ଅଲକାଏଦା ଲିଙ୍କ୍‌: ୩୪ରୁ ଅଧିକ ଲୋକଙ୍କୁ ବାନ୍ଧିଲା ଆସାମ ପୁଲିସ୍‌

ଗୌହାଟୀ: କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ‌ଆସାମ ପୁଲିସ୍‌ ୩୪ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଏମାନେ ଭାରତରେ ରହି ଅଲକାଏଦା ନେଟୱର୍କରୁ ସଶକ୍ତ କରିବାକୁ ଉଦ୍ୟମ କରୁଥିବା ପୁଲିସ୍‌ କହିଛି। ଏ ସମ୍ପର୍କରେ ଆସାମ ଡିଜିପି ଭାସ୍କର ଜ୍ୟୋତି ମହାନ୍ତା କହିଛନ୍ତି, “ଏଯାଏ ଅଲକାଏଦା ସହ ସମ୍ପର୍କ ରଖିଥିବା ୩୪ରୁ ଅଧିକ ଲୋକ ଗିରଫ ହୋଇସାରିଲେଣି। ଏପରି ଷଡ଼ଯନ୍ତ୍ରକୁ ଆସାମା ପୁଲିସ୍‌ କେବେ ହେଲେ ସଫଳ ହେବାକୁ ଦେବନାହିଁ। ବାଂଲାଦେଶରୁ […]

assam

assam

Hemant Lenka
  • Published: Friday, 26 August 2022
  • Updated: 26 August 2022, 10:27 AM IST

Sports

Latest News

ଗୌହାଟୀ: କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ‌ଆସାମ ପୁଲିସ୍‌ ୩୪ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଏମାନେ ଭାରତରେ ରହି ଅଲକାଏଦା ନେଟୱର୍କରୁ ସଶକ୍ତ କରିବାକୁ ଉଦ୍ୟମ କରୁଥିବା ପୁଲିସ୍‌ କହିଛି।

ଏ ସମ୍ପର୍କରେ ଆସାମ ଡିଜିପି ଭାସ୍କର ଜ୍ୟୋତି ମହାନ୍ତା କହିଛନ୍ତି, “ଏଯାଏ ଅଲକାଏଦା ସହ ସମ୍ପର୍କ ରଖିଥିବା ୩୪ରୁ ଅଧିକ ଲୋକ ଗିରଫ ହୋଇସାରିଲେଣି। ଏପରି ଷଡ଼ଯନ୍ତ୍ରକୁ ଆସାମା ପୁଲିସ୍‌ କେବେ ହେଲେ ସଫଳ ହେବାକୁ ଦେବନାହିଁ। ବାଂଲାଦେଶରୁ ଆସିଥିବା କିଛି ଲୋକ ଏଠାରେ ଟ୍ରେନିଂ କ୍ୟାମ୍ପ ମଧ୍ୟ ତିଆରି କରିଥିଲେ।

ସେ ସବୁ ବିଷୟରେ ମଧ୍ୟ ଆସାମ ପୁଲିସ୍‌ ଜାଣିବାକୁ ପାଇଛି। ବର୍ତ୍ତମାନ କିଛି ନୂଆ ଆତଙ୍କୀ ସଂଗଠନ ଏଠାରେ ନିଜର ନେଟୱର୍କକୁ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରି ମୌଳବାଦୀ ଚିନ୍ତାଧାରାର ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆସାମରେ ବିଭିନ୍ନ ଶ୍ରେଣୀର ମଦ୍ରାସା ରହିଛି। ସେଠାରେ ମଧ୍ୟ ପିଲାମାନଙ୍କୁ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ କରାଯାଉଛି।

କିଛି ନୂଆ ଗ୍ରୁପ ମୁଣ୍ଡ ଟେକୁଛନ୍ତି ଓ ଏହାର ଫାଇଦା ନେଉଛନ୍ତି। ଷଡ଼ଯନ୍ତ୍ର ଆସାମ ବାହାରୁ କରାଯାଉଛି। ବାଂଲାଦେଶୀ ଓ ଅଲକାଏଦା ସହ ଲିଙ୍କ ଥିବା ସଂଗଠନ ଆସାମ ଏବଂ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ ରାଜ୍ୟରେ ରହୁଥିବା ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରି ନିଜ ସହ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ସେମାନଙ୍କୁ ଏଥିରେ ଆଦୌ ସଫଳତା ମିଳିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story