ମା’ଠାରୁ କ୍ଷମତା ନେବେ ଝିଅ, ଚିନ୍ତନ ଶିବିରରେ ଦାବି ଜୋର୍‌

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗ ଗାନ୍ଧି ପରିବାର ହାତରେ ହିଁ ରହିବ। ଏବେ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଧ୍ୟକ୍ଷ କରାଯାଉ ବୋଲି ଜୋରଦାର ଦାବି ଉଠିଛି। ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ଭରସା କରିଛନ୍ତି ଦଳୀୟ ନେତା। କଂଗ୍ରେସ ଚିନ୍ତନ ଶିବିରରେ ପ୍ରିୟଙ୍କା ଗାନ୍ଧିଙ୍କ ସପକ୍ଷରେ ନାରା ଉଠିଛି । ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା କଂଗ୍ରେସ ଚିନ୍ତନ ଶିବିରରେ ବରିଷ୍ଠ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି  ଭଦ୍ରାଙ୍କୁ ଦଳର […]

Priyanka Gandhi

Priyanka Gandhi

Tapas Behera
  • Published: Saturday, 14 May 2022
  • Updated: 14 May 2022, 08:15 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗ ଗାନ୍ଧି ପରିବାର ହାତରେ ହିଁ ରହିବ। ଏବେ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଧ୍ୟକ୍ଷ କରାଯାଉ ବୋଲି ଜୋରଦାର ଦାବି ଉଠିଛି। ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ଭରସା କରିଛନ୍ତି ଦଳୀୟ ନେତା। କଂଗ୍ରେସ ଚିନ୍ତନ ଶିବିରରେ ପ୍ରିୟଙ୍କା ଗାନ୍ଧିଙ୍କ ସପକ୍ଷରେ ନାରା ଉଠିଛି ।

ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା କଂଗ୍ରେସ ଚିନ୍ତନ ଶିବିରରେ ବରିଷ୍ଠ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି  ଭଦ୍ରାଙ୍କୁ ଦଳର ସଭାପତି କରିବାକୁ ଦାବି ଉଠିଛି । ଖୋଦ ସୋନିଆ ଗାନ୍ଧି, ରାହୁଲ ଓ ପ୍ରିୟଙ୍କାଙ୍କ ଉପସ୍ଥିତିରେ କେତେକ ନେତା ଏହି ଦାବି ଉଠାଇଛନ୍ତି । ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧି  ଦଳର ସବୁଠାରୁ ଲୋକପ୍ରିୟ ଚେହେରା । ଏଣୁ ତାଙ୍କୁ ଦଳର ସଭାପତି କରାଯିବା ଉଚିତ । ଗତ ଦୁଇ ବର୍ଷ ହେଲା ରାହୁଲ ଗାନ୍ଧିଙ୍କୁ ସଭାପତି ପଦକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । କିନ୍ତୁ ଯଦି ସେ ରାଜି ହେଉନାହାନ୍ତି, ପ୍ରିୟଙ୍କାଙ୍କୁ ଦଳର ସଭାପତି କରାଯିବା ଉଚିତ । ତେବେ ଦଳର ବରିଷ୍ଠ ନେତା  ମଲ୍ଲିକାର୍ଜୁନ ଖାଡ଼ଗେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମଙ୍କୁ ଅଟାକାଇବାକୁ ଚେଷ୍ଟା କରିଥିବା ବେଳେ ସେ ଆଦୌ ଶୁଣି ନଥିଲେ।

କେବଳ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ନୁହନ୍ତି ଏମପି ଦିପେନ୍ଦର ହୋଡ଼ା ମଧ୍ୟ ପ୍ରିୟଙ୍କା ଗାନ୍ଧିଙ୍କ ସପକ୍ଷରେ ଦାବି ଉଠାଛନ୍ତି। ଏହି ଆଲୋଚନାରେ ଗୁଜରାଟ ରାଜ୍ୟ ସଭାପତି ରଘୁ ଶର୍ମା କହିଛନ୍ତି ଯେ ଯଦି ଦଳର ଉତଥାନ୍‌ ନହୁଏ ତେବେ ଏହା ବୀଲିନ ହୋଇଯିବ। ଯଦି ଆଗାମୀ ରାଜ୍ୟ ନିର୍ବାଚନରେ ଦଳ ନଜିତେ ତେବେ ୨୦୨୪ ସାଧାଣଣ  ନିର୍ବାଚନରେ ଆଉ ଆଶା ରହିବ ନାହିଁ।  ଅନ୍ୟପକ୍ଷରେ କଂଗ୍ରେସ ସଂସଦୀୟ ବୋର୍ଡର ପୁନର୍ଗଠନ କରିବାକୁ ଦଳରେ ଉଠିଥିବା ଦାବିକୁ ଦଳ ଗ୍ରହଣ କରିଛି । କିନ୍ତୁ କଂଗ୍ରେସ ୱାର୍କିଂ କମିଟି ଦ୍ୱାରା ଏହି ପ୍ରସ୍ତାବ ମଂଜୁର ହେବା ପରେ ହିଁ କାର୍ଯ୍ୟକାରୀ ହୋଇପାରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story