ରୋମାନ୍ସ ପାଇଁ କଏଦୀଙ୍କୁ ମିଳିଲା ଦୁଇ ମାସରେ ଦୁଇ ଘଣ୍ଟା ସମୟ

ଅମୃତସର: ଏଣିକି ଜେଲ ଭିତରେ ଦାମ୍ପତ୍ୟ ଜୀବନକୁ ଆଗକୁ ବଢ଼ାଇ ପାରିବେ କଏଦୀ। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କଏଦୀମାନଙ୍କୁ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିବାକୁ ଦେଇଛନ୍ତି ଅନୁମତି। କଏଦୀମାନେ ୨ ମାସରେ ୨ ଘଣ୍ଟା ପାଇଁ ଦାମ୍ପତ୍ୟ ଜୀବନକୁ ଉପଭୋଗ କରିପାରିବେ। ପ୍ରାଥମିକ ଅବସ୍ଥାରେ ଏହି ଦାମ୍ପତ୍ୟ ବ୍ୟବସ୍ଥା ଗୋଣ୍ଡିୱାଲ ସାହିବ, ନବହାରେ ଥିବା ନୂଆ ଜେଲ ଓ ଭାଟିଣ୍ଡାରେ ଥିବା ନୂଆ ଜେଲରେ ଲାଗୁ ହୋଇଛି। ତେବେ ସମସ୍ତ ହାର୍ଡକୋର […]

jail

jail

Hemant Lenka
  • Published: Tuesday, 20 September 2022
  • Updated: 20 September 2022, 05:23 PM IST

Sports

Latest News

ଅମୃତସର: ଏଣିକି ଜେଲ ଭିତରେ ଦାମ୍ପତ୍ୟ ଜୀବନକୁ ଆଗକୁ ବଢ଼ାଇ ପାରିବେ କଏଦୀ। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କଏଦୀମାନଙ୍କୁ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିବାକୁ ଦେଇଛନ୍ତି ଅନୁମତି। କଏଦୀମାନେ ୨ ମାସରେ ୨ ଘଣ୍ଟା ପାଇଁ ଦାମ୍ପତ୍ୟ ଜୀବନକୁ ଉପଭୋଗ କରିପାରିବେ। ପ୍ରାଥମିକ ଅବସ୍ଥାରେ ଏହି ଦାମ୍ପତ୍ୟ ବ୍ୟବସ୍ଥା ଗୋଣ୍ଡିୱାଲ ସାହିବ, ନବହାରେ ଥିବା ନୂଆ ଜେଲ ଓ ଭାଟିଣ୍ଡାରେ ଥିବା ନୂଆ ଜେଲରେ ଲାଗୁ ହୋଇଛି।

ତେବେ ସମସ୍ତ ହାର୍ଡକୋର ଅପରାଧୀ, ଗ୍ୟାଙ୍ଗଷ୍ଟର ଓ ଯୌନ ନିର୍ଯାତନା ଭଳି ଅପରାଧରେ ଗିରଫ ହୋଇଥିବା କଏଦୀଙ୍କୁ ଏହି ସ୍ୱତନ୍ତ୍ର ସୁବିଧା ମିଳିବ ନାହିଁ। ୨ ମାସରେ ଜଣଙ୍କୁ ୨ ଘଣ୍ଟା ପାଇଁ ଦାମ୍ପତ୍ୟ ଜୀବନ ଉପଭୋଗ କରିବାକୁ ସୁଯୋଗ ମିଳିବ। ଏଥିପାଇଁ ଜେଲ ବିଭାଗ ଗୋଟିଏ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରିଛି ଓ ଏଥିରେ ବାଥରୁମ ଆଟାଚ କରାଯାଇଛି। ଦୀର୍ଘଦିନ ହେଲା ଜେଲରେ ଥିବା କଏଦୀଙ୍କୁ ଏହି ଯୋଜନାର ଲାଭ ଉଠାଇବାକୁ ଅଗ୍ରାଧିକାର ଦିଆଯିବ।

ଏହି ଯୋଜନା କଏଦୀଙ୍କ ମାନସିକ ଅବସ୍ଥାକୁ ଠିକ ରଖିବା ସହ ଦାମ୍ପତ୍ୟ ଜୀବନକୁ ଆଗକୁ ନେବ। ଏହାର ପ୍ରଭାବ ମଧ୍ୟ ଜଣେ କଏଦୀଙ୍କୁ ଉଚିତ ମାର୍ଗରେ ନେବାକୁ ସହାୟକ ହେବ ବୋଲି ବିଭାଗ ଆଶା ରଖିଛି।

ଜଣେ ମହିଳା/କିମ୍ବା ପୁରୁଷଙ୍କୁ ପ୍ରଥମେ କଏଦୀଙ୍କ ସହ ତାଙ୍କର ବିବାହ ହୋଇଛି ବୋଲି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସେହିପରି ସେ ଏଚଆଇଭି କିମ୍ବା ଅନ୍ୟ ଯୌନ ସଂକ୍ରମଣ ରୋଗରେ ଆକ୍ରନ୍ତ ନ ଥିବା ରିପୋର୍ଟ ଦେଖାଇବେ। ଏଥିସହ କୋଭିଡ୍‌ ନେଗେଟିଭ ରିପୋର୍ଟ ମଧ୍ୟ ସାଙ୍ଗରେ ଆଣିବାକୁ ପଡ଼ିବ। ଏହାକୁ ଯାଞ୍ଚ କରିବା ପରେ ହିଁ ଜଣେ ପୁରୁଷ କିମ୍ବା ମହିଳାଙ୍କୁ ଜେଲରେ ଥିବା ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଦେଖା କରିବାକୁ ଅନୁମତି ମିଳିବ।

ଏପରି ବ୍ୟବସ୍ଥା ବହୁ ପୂର୍ବରୁ ଆମେରିକା, ଜର୍ମାନୀ, କାନାଡା, ପାକିସ୍ତାନ, ଅଷ୍ଟ୍ରେଲିଆ, ବ୍ରାଜିଲ, ଫ୍ରାନ୍ସ ଓ ଡେନମାର୍କ ଭଳି ଦେଶରେ ଲାଗୁ ହୋଇଛି। ଏବେ ଭାରତର ପ୍ରଥମ ରାଜ୍ୟ ଭାବେ ପଞ୍ଜାବରେ ପରୀକ୍ଷାମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story