ଉଦ୍ଧବଙ୍କ ପତ୍ନୀଙ୍କୁ ରାବ୍ରୀ ଦେବୀଙ୍କ ସହ ତୁଳନା କରି ଫସିଲେ ବିଜେପି ନେତା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀଙ୍କୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ସହ ତୁଳନା କରି ଫସିଛନ୍ତି ଜଣେ ବିଜେପି ନେତା। ଏହି ବିଜେପି ନେତା ଜଣଙ୍କ ସୋଶାଲ ମିଡିଆରେ ଉଦ୍ଧବଙ୍କ ପତ୍ନୀଙ୍କୁ ରାବ୍ରୀ ଦେବୀଙ୍କ ସହ ତୁଳନା କରିଥିଲେ। ଏଥିପାଇଁ ପୁଣେ ପୁଲିସ୍‌ର ସାଇବର ସେଲ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଜିତେନ ଗଜାରିଆ ନାମକ ଏହି ବିଜେପି ନେତାଙ୍କ ଜଣଙ୍କ ମହାରାଷ୍ଟ୍ର ବିଜେପି ସୋଶାଲ ମିଡିଆ ଇନଚାର୍ଜ। ସେ ଟ୍ୱିଟରରେ […]

Uddhav-Thackeray

Uddhav-Thackeray

Hemant Lenka
  • Published: Friday, 07 January 2022
  • Updated: 07 January 2022, 07:57 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀଙ୍କୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ସହ ତୁଳନା କରି ଫସିଛନ୍ତି ଜଣେ ବିଜେପି ନେତା। ଏହି ବିଜେପି ନେତା ଜଣଙ୍କ ସୋଶାଲ ମିଡିଆରେ ଉଦ୍ଧବଙ୍କ ପତ୍ନୀଙ୍କୁ ରାବ୍ରୀ ଦେବୀଙ୍କ ସହ ତୁଳନା କରିଥିଲେ। ଏଥିପାଇଁ ପୁଣେ ପୁଲିସ୍‌ର ସାଇବର ସେଲ ତାଙ୍କ ନାଁରେ ମାମଲା ରୁଜୁ କରିଛି।

ଜିତେନ ଗଜାରିଆ ନାମକ ଏହି ବିଜେପି ନେତାଙ୍କ ଜଣଙ୍କ ମହାରାଷ୍ଟ୍ର ବିଜେପି ସୋଶାଲ ମିଡିଆ ଇନଚାର୍ଜ। ସେ ଟ୍ୱିଟରରେ ଉଦ୍ଧବ ଠାକରେଙ୍କ ପତ୍ନୀଙ୍କୁ ରାବ୍ରୀ ଦେବୀଙ୍କ ସହ ତୁଳନା କରି ପୋଷ୍ଟ କରିଥିଲେ। ଏଥିପାଇଁ ଗୁରୁବାର ମୁମ୍ବାଇ ପୁଲିସ୍‌ ସାଇବର ସେଲ ଗଜାରିଆଙ୍କ ବୟାନ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ରେକର୍ଡ କରିଥିଲା। ତାଙ୍କୁ ଗୁରୁବାର ପ୍ରାୟ ସାଢ଼େ ୪ ଘଣ୍ଟା ଅଧିକାରୀମାନେ ପଚରାଉଚରା କରିବା ପରେ ଛାଡ଼ିଥିଲେ।

ଶ୍ରୀ ଗଜାରିଆ ଉଦ୍ଧବଙ୍କ ପତ୍ନୀ ରଶ୍ମୀ ଠାକରେଙ୍କ ଗୋଟିଏ ଫଟୋ ଟ୍ୱିଟ କରିଥିଲେ। ଏଥିରେ ସେ ତାଙ୍କୁ ‘ମରାଠୀ ରାବ୍ରୀ ଦେବୀ’ ଭାବେ ଅବିହିତ କରିଥିଲେ। ଏହାକୁ ନେଇ ତାଙ୍କ ନାଁରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଆଧାର କରି ମୁମ୍ବାଇ ସାଇବର ସେଲ ତାଙ୍କୁ ଜେରା କରିଥିଲା।

ଆଜି ପୁଣେ ପୁଲିସ୍‌ ତାଙ୍କ ନାଁରେ ମାମଲା କରିଛି। ମାମଲା ରୁଜୁ ହୋଇଥିବାରୁ ପୁଣେ ସାଇବର ସେଲର ଗୋଟିଏଟିମ୍‌ ତାଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ଅଭିମୁଖେ ବାହାରିଛି। ସେ କେବଳ ରଶ୍ମୀ ଠାକରେଙ୍କୁ ବିରୋଧରେ ଏମିତି ପୋଷ୍ଟ କରିନାହାନ୍ତି, ବରଂ ଧର୍ମ ଓ ଜାତିକୁ ନେଇ ଅନେକ ବିବାଦୀୟ ବୟାନ ମଧ୍ୟ ସୋଶାଲ ମିଡିଆରେ ଅପଲୋଡ କରିଥିଲେ। ଏଥିପାଇଁ ୧୫୩ଏ, ୫୦୦, ୫୦୦(୨) ଦଫାରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଗୁରୁବାର ମୁମ୍ବାଇ ମେୟର କିଶୋର ପେଡେନକର୍‌ ମଧ୍ୟ ଜିତେନଙ୍କ ପୋଷ୍ଟ ବିରୋଧରେ ମତ ରଖିଥିଲେ। ସେ କହିଥିଲେ, ବିଜେପି ସୋଶାଲ ମିଡିଆ ଇନଚାର୍ଜ ଜିତେନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ କୌଣସି ପ୍ରସଙ୍ଗ ଉଠାଇ ସଫଳ ହୋଇପାରୁ ନାହାନ୍ତି। ଏଥିପାଇଁ ସେ ଜାଣିଶୁଣି ତାଙ୍କ ପତ୍ନୀଙ୍କୁ ନେଇ ଏପରି ବିବାଦୀ ପୋଷ୍ଟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story