବିଲଡିଂ ପାଇଁ ମୋଟ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

g386gb9

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story