ଆପର ଆସ୍ଥା ଭୋଟ: ସ୍ୱତନ୍ତ୍ର ଅଧିବେଶନକୁ ଅନୁମତି ଦେଲେନି ରାଜ୍ୟପାଳ

ଅମୃତସର: ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଚାହୁଁଥିବା ପଞ୍ଜାବର କ୍ଷମତାସୀନ ଆପ୍‌ ସରକାରକୁ ବହୁତ ବଡ଼ ଝଟକା ଲାଗିଛି। ସେପ୍ଟେମ୍ବର ୨୨ରେ ଆପ୍ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାକୁ ଚାହୁଁଥିଲେ। ହେଲେ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଶେଷ ମୁହୂର୍ତ୍ତରେ ଅଧିବେଶନ ବସିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛି। ଏହାର ଅର୍ଥ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳ ପୁରୋହିତ ଅନୁମତି ଦେଇ ନାହାନ୍ତି। କେବଳ ଗୋଟିଏ […]

AAP

AAP

Hemant Lenka
  • Published: Wednesday, 21 September 2022
  • Updated: 21 September 2022, 09:07 PM IST

Sports

Latest News

ଅମୃତସର: ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଚାହୁଁଥିବା ପଞ୍ଜାବର କ୍ଷମତାସୀନ ଆପ୍‌ ସରକାରକୁ ବହୁତ ବଡ଼ ଝଟକା ଲାଗିଛି। ସେପ୍ଟେମ୍ବର ୨୨ରେ ଆପ୍ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାକୁ ଚାହୁଁଥିଲେ। ହେଲେ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଶେଷ ମୁହୂର୍ତ୍ତରେ ଅଧିବେଶନ ବସିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛି। ଏହାର ଅର୍ଥ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳ ପୁରୋହିତ ଅନୁମତି ଦେଇ ନାହାନ୍ତି।

କେବଳ ଗୋଟିଏ ଆସ୍ଥା ଭୋଟ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡାକିବାର ପ୍ରାବଧାନର ଅଭାବ ଥିବାରୁ ରାଜ୍ୟପାଳ ଏପରି ନିଷ୍ପତ୍ତି ନେଇଥିବା ରାଜଭବନ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟପାଳଙ୍କ ଏପରି ନିଷ୍ପତ୍ତିକୁ ଆପର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମାଲୋଚନା କରିଛନ୍ତି। ଏଥିସହ ଗଣତନ୍ତ୍ର ଶେଷ ହୋଇଗଲା ବୋଲି ଟ୍ୱିଟ କରିଛନ୍ତି।

କେଜ୍ରିୱାଲ କହିଛନ୍ତି, “କେମିତି କ୍ୟାବିନେଟ ଡାକିଥିବା ସ୍ୱତନ୍ତ୍ର ଅଧିବେଶନକୁ ରାଜ୍ୟପାଳ ମନା କରିପାରିବେ? ଗଣତନ୍ତ୍ର ଶେଷ ହୋଇଯାଇଛି। ଦୁଇ ଦିନ ତଳେ ରାଜ୍ୟପାଳ ଅଧିବେଶନ ପାଇଁ ଅନୁମତି ଦେଇଥିଲେ। ଯେତେବେଳେ ଅପରେସନ ଲୋଟସ୍ ଫେଲ ମାରିଲା ଓ ସଂଖ୍ୟା ଗଣିତ ଛିଣ୍ଡିଲା ନାହିଁ ସେତେବେଳେ ଉପରକୁ ଗୋଟିଏ କଲ୍ ଆସି ତାଙ୍କୁ(ରାଜ୍ୟପାଳ) ଅନୁମତି ଦେବାକୁ ମନା କରାଗଲା। ଏବେ ଦେଶର ସମ୍ବିଧାନ ଗୋଟିଏ ପଟେ ଓ ଅପରେସନ ଲୋଟସ ଆଉ ଗୋଟିଏ ପଟେ।”

ମଙ୍ଗଳବାର ପଞ୍ଜାବ କ୍ୟାବିନେଟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସମନ କରିଥିଲା। ଏହାପୂର୍ବରୁ ଆପର ନେତାମାନେ ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିଲେ। ବିଜେପି ଆପର ଏକାଧିକ ବିଧାୟକଙ୍କୁ ୨୫ କୋଟି ଟଙ୍କା ଲେଖାଏ ଦେଇ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରିଥିଲା।

ଏହି ଅଭିଯୋଗ ପରେ ହିଁ ଆପ୍ ନିଜର ଶକ୍ତିର ପରୀକ୍ଷା ଦେବାକୁ ଆସ୍ଥା ଭୋଟର ସମ୍ମୁଖୀନ ହେବ ବୋଲି କହିଥିଲା। ପ୍ରଥମେ ରାଜ୍ୟପାଳ ଏଥିପାଇଁ ଅନୁମତି ଦେଇଥିଲେ। ଗୁରୁବାର ଅର୍ଥାତ ଆସନ୍ତାକାଲି ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବାର ଥିଲା। ହେଲେ ହଠାତ୍ ଆଜି ନିର୍ଦ୍ଦେଶ ପ୍ରତ୍ୟାହାର କରାଯାଇଛି।

ଏହି ପ୍ରତ୍ୟାହାର ନିଷ୍ପତ୍ତି ପୂର୍ବରୁ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା, କଂଗ୍ରେସ ନେତା ସୁଖପାଲ ସିଂହ ଖଇରା ଓ ପଞ୍ଜାବ ବିଜେପି ମୁଖ୍ୟ ଅଶ୍ୱିନୀ ଶର୍ମା ମଧ୍ୟ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। କେବଳ ସରକାରଙ୍କ ସପକ୍ଷରେ ଆସ୍ଥା ଭୋଟ ପାରିତ କରିବା ପାଇଁ ସ୍ୱତନ୍ତ୍ର ଅଧିବେଶନ ଡାକିବାର ପ୍ରବଧାନ ନଥିବା ସେମାନେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story