ପାକ୍‌ରୁ ଚାଇନା ଯାଉଥିବା ରେଡିଓଆକ୍ଟିଭ ସାମଗ୍ରୀ ଆଦାନୀ ପୋର୍ଟରୁ ମିଳିଲା

ଅହମଦାବାଦ: ଗୁଜରାଟରେ ଥିବା ଆଦାନୀ ପୋର୍ଟରୁ ଶୁକ୍ରବାର ଡିଆରଆଇ ଅଧିକାରୀ ଓ କଷ୍ଟମ ବିଭାଗର କର୍ମଚାରୀମାନେ ବିପଦଜନକ ରେଡିଓଆକ୍ଟିଭ ସାମଗ୍ରୀ ଜବତ କରିଛନ୍ତି। ଗୋଟିଏ ଜାହାଜରେ ଏଗୁଡ଼ିକ ଲୋଡ ହୋଇ ରହିଥିଲା। ମୁନ୍ଦ୍ରା ପୋର୍ଟ ବା ଆଦାନୀ ପୋର୍ଟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ବିପଦଜନକ ସାମଗ୍ରୀଗୁଡ଼ିକ ପାକିସ୍ତାନର କରାଚିରୁ ଚାଇନାର ସଂଘାଇ ଯିବାର ଥିଲା। ତେବେ ଏହା ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହେବା ବେଳେ ଏପରି ସାମଗ୍ରୀ ମିଳିଛି। ୧୮ […]

cargo

cargo

Hemant Lenka
  • Published: Saturday, 20 November 2021
  • Updated: 20 November 2021, 03:40 PM IST

Sports

Latest News

ଅହମଦାବାଦ: ଗୁଜରାଟରେ ଥିବା ଆଦାନୀ ପୋର୍ଟରୁ ଶୁକ୍ରବାର ଡିଆରଆଇ ଅଧିକାରୀ ଓ କଷ୍ଟମ ବିଭାଗର କର୍ମଚାରୀମାନେ ବିପଦଜନକ ରେଡିଓଆକ୍ଟିଭ ସାମଗ୍ରୀ ଜବତ କରିଛନ୍ତି। ଗୋଟିଏ ଜାହାଜରେ ଏଗୁଡ଼ିକ ଲୋଡ ହୋଇ ରହିଥିଲା। ମୁନ୍ଦ୍ରା ପୋର୍ଟ ବା ଆଦାନୀ ପୋର୍ଟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ବିପଦଜନକ ସାମଗ୍ରୀଗୁଡ଼ିକ ପାକିସ୍ତାନର କରାଚିରୁ ଚାଇନାର ସଂଘାଇ ଯିବାର ଥିଲା। ତେବେ ଏହା ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହେବା ବେଳେ ଏପରି ସାମଗ୍ରୀ ମିଳିଛି।

୧୮ ନଭେମ୍ବରରେ ଯୁଗ୍ମ ସୀମା ଶୁଳ୍କ ଓ ଡିଆରଆଇ ଟିମ ମୁନ୍ଦ୍ରା ପୋର୍ଟରୁ ଗୋଟିଏ ବିଦେଶୀ ଜାହାଜରୁ ଅନେକ କଣ୍ଟେନର ଜବତ କରିଥିଲେ। ଏହାକୁ ପ୍ରଥମେ ମାରତ୍ମକ କଣ୍ଟେନର ନୁହେଁ ବୋଲି କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏଗୁଡ଼ିକୁ ମାରତ୍ମକ କଣ୍ଟେନର ଭାବେ ଘୋଷଣା କରାଯାଇଥିଲା।

କାରଣ ଯାଞ୍ଚ ବେଳେ କଣ୍ଟେନର ମଧ୍ୟରୁ ମାରାତ୍ମକ ରେଡିଓଆକ୍ଟିଭ ପାଇଁ ବ୍ୟବହାର ସାମଗ୍ରୀ ମିଳିଥିଲା। ଏଗୁଡ଼ିକୁ ଜବତ କରାଯାଇ ବର୍ତ୍ତମାନ ଅଧିକ ତଦନ୍ତ କରାଯାଉଛି।

ଆଦାନୀ ପୋର୍ଟ କହିଛି, ଏହି ଜାହାଜଟି ମୁନ୍ଦ୍ରା କିମ୍ବା ଭାରତର ଅନ୍ୟ କୌଣସି ପୋର୍ଟକୁ ଆସିବାର ନଥିଲା। ଏହା ପାକିସ୍ତାନରୁ ଚାଇନା ଯାଉଥିବା ବେଳେ ଭାରତୀୟ ଅଧିକାରୀମାନେ ଏହାକୁ ମୁନ୍ଦ୍ରା ପୋର୍ଟରେ ଯାଞ୍ଚ କରିଥିଲେ। ପୋର୍ଟ ପକ୍ଷରୁ ସୁରକ୍ଷା ଅଧିକାରୀଙ୍କୁ ସବୁବେଳେ ସହାୟତା ଯୋଗାଇ ଦିଆଯାଇଛି। କଷ୍ଟମ ଓ ଡିଆରଆଇ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ବେଶ ଚତୁରତାର ସହ କରିଥିବାରୁ ପୋର୍ଟ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story