ଡିସେମ୍ବର ୬ରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ଭାରତ ଗସ୍ତରେ ଆସିବେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୨୧ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ଶେଷଥର ପାଇଁ ୨୦୧୯ରେ ବ୍ରାଜିଲ୍‌ରେ ଉଭୟ ନେତା ବ୍ରିକ୍ସ ସମ୍ମିଳନୀରେ ପରସ୍ପରକୁ ଭେଟିଥିଲେ। ଏହାପର ଠାରୁ କରୋନା ପାଇଁ ସବୁ କିଛି ଆଲୋଚନା ଭର୍ଚ୍ୟୁଆଲ ମାଧ୍ୟମରେ ହେଉଥିଲା। କିନ୍ତୁ ଡିସେମ୍ବର ୬ରେ ମୋଦି ଓ ପୁଟିନ ପୁଣିଥରେ ପରସ୍ପରକୁ ମୁହାଁମୁହିଁ ଭେଟିବେ। ୨୦୧୯ ସେପ୍ଟେମ୍ବର […]

Modi

Modi

Hemant Lenka
  • Published: Friday, 26 November 2021
  • Updated: 26 November 2021, 08:31 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ଭାରତ ଗସ୍ତରେ ଆସିବେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୨୧ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ଶେଷଥର ପାଇଁ ୨୦୧୯ରେ ବ୍ରାଜିଲ୍‌ରେ ଉଭୟ ନେତା ବ୍ରିକ୍ସ ସମ୍ମିଳନୀରେ ପରସ୍ପରକୁ ଭେଟିଥିଲେ। ଏହାପର ଠାରୁ କରୋନା ପାଇଁ ସବୁ କିଛି ଆଲୋଚନା ଭର୍ଚ୍ୟୁଆଲ ମାଧ୍ୟମରେ ହେଉଥିଲା। କିନ୍ତୁ ଡିସେମ୍ବର ୬ରେ ମୋଦି ଓ ପୁଟିନ ପୁଣିଥରେ ପରସ୍ପରକୁ ମୁହାଁମୁହିଁ ଭେଟିବେ।

୨୦୧୯ ସେପ୍ଟେମ୍ବର ମାସରେ ଭାରତ-ରୁଷ ମଧ୍ୟରେ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ମୋଦି ରୁଷ ଗସ୍ତ କରିଥିଲେ। ମହାମାରୀ ଯୋଗୁ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଥିଲା। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପକୁ ସୁଦୃଢ଼ କରିବା ପାଇଁ ଏହି ବୈଠକର ମୂଳ ଲକ୍ଷ୍ୟ। ଏହାବାଦ ଡିସେମ୍ବରରେ ହେବାକୁ ଥିବା ବୈଠକରେ ମୋଦି ଓ ପୁଟିନ ଆଞ୍ଚଳିକ ଏବଂ ବିଶ୍ୱର ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବାର ଯୋଜନା ରହିଛି।

ଅନ୍ୟପକ୍ଷରେ ରୁଷର ବୈଦେଶିକ ମନ୍ତ୍ରୀ ଏସ୍‌ ଲାଭ୍ରୋଭ ଓ ପ୍ରତିରକ୍ଷା ମନ୍ତ୍ରୀ ଏସ୍‌ ଶୋଇଗୁ ପ୍ରଥମ ୨+୨ ବୈଠକ ପାଇଁ ଭାରତ ଗସ୍ତରେ ଆସିବେ। ଏହି ବୈଠକ ମଧ୍ୟ ଡିସେମ୍ବର ୬ରେ ଅନୁଷ୍ଠିତ ହେବ। ସେମାନେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିବେ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନିଙ୍କ ଗସ୍ତ ପୂର୍ବରୁ ଭାରତ ପକ୍ଷରୁ ରୁଷ ସହ ୭.୫ ଲକ୍ଷ ଏକେ ୨୦୩ ଆସଲ୍ଟ ରାଇଫଲ ପାଇଁ ଡିଲ୍‌ ଚୂଡ଼ାନ୍ତ କରାଯାଇଥିଲା। ଭାରତୀୟ ସେନା ପାଇଁ ‘ମେକ ଇନ ଇଣ୍ଡିଆ’ ଯୋଜନାରେ ଏତେ ସଂଖ୍ୟକ ଆସଲ୍ଟ ରାଫଲ ପ୍ରସ୍ତୁତ କରାଯିବ। ଡିଲ୍‌ ଫାଇନାଲ କରିବାକୁ ଆଜି ଡିଏସି ବୈଠକ ବସିଥିଲା। ଏହି ବୈଠକରେ ୫ ହଜାର କୋଟିରୁ ଅଧିକ ଟଙ୍କାରେ ଏକେ ୨୩୦ Kalashnikov ରାଇଫଲ ପାଇଁ ଡିଲ୍‌ ଚୂଡ଼ାନ୍ତ ହୋଇଛି। ଉତ୍ତର ପ୍ରଦେଶର ଆମେଥିରେ ରୁଷ ଓ ଭାରତ ପକ୍ଷରୁ ମିଳିତ ଭାବେ ଏହି ଆସଲ୍ଟ ରାଇଫଲ ତିଆରି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story