ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲ ଗଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ ବୁଲେଟିନରେ କୁହାଯାଇଛି ଯେ ୭୫ ବର୍ଷୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳୁ ଛାତିରେ ଅସହଜ ଅନୁଭବ କରିଥିଲେ। ଏଥିପାଇଁ ସେ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲକୁ ଆସିଛନ୍ତି। ତାଙ୍କର ରୁଟିନ୍‌ ଚେକ ଅପ୍‌ କରାଯାଇଛି ଓ ସେ ଏବେ ଡାକ୍ତରଙ୍କ ନୀରିକ୍ଷଣରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା […]

President-of-India

President-of-India

Hemant Lenka
  • Published: Friday, 26 March 2021
  • Updated: 26 March 2021, 02:18 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ ବୁଲେଟିନରେ କୁହାଯାଇଛି ଯେ ୭୫ ବର୍ଷୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳୁ ଛାତିରେ ଅସହଜ ଅନୁଭବ କରିଥିଲେ।

ଏଥିପାଇଁ ସେ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲକୁ ଆସିଛନ୍ତି। ତାଙ୍କର ରୁଟିନ୍‌ ଚେକ ଅପ୍‌ କରାଯାଇଛି ଓ ସେ ଏବେ ଡାକ୍ତରଙ୍କ ନୀରିକ୍ଷଣରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି। ଏହାବାଦ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଉ କୌଣସି ସୂଚନା ମିଳିନାହିଁ।

ନିକଟରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଓ ତାଙ୍କ ପତ୍ନୀ ଓଡ଼ିଶା ଗସ୍ତରେ ଆସିଥିଲେ। ଏଠାରେ ସେମାନେ ଜଗନ୍ନାଥ ଦର୍ଶନ କରିବା ସହ କୋଣାର୍କର ଐତିହ୍ୟ ବୁଲି ଦେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story