ରାଫେଲକୁ ଦେଖି ଚାଇନା ବ୍ୟସ୍ତ ହୋଇପଡ଼ିଛି କହିଲେ ବାୟୁସେନା ମୁଖ୍ୟ

ବେଙ୍ଗାଲୁରୁ: ଚାଇନା ସହ ସୃଷ୍ଟି ହୋଇଥିବା ସୀମା ବିବାଦ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ଆରକେଏସ୍‌ ଭଦୌରିଆ। ଚାଇନାର ମୁକାବିଲା ପାଇଁ ଭାରତୀୟ ବାୟୁସେନା ପର୍ଯ୍ୟାପ୍ତ ସଂଖ୍ୟାରେ ଯବାନ ମୁତୟନ କରିଛି। ବିଶେଷ କରି ବାୟୁସେନାର ରାଫେଲ ସୀମାରେ ଉଡ଼ାଣ କରୁଥିବାରୁ ଚାଇନା ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଏଥିପାଇଁ ବେଜିଂ ପକ୍ଷରୁ ଏହାର ମୁକାବିଲା କରିବା ପାଇଁ ଏକାଧିକ ଜେ-୨୦ ଯୁଦ୍ଧ ବିମାନ ଭାରତୀୟ ସୀମାକୁ ଲଗାଇ ମୁତୟନ କରାଯାଇଛି। ଭାରତକୁ ରାଫେଲ ଆସିବା […]

c

c

Hemant Lenka
  • Published: Thursday, 04 February 2021
  • Updated: 04 February 2021, 04:10 PM IST

ବେଙ୍ଗାଲୁରୁ: ଚାଇନା ସହ ସୃଷ୍ଟି ହୋଇଥିବା ସୀମା ବିବାଦ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ଆରକେଏସ୍‌ ଭଦୌରିଆ। ଚାଇନାର ମୁକାବିଲା ପାଇଁ ଭାରତୀୟ ବାୟୁସେନା ପର୍ଯ୍ୟାପ୍ତ ସଂଖ୍ୟାରେ ଯବାନ ମୁତୟନ କରିଛି। ବିଶେଷ କରି ବାୟୁସେନାର ରାଫେଲ ସୀମାରେ ଉଡ଼ାଣ କରୁଥିବାରୁ ଚାଇନା ବ୍ୟତିବ୍ୟସ୍ତ ହୋଇପଡ଼ିଛି।

ଏଥିପାଇଁ ବେଜିଂ ପକ୍ଷରୁ ଏହାର ମୁକାବିଲା କରିବା ପାଇଁ ଏକାଧିକ ଜେ-୨୦ ଯୁଦ୍ଧ ବିମାନ ଭାରତୀୟ ସୀମାକୁ ଲଗାଇ ମୁତୟନ କରାଯାଇଛି। ଭାରତକୁ ରାଫେଲ ଆସିବା ପରେ ହିଁ ଚାଇନା ଏପରି ପଦକ୍ଷେପ ନେଇଥିବା ବାୟୁସେନା ମୁଖ୍ୟ ଭଦୌରିଆ କହିଛନ୍ତି।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଆହୁରି କହିଛନ୍ତି, ସୀମାର ସ୍ଥିତି ବର୍ତ୍ତମାନ ଆଲୋଚନା ଦିଗରେ ଆଗେଇ ଚାଲିଛି। ଆବଶ୍ୟକ ଅନୁଯାୟୀ ଆମେ ସୀମାରେ ଫୋର୍ସ ମୁତୟନ କରିଛୁ। ସବୁ କିଛି ଆଲୋଚନା କେମିତି ବଢ଼ୁଛି, ତା’ ଉପରେ ନିର୍ଭର କରୁଛି। ସବୁଠାରୁ ଅଧିକ ଧ୍ୟାନ ଏହି ଘଟଣା ଉପରେ ଦିଆଯାଉଛି। ଯଦି ଆଲୋଚନା ଦ୍ୱାରା ଡିସଏନଗେଜମେଣ୍ଟ ବା ସେନା ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ପାଇବ, ତା’ହେଲେ ଏହା ସବୁଠାରୁ ଭଲ କଥା। ଯଦି ଏପରି ନହୁଏ କିମ୍ବା ସ୍ଥିତି ବିଗିଡ଼େ, ତା’ହେଲେ ଏହାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି।

ଲଦାଖ ସେକ୍ଟରରୁ ଚାଇନା ସେନା ପ୍ରତ୍ୟାହାର କରିଛି ବୋଲି ରିପୋର୍ଟ ଉପରେ ଭଦୌରିଆ କହିଛନ୍ତି, ଚାଇନା ସୀମାନ୍ତରୁ କିଛି ସେନା ପ୍ରତ୍ୟାହାର କରିଛି। ତେବେ ନିଜର ବାୟୁସେନାକୁ ଅଧିକ ସଶକ୍ତ କରିବା ପାଇଁ ଚାଇନା ଆଉ କିଛି କାର୍ଯ୍ୟକଳାପ ଜାରି ରଖିଛି। ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି ଓ ଅଧିକ ସଶକ୍ତ ହେବାରେ ଲାଗିଛି। ଆମେ ଆମ ଯବାନଙ୍କୁ ଆଲର୍ଟରେ ରହିବାକୁ ସବୁବେଳେ କହିଛୁ। ରାଫେଲ ଆସିବା ପରେ ବାୟୁସେନାର ଶକ୍ତି ଦୁଇ ଗୁଣିତ। ପ୍ରଥମ ଦଫାରେ ଆସିଥିବା ରାଫେଲ ଲଦାଖ ସୀମାରେ ମୁତୟନ ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story