ବଡ଼ ଧରଣ ଅଘଟଣ ପଣ୍ଡ, କାର୍‌ ବୋମା ବିସ୍ଫୋରଣ ପାଇଁ ହୋଇଥିଲା ମସୁଧା

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସ୍‌ ବୁଧବାର ବଡ଼ଧରଣର ଆତଙ୍କବାଦୀ ହମଲାକୁ ପଣ୍ଡ କରିଦେଇଛି। ଏଥିସହ କାର୍‌ ବୋମା ବ୍ୟବହାର କରି ହମଲା କରିବାକୁ ଯୋଜନା କରୁଥିବା ଜଣେ ଛାତ୍ରକୁ ମଧ୍ୟ ଗିରଫ କରିଛି। ଅବନ୍ତିପୁରା ପୁଲିସ୍‌ ଆତଙ୍କୀ ହମଲା ପାଇଁ ଚାଲିଥିବା ଷଡ଼ଯନ୍ତ୍ରର ସୂଚନା ପାଇ ତଦନ୍ତ ଆରମ୍ଭ କରିଥିଲା। କାର୍‌ରେ ଆଇଇଡି ଖଞ୍ଜି ଆତଙ୍କୀମାନେ ହମଲା କରିବାକୁ ଚାହୁଁଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ କରାଯାଇଥିଲା। ଏହି ହମଲାକୁ ରୂପରେଖ ଦେବାକୁ ଯୋଜନା କରୁଥିବା ଶାହିଲ […]

Terror-attack

Terror-attack

Hemant Lenka
  • Published: Wednesday, 10 March 2021
  • Updated: 10 March 2021, 12:59 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସ୍‌ ବୁଧବାର ବଡ଼ଧରଣର ଆତଙ୍କବାଦୀ ହମଲାକୁ ପଣ୍ଡ କରିଦେଇଛି। ଏଥିସହ କାର୍‌ ବୋମା ବ୍ୟବହାର କରି ହମଲା କରିବାକୁ ଯୋଜନା କରୁଥିବା ଜଣେ ଛାତ୍ରକୁ ମଧ୍ୟ ଗିରଫ କରିଛି। ଅବନ୍ତିପୁରା ପୁଲିସ୍‌ ଆତଙ୍କୀ ହମଲା ପାଇଁ ଚାଲିଥିବା ଷଡ଼ଯନ୍ତ୍ରର ସୂଚନା ପାଇ ତଦନ୍ତ ଆରମ୍ଭ କରିଥିଲା।

କାର୍‌ରେ ଆଇଇଡି ଖଞ୍ଜି ଆତଙ୍କୀମାନେ ହମଲା କରିବାକୁ ଚାହୁଁଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ କରାଯାଇଥିଲା। ଏହି ହମଲାକୁ ରୂପରେଖ ଦେବାକୁ ଯୋଜନା କରୁଥିବା ଶାହିଲ ନାଜିରକୁ ଗିରଫ କରି ପୁଲିସ ବଡ଼ ଅଘଟଣକୁ ଟାଳି ଦେଇଛି। ଶାହିଲକୁ ଆତଙ୍କବାଦୀମାନେ ଟେଲିଗ୍ରାମ ଦ୍ୱାରା ଯୋଗାଯୋଗ କରି ହମଲା ପାଇଁ ପ୍ରସ୍ତୁତ କରିଥିଲେ ବୋଲି ପୁଲିସ୍‌ କହିଛି।

ଶାହିଲକୁ ହମଲା ପାଇଁ କାର୍‌ ଯୋଗାଡ଼ କରିବାକୁ କୁହାଯାଇଥିଲା। ଏଥିପାଇଁ ତାକୁ ଟଙ୍କା ମଧ୍ୟ ଦିଆଯାଇଥିଲା। ତାକୁ ଗାଡ଼ିରେ ଆଇଇଡି ଖଞ୍ଜି ବିସ୍ଫୋରଣ କରିବାକୁ ପ୍ରସ୍ତୁତ କରାଯାଇଥିଲା। ତା’ ପାଖରୁ ଖବର ମିଳିବା ପରେ ପୁଲିସ୍‌ ଆଉ ଦୁଇ ଜଣଙ୍କୁ ଗିରଫ କରିଛି।

ସେହିପରି ହମଲାରେ ବ୍ୟବହୃତ ହେବାକୁ ଥିବା ମାରୁତି କାର୍‌କୁ ମଧ୍ୟ ଜବତ କରାଯାଇଛି। ଶାହିଲ ତା’ର ଦୋଷ ସ୍ୱୀକାର କରିଛି। ଏହାର ଭିଡିଓ ମଧ୍ୟ ପୁଲିସ୍‌ ପାଖରେ ରହିଛି। ସେ ଗୋଟିଏ ଗ୍ରେନେଡ ହମଲାରେ ପୂର୍ବରୁ ସାମିଲ ଥିବା ପୁଲିସ୍‌ କହିଛି। ଏହା ଏକ ବଡ଼ ସଫଳତା ଓ ଆମେ ବଡ଼ଧରରଣ ଅଘଟଣକୁ ଏଡ଼ାଇ ଦେଇଛୁ ବୋଲି କଶ୍ମୀର ଆଇଜି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story