ଖୋ ଖୋ ଖେଳାଳିଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା, ଆସିଲା ଅଡିଓ କ୍ଲିପ

ବିଜନୋର: ଜାତୀୟ ସ୍ତରର ଜଣେ ୨୪ ବର୍ଷୀୟ ମହିଳା ଖୋ ଖୋ ଖେଳାଳିଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ଉତ୍ତର ପ୍ରଦେଶ ପୁଲିସ୍ ଜଣଙ୍କୁ ଗିରଫ କରିଛନ୍ତି। ବିଜନୋର ସ୍ଥିତ ରେଲୱେ ଷ୍ଟେସନରୁ ସେପ୍ଟେମ୍ବର ୧୦ରେ ଯୁବତୀଙ୍କ ମୃତଦେହ ମିଳିଥିଲା। ଯୁବତୀ ଜଣଙ୍କର ବନ୍ଧୁ ଗୋଟିଏ ଅଡିଓ ଟେପ୍‌ ପୁଲିସ୍‌କୁ ଦେଇଥିଲେ। ଏହି ଅଡିଓ ଟେପ୍‌ ଜରିଆରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିବାକୁ ସକ୍ଷମ ହୋଇଛି। ଯୁବତୀ ଜଣଙ୍କ ତାଙ୍କ ବନ୍ଧୁକ ସହ […]

Stop Rape

Stop Rape

Hemant Lenka
  • Published: Tuesday, 14 September 2021
  • Updated: 14 September 2021, 06:50 PM IST

Sports

Latest News

ବିଜନୋର: ଜାତୀୟ ସ୍ତରର ଜଣେ ୨୪ ବର୍ଷୀୟ ମହିଳା ଖୋ ଖୋ ଖେଳାଳିଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ଉତ୍ତର ପ୍ରଦେଶ ପୁଲିସ୍ ଜଣଙ୍କୁ ଗିରଫ କରିଛନ୍ତି। ବିଜନୋର ସ୍ଥିତ ରେଲୱେ ଷ୍ଟେସନରୁ ସେପ୍ଟେମ୍ବର ୧୦ରେ ଯୁବତୀଙ୍କ ମୃତଦେହ ମିଳିଥିଲା।

ଯୁବତୀ ଜଣଙ୍କର ବନ୍ଧୁ ଗୋଟିଏ ଅଡିଓ ଟେପ୍‌ ପୁଲିସ୍‌କୁ ଦେଇଥିଲେ। ଏହି ଅଡିଓ ଟେପ୍‌ ଜରିଆରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିବାକୁ ସକ୍ଷମ ହୋଇଛି। ଯୁବତୀ ଜଣଙ୍କ ତାଙ୍କ ବନ୍ଧୁକ ସହ କଥା ହେଉଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହ ଏପରି କାଣ୍ଡ ଘଟାଥିଲା। ସାମ୍ନାକୁ ଆସିଥିବା ଅଡିଓରେ ଯୁବତୀ ଜଣଙ୍କ ପ୍ରଥମେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ପରେ ପୂରା ନିସ୍ତେଜ ହୋଇଯାଇଥିଲେ।

ପୁଲିସ୍‌ର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୦ ତାରିଖ ଦିନ ୨ଟା ବେଳେ ଏହି ଘଟଣା ଘଟିଥିଲେ। ଦଳିତ ଯୁବତୀ ଜଣଙ୍କ ଗୋଟିଏ ଇଣ୍ଟରଭ୍ୟୁରୁ ଆସୁଥିଲେ। ଅଭିଯୁକ୍ତ ଶାହାଜାଦ ଓରଫ ହଡିମ ତାଙ୍କୁ ଏକାକୀ ଦେଖି କିଛି ସମୟ ପିଛା କରିଥିଲା। ଏହାପରେ ରେଲୱେ ଷ୍ଟେସନର ଗୋଟିଏ ସିମେଣ୍ଟ ଚଟଣାକୁ ଟାଣି ନେଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା।

ଯୁବତୀ ଜଣଙ୍କ ଏହି ସମୟରେ ଫୋନରେ କଥା ହେଉଥିବା ବେଳେ ସାହାଯ୍ୟ ପାଇଁ ଚତ୍କାର କରିଥିଲେ। ଏହା ଦେଖି ହଡିମ ତାଙ୍କ ବେକକୁ ଦୁପଟା ଓ ଦଉଡ଼ିରେ ଚିପି ହତ୍ୟା କରିଥିଲା। ଯୁବତୀ ଜଣଙ୍କ ନିସ୍ତେଜ ହେବା ଯାଏ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଫୋନରେ ତାଙ୍କ ବନ୍ଧୁ ଶୁଣିଥିଲେ।

ଯୁବତୀଙ୍କୁ ଉକ୍ତ ସ୍ଥାନରେ ଛାଡ଼ି ଅଭିଯୁକ୍ତ ଜଣଙ୍କ ମୋବାଇଲ ଫୋନ ଧରି ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଯୁବତୀଙ୍କୁ କିଛି ସମୟ ପରେ ରକ୍ତାକ୍ତ ଅବସ୍ଥାରେ ଠାବ କରିଥିଲେ। ତାଙ୍କର ଗୋଟିଏ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା। ପରିବାର ଲୋକ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ।

ଅନ୍ୟପଟେ ଅଭିଯୁକ୍ତ ଜଣଙ୍କ ଘରେ ପହଞ୍ଚିବା ପରେ ମୋବାଇଲ ଫୋନକୁ ଅଫ କରି ଦେଇଥିଲା। କିନ୍ତୁ ପୁଲିସ୍‌ ଶେଷ ଲୋକେସନକୁ ଟ୍ରେସ କରି ତାକୁ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଘଟଣା ଘଟିଥିବା ସ୍ଥାନରୁ ପୁଲିସ୍ ଗୋଟିଏ ସ୍ଲିପର ଓ ଶାର୍ଟର ଦୁଇଟି ବଟମ ପାଇଛି।

ଏଗୁଡ଼ିକ ଅଭିଯୁକ୍ତର ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ଅଭିଯୁକ୍ତର ଶାର୍ଟରେ ରକ୍ତ ଲାଗିଥିଲେ ହେଁ ଏହାକୁ ତା’ ପତ୍ନୀ ସଫା କରି ଦେଇଛନ୍ତି। ଅଭିଯୁକ୍ତର ପିଠିରେ କିଛି ନଖର ଚିହ୍ନ ରହିଛି। ସମ୍ଭବତଃ ଉକ୍ତ ଚିହ୍ନ ମୃତ ଯୁବତୀଙ୍କର ବୋଲି ପୁଲିସ୍ ଆଶଙ୍କା କରିଛି। ଏହାକୁ ଡିଏନଏ ଟେଷ୍ଟ ପାଇଁ ପଠା ଯାଇଛି।

ପୁଲିସ୍‌ କହିଛି ଯେ ଅଭିଯୁକ୍ତ ଜଣଙ୍କ ବିବାହିତ ଓ ତା’ର ଗୋଟିଏ କନ୍ୟା ସନ୍ତାନ ରହିଛି। ତେବେ ସେ ଡ୍ରଗ୍ସ ସେବନ କରେ। ପୂର୍ବରୁ ଚୋରି ପାଇଁ ତା’ ନାଁରେ ଏକାଧିକ ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story