ଏଣିକି ଗର୍ଭବତୀ ନେଇପାରିବେ କରୋନା ଟିକା, ଉଭୟ ଅଫଲାଇନ ଓ ଅନଲାଇନକୁ ଅନୁମତି

ନୂଆଦିଲ୍ଲୀ: ବିଭିନ୍ନ ପରୀକ୍ଷା ଓ ତର୍ଜମା ପରେ ଗର୍ଭବତୀଙ୍କୁ କରୋନା ଟିକା ନେବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଉଭୟ ଅଫଲାଇନ ଓ ଅନଲାଇନ ପଞ୍ଜୀକରଣ ପଦ୍ଧତିରେ ସେମାନେ ଟିକାର ଡୋଜ୍‌ ନେଇପାରିବେ। ମନ୍ତ୍ରଣାଳୟ କହିଛି ଯେ ଗର୍ଭବତୀମାନେ ଚାହିଁଲେ କୋୱିନ ଆପ୍‌ରେ ପଞ୍ଜୀକରଣ କରି ସ୍ଲଟ ବୁକିଂ କରିପାରିବେ। ନଚେତେ ସେମାନେ ଟିକାକରଣ କେନ୍ଦ୍ରକୁ ସିଧାସଳଖ ଯାଇ ପଞ୍ଜୀକରଣ କରି ଟିକାର ଡୋଜ୍‌ ନେଇପାରିବେ। […]

Vaccine

Vaccine

Hemant Lenka
  • Published: Friday, 02 July 2021
  • Updated: 02 July 2021, 06:20 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ପରୀକ୍ଷା ଓ ତର୍ଜମା ପରେ ଗର୍ଭବତୀଙ୍କୁ କରୋନା ଟିକା ନେବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଉଭୟ ଅଫଲାଇନ ଓ ଅନଲାଇନ ପଞ୍ଜୀକରଣ ପଦ୍ଧତିରେ ସେମାନେ ଟିକାର ଡୋଜ୍‌ ନେଇପାରିବେ।

ମନ୍ତ୍ରଣାଳୟ କହିଛି ଯେ ଗର୍ଭବତୀମାନେ ଚାହିଁଲେ କୋୱିନ ଆପ୍‌ରେ ପଞ୍ଜୀକରଣ କରି ସ୍ଲଟ ବୁକିଂ କରିପାରିବେ। ନଚେତେ ସେମାନେ ଟିକାକରଣ କେନ୍ଦ୍ରକୁ ସିଧାସଳଖ ଯାଇ ପଞ୍ଜୀକରଣ କରି ଟିକାର ଡୋଜ୍‌ ନେଇପାରିବେ। ସାଧାରଣ ଲୋକଙ୍କ ପାଇଁ ଯେଉଁ ସବୁ ନିୟମ ଲାଗୁ ହେଉଛି, ଗର୍ଭବତୀଙ୍କ କ୍ଷେତ୍ରରେ ସମାନ ନିୟମ ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗତ ମାସରୁ କ୍ଷୀର ଖୁଆଉଥିବା ମହିଳାମାନଙ୍କୁ କରୋନା ଟିକାର ଡୋଜ୍‌ ନେବାକୁ ସରକାର ଅନୁମତି ଦେଇଥିଲେ। ହେଲେ ସୁରକ୍ଷା ଓ ତଥ୍ୟର ଅଭାବରରୁ ଗର୍ଭବତୀଙ୍କ ଟିକାକରଣ ପାଇଁ ଅନୁମତି ମିଳି ନଥିଲା। ହେଲେ ଗର୍ଭବତୀଙ୍କ ପ୍ରତି ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ବିଶେଷଜ୍ଞମାନେ ସେମାନଙ୍କର ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ସରକାର ସବୁ ଦିଗକୁ ବିଚାର କରିବା ପରେ ଗର୍ଭବତୀଙ୍କୁ ଟିକାର ଡୋଜ୍‌ ନେବାକୁ ଅନୁମତି ଦେଇଛନ୍ତି।

NTAGI-STSC ମଧ୍ୟ ଗତ ସପ୍ତାହରେ ଗର୍ଭବତୀଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିବାକୁ ଭାରତ ସରକାରଙ୍କ ପ୍ରସ୍ତାବ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story