୬୬ ଶିଶୁଙ୍କ ମୃତ୍ୟୁ: ହୁ’ ସ୍କାନର୍‌ରେ ଭାରତୀୟ କଫ୍‌ ସିରପ୍‌

ନୂଆଦିଲ୍ଲୀ: ସନ୍ଦେହ ଘେରରେ ଭାରତରେ ପ୍ରସ୍ତୁତ ହୋଇଥିବା କଫ ଓ ‌କୋଲ୍ଡ ସିରପ। ଭାରତୀୟ କପ ସିରପ ଯୋଗୁ ଗାମ୍ବିଆରେ ୬୬ ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏଥିପାଇଁ ଆଜି ଭାରତୀୟ କମ୍ପାନୀ ମୈଡେନ ଫାର୍ମାସିଟ୍ୟୁକାଲ୍ସ(Maiden Pharmaceuticals) ପ୍ରସ୍ତୁତ କରିଥିବା ୪ଟି କଫ ଓ କୋଲ୍ଡ ସିରପର ଯାଞ୍ଚ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’। ଭାରତରେ ତିଆରି ହୋଇଥିବା କଫ ସିରପ ଯୋଗୁ ଛୋଟ ପିଲାଙ୍କର କିଡ୍‌ନୀ ସମସ୍ୟା […]

cough

cough

Hemant Lenka
  • Published: Wednesday, 05 October 2022
  • Updated: 05 October 2022, 09:43 PM IST

Sports

Latest News

ନୂଆଦିଲ୍ଲୀ: ସନ୍ଦେହ ଘେରରେ ଭାରତରେ ପ୍ରସ୍ତୁତ ହୋଇଥିବା କଫ ଓ ‌କୋଲ୍ଡ ସିରପ। ଭାରତୀୟ କପ ସିରପ ଯୋଗୁ ଗାମ୍ବିଆରେ ୬୬ ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏଥିପାଇଁ ଆଜି ଭାରତୀୟ କମ୍ପାନୀ ମୈଡେନ ଫାର୍ମାସିଟ୍ୟୁକାଲ୍ସ(Maiden Pharmaceuticals) ପ୍ରସ୍ତୁତ କରିଥିବା ୪ଟି କଫ ଓ କୋଲ୍ଡ ସିରପର ଯାଞ୍ଚ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ’।

ଭାରତରେ ତିଆରି ହୋଇଥିବା କଫ ସିରପ ଯୋଗୁ ଛୋଟ ପିଲାଙ୍କର କିଡ୍‌ନୀ ସମସ୍ୟା ଦେଖାଯାଇଥିଲା ଓ ଏଥିଯୋଗୁ ଗାମ୍ବିଆରେ ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ହୁ’ ମୈଡେନ ଫାର୍ମାସିଟ୍ୟୁକାଲ୍ସର ସିରପ ଗୁଡ଼ିକ ପ୍ରତି ସତର୍କ ରହିବାକୁ କହିଛି।

ହୁ’ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାମ୍ବିଆରେ ଠାବ ହୋଇଥିବା ୪ଟି ଦୂଷିତ ବା ବିବାଦୀୟ ମେଡିକାଲ ପ୍ରଡକ୍ଟ ପାଇଁ ଆଲର୍ଟ ଜାରି କରିଛି। ଏହି ୪ ମେଡିକାଲ ପ୍ରଡକ୍ଟର ଲିଙ୍କ ଭୟଙ୍କର କିଡ୍‌ନୀ ସମସ୍ୟା ଓ ୬୬ ଛୋଟ ପିଲାଙ୍କ ମୃତ୍ୟୁ ସହ ରହିଥିବା ଦୃଢ଼ ଆଶଙ୍କା ରହିଛି।

ଏହି ଛୋଟ ପିଲାମାନଙ୍କ ମୃତ୍ୟୁ ଆକଳନ ଠାରୁ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଅତ୍ୟନ୍ତ ହୃଦୟ ବିଦାରକ। ଏହି ୪ଟି କଫ ଓ କୋଲ୍ଡ ସିରପକୁ ଭାରତର ମୈଡେନ ଫାର୍ମାସିଟ୍ୟୁକାଲ୍ସ ଲିଃ ପ୍ରସ୍ତୁତ କରିଛି। ବର୍ତ୍ତମାନ ହୁ’ ଘଟଣାର ଅଧିକ ତଦନ୍ତ ଉକ୍ତ କମ୍ପାନୀ ଓ ଭାରତୀୟ ପ୍ରାଧିକୃତ ଅଧିକାରୀଙ୍କ ସହ ମିଶି କରୁଛି।

୪ କପ ସିରପର ନମୁନା ଲ୍ୟାବରେ ପରୀକ୍ଷା କରାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଛି ଯେ କପ ସିରପ ଗୁଡ଼ିକରେ ଗ୍ରହଣଯୋଗ୍ୟ ହେଉ ନଥିବା diethylene glycol and ethylene glycol ରହିଛି। ଏହା ଅତ୍ୟନ୍ତ ମାରାତ୍ମକ। ବର୍ତ୍ତମାନ ସୁଦ୍ଧା ଏହି ମାରାତ୍ମକ କପ ସିରପ କେବଳ ଗାମ୍ବିଆରେ ଠାବ ହୋଇଛି। କିନ୍ତୁ ଏହା ବିଶ୍ୱର ଅନ୍ୟ ପ୍ରାନ୍ତକୁ ମଧ୍ୟ କମ୍ପାନୀ ତରଫରୁ ଯୋଗାଣ ହୋଇଥିବା ଆଶଙ୍କା କରାଯାଉଛି।

ତେଣୁ ସମସ୍ତେ ଏଥିପ୍ରତି ସତର୍କ ରହିବା ଦରକାର। ସେହିପରି ବିବାଦୀୟ କପ ସିରପକୁ ଠାବ କରି ବିଶ୍ୱର ବିଭିନ୍ନ ରାଷ୍ଟ୍ର ତୁରନ୍ତ ଏହା ଉପରେ ବ୍ୟାନ ଲଗାନ୍ତୁ। ଏହାଦ୍ୱାରା ଅଧିକ ଅଘଟଣ ଘଟିବ ନାହିଁ ବୋଲି ହୁ’ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story