ଏମ୍ସକୁ ସ୍ଥାନାନ୍ତର ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ। ଗତକାଲି ସକାଳେ ରାଷ୍ଟ୍ରପତି ନିଜ ବାସଭବନରେ ଥିବା ବେଳେ ହଠାତ୍‌ ଛାତିରେ ଅସହଜ ଅନୁଭବ କରିଥିଲେ। ଏଥିପାଇଁ ସେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆର୍ମି ହସ୍ପିଟାଲରେ ତାଙ୍କର ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇଥିଲା। ସେହିପରି ଡାକ୍ତରୀ ଟିମ୍‌ ତାଙ୍କୁ ନୀରିକ୍ଷଣରେ ରଖିଥିଲେ। The condition of President Ram Nath Kovind is […]

president-Ram-nath-kovind

president-Ram-nath-kovind

Hemant Lenka
  • Published: Saturday, 27 March 2021
  • Updated: 27 March 2021, 07:12 PM IST

Sports

Latest News

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ। ଗତକାଲି ସକାଳେ ରାଷ୍ଟ୍ରପତି ନିଜ ବାସଭବନରେ ଥିବା ବେଳେ ହଠାତ୍‌ ଛାତିରେ ଅସହଜ ଅନୁଭବ କରିଥିଲେ।

ଏଥିପାଇଁ ସେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆର୍ମି ହସ୍ପିଟାଲରେ ତାଙ୍କର ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇଥିଲା। ସେହିପରି ଡାକ୍ତରୀ ଟିମ୍‌ ତାଙ୍କୁ ନୀରିକ୍ଷଣରେ ରଖିଥିଲେ।

ଆଜି ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରି ଏଠାକୁ ଆସିଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ରେଫର କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥାବସ୍ଥାକୁ ଯାଞ୍ଚ କରାଯିବ। ଏବେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଗତକାଲି ଆର୍ମି ହସ୍ପିଟାଲରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ବାସଭବନକୁ ଯାଇଥିଲେ କି ନାହିଁ, ସେକଥା ଜଣାପଡ଼ିନାହିଁ। ସେହିପରି ତାଙ୍କ ଛାତିରେ କାହିଁକି ଯନ୍ତ୍ରଣା ହେଉଛି, ସେବିଷୟରେ ମଧ୍ୟ ହସ୍ପିଟାଲ ପକ୍ଷରୁ କିଛି ବି କୁହାଯାଇନାହିଁ। ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପରିବାର ସହ ଓଡ଼ିଶା ଗସ୍ତରେ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story