ଏହି ରାଜ୍ୟରେ ଲାଗୁ ହେଲା ଡବଲ ଲକଡାଉନ

ଅମୃତସର: କରୋନା ଭୟଙ୍କର ରୂପ ଦେଖି ପଞ୍ଜାବ ସରକାର ପୂରା ରାଜ୍ୟରେ ଡବଲ ଲକଡାଉନ ଲାଗୁ କରିଛନ୍ତି। କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଦୈନିକ ଓ ସପ୍ତାହାନ୍ତ ଲକଡାଉନ ସମ୍ପର୍କରେ ଘୋଷଣା କରିଛନ୍ତି। ପଞ୍ଜାବରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ଭୋର ୫ଟାଏ ଲକଡାଉନ ଲାଗୁ ହେବ। ସେହିପରି ସପ୍ତାହାନ୍ତ ଲକଡାଉନ ଶୁକ୍ରବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ସୋମବାର ୫ଟା ଯାଏ ବଳବତ୍ତର ରହିବ। ଏହି ଡବଲ ଲକଡାଉନ ପରବର୍ତ୍ତୀ […]

Punjab

Punjab

Hemant Lenka
  • Published: Monday, 26 April 2021
  • Updated: 26 April 2021, 09:18 PM IST

Sports

Latest News

ଅମୃତସର: କରୋନା ଭୟଙ୍କର ରୂପ ଦେଖି ପଞ୍ଜାବ ସରକାର ପୂରା ରାଜ୍ୟରେ ଡବଲ ଲକଡାଉନ ଲାଗୁ କରିଛନ୍ତି। କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଦୈନିକ ଓ ସପ୍ତାହାନ୍ତ ଲକଡାଉନ ସମ୍ପର୍କରେ ଘୋଷଣା କରିଛନ୍ତି। ପଞ୍ଜାବରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ଭୋର ୫ଟାଏ ଲକଡାଉନ ଲାଗୁ ହେବ।

ସେହିପରି ସପ୍ତାହାନ୍ତ ଲକଡାଉନ ଶୁକ୍ରବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ସୋମବାର ୫ଟା ଯାଏ ବଳବତ୍ତର ରହିବ। ଏହି ଡବଲ ଲକଡାଉନ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସବୁ ରାଜ୍ୟ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟଡାଉନ ଲାଗୁ କରୁଥିବା ବେଳେ ପଞ୍ଜାବ ପ୍ରଥମ ରାଜ୍ୟ ଭାବେ ଗୋଟିଏ ସପ୍ତାହରେ ଡବଲ ଲକଡାଉନ ଲାଗୁ କରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କରିଥିବା ଟ୍ୱିଟରେ ନାଇଟ କର୍ଫ୍ୟୁ କିମ୍ବା ଶଟଡାଉନ ଶବ୍ଦର ବ୍ୟବହାର କରାଯାଇନାହିଁ। ସେ କେବଳ ଦୈନିକ ଓ ସପ୍ତାହାନ୍ତ ଲକଡାଉନ ବିଷୟରେ କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଟ୍ୱିଟ କରି କହିଛନ୍ତି, “ପଞ୍ଜାବରେ ନିୟମିତ ଓ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ରାଜ୍ୟ କ୍ୟାବିନେଟ୍‌ ଦୈନିକ ଲକଡାଉନ ଓ ସପ୍ତାହାନ୍ତ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଦୈନିକ ଲକଡାଉନ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ତା’ ପରଦିନ ଭୋର ୫ଟା ଯାଏ ବଳବତ୍ତର ରହିବ। ସେହିପରି ସପ୍ତାହାନ୍ତ ଲକଡାଉନ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ଭୋର ୫ଟା ଯାଏ ଲାଗୁ ହେବ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସେମାନେ ଘରେ ସୁରକ୍ଷିତ ରୁହନ୍ତୁ ଓ ଅତି ଜରୁରୀ ହେଲେ ବାହାରକୁ ବାହାରନ୍ତୁ। ମୁଁ ଆପଣଙ୍କ ସହଯୋଗ ଚାହୁଁଛି।”

ଗତ ୨୪ ଘଣ୍ଟାରେ ପଞ୍ଜାବରେ ୬,୯୮୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ଆକ୍ଟିଭ କେସ୍‌ ପ୍ରାୟ ୫୦ ହଜାର ରହିଛି। ଏଯାଏ ରାଜ୍ୟରେ ୩.୩୯ ଲକ୍ଷ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story