ଦିଲ୍ଲୀରେ ପଜିଟିଭିଟି ରେଟ୍‌ ୩୦% ଡେଇଁଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ତୃତୀୟ ୱେଭ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀରେ ଆଜି ଟେଷ୍ଟ ପଜିଟିଭିଟି ରେଟ୍ ୩୦% ପାର କରାଯାଇଛି। ଏହା ଗତବର୍ଷ ମେ’ ୧ ପରେ ସବୁଠାରୁ ଅଧିକ। ମେ’ ୧ରେ ଦିଲ୍ଲୀର ପଜିଟିଭିଟି ରେଟ ସର୍ବାଧିକ ୩୧.୬% ରେକର୍ଡ କରାଯାଇଥିଲା। ଏହି ସମୟରେ ଦେଶରେ କରୋନାର ଦ୍ୱିତୀୟ ୱେଭ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ଲୋକମାନେ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ ପାଇଁ […]

Delhi

Delhi

Hemant Lenka
  • Published: Friday, 14 January 2022
  • Updated: 14 January 2022, 08:53 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ତୃତୀୟ ୱେଭ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀରେ ଆଜି ଟେଷ୍ଟ ପଜିଟିଭିଟି ରେଟ୍ ୩୦% ପାର କରାଯାଇଛି। ଏହା ଗତବର୍ଷ ମେ’ ୧ ପରେ ସବୁଠାରୁ ଅଧିକ। ମେ’ ୧ରେ ଦିଲ୍ଲୀର ପଜିଟିଭିଟି ରେଟ ସର୍ବାଧିକ ୩୧.୬% ରେକର୍ଡ କରାଯାଇଥିଲା।

ଏହି ସମୟରେ ଦେଶରେ କରୋନାର ଦ୍ୱିତୀୟ ୱେଭ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ଲୋକମାନେ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ ପାଇଁ ତ୍ରାହି ତ୍ରାହି ଡାକୁଥିଲେ। ଦିଲ୍ଲୀ ମଧ୍ୟ ଏଥିରୁ ବାଦ ପଡ଼ି ନଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୪,୩୮୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସଛି। ଗୁରୁବାର ତୁଳନାରେ ଏହା ୧୫.୫% କମ। କିନ୍ତୁ ଦିଲ୍ଲୀର ପଜିଟିଭିଟି ରେଟ୍‌ ୩୦.୬୪% ରହିଛି। ଦିନକରେ ପରୀକ୍ଷା ହୋଇଥିବା ନମୁନାରୁ କେତେ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି, ସେହି ଆଧାରରେ ପଜିଟିଭିଟି ରେଟ୍ ପ୍ରସ୍ତୁତ କରାଯାଇଥାଏ। ଏହା ଯେତେ କମ ରହିବ, ସେତେ ଭଲ।

ଦିନକରେ କରୋନା ଆଉ ୩୪ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୨୫,୩୦୫କୁ ବଢ଼ିଛି। ବୁଧବାର ଦିଲ୍ଲୀରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ଗତ ବର୍ଷ ଜୁନ ୧୦ ପରେ ସର୍ବାଧିକ ଥିଲା। ଜୁନ ୧୦ରେ କରୋନା ଦିଲ୍ଲୀରେ ସର୍ବାଧିକ ୪୪ ଜଣଙ୍କ ମୁଣ୍ଡ ନେଇଥିଲା।

ଗୁରୁବାର ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ରେକର୍ଡ କରିଥିଲା। କାଲି ୨୮,୮୬୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ପଜିଟିଭିଟି ରେଟ୍‌ ୨୯.୨୧% ରହିଥିଲା। ଏବେ ୨୪ ଘଣ୍ଟା ମଧ୍ୟରେ ମାତ୍ର ୭୯,୫୭୮ଟି ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୪,୩୮୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଦିନକରେ ୨୬,୨୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ଏଯାଏ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୧୫,୫୩,୩୮୮ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story