ରାଜନୀତିକ ସଙ୍କଟ ମଧ୍ୟରେ ପୁଡ଼ୁଚେରୀରେ ରାହୁଲ ଗାନ୍ଧିଙ୍କ ନିର୍ବାଚନୀ ସଭା

ନୂଆଦିଲ୍ଲୀ: ପୁଡୁଚେରୀରେ ଦେଖାଯାଇଥିବା ରାଜନୀତିକ ସଙ୍କଟ ମଧ୍ୟରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସେଠାକୁ ଯାଇଛନ୍ତି। ଆସନ୍ତା ମାସରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି ସେଠାରେ ସାଧାରଣ ସଭା ମଧ୍ୟ କରିଛନ୍ତି। ପୁଡୁଚେରୀରେ କଂଗ୍ରେସ କ୍ଷମତାରେ ରହିଛି। ତେବେ ଏକାଧିକ କଂଗ୍ରେସ ବିଧାୟକ ଦଳ ଛାଡ଼ିବାରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଛି। ଏହାକୁ ନେଇ ହଟଚମଟ ଚାଲିଥିବା ବେଳେ ରାହୁଲ ଗାନ୍ଧି ଆଜି ପୁଡୁଚେରୀରେ ପହଞ୍ଚିଥିଲେ। […]

Rahul

Rahul

Hemant Lenka
  • Published: Wednesday, 17 February 2021
  • Updated: 17 February 2021, 06:40 PM IST

ନୂଆଦିଲ୍ଲୀ: ପୁଡୁଚେରୀରେ ଦେଖାଯାଇଥିବା ରାଜନୀତିକ ସଙ୍କଟ ମଧ୍ୟରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସେଠାକୁ ଯାଇଛନ୍ତି। ଆସନ୍ତା ମାସରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି ସେଠାରେ ସାଧାରଣ ସଭା ମଧ୍ୟ କରିଛନ୍ତି।

ପୁଡୁଚେରୀରେ କଂଗ୍ରେସ କ୍ଷମତାରେ ରହିଛି। ତେବେ ଏକାଧିକ କଂଗ୍ରେସ ବିଧାୟକ ଦଳ ଛାଡ଼ିବାରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଛି। ଏହାକୁ ନେଇ ହଟଚମଟ ଚାଲିଥିବା ବେଳେ ରାହୁଲ ଗାନ୍ଧି ଆଜି ପୁଡୁଚେରୀରେ ପହଞ୍ଚିଥିଲେ।

ସେ ପ୍ରଥମେ ମତ୍ସ୍ୟଜୀବୀଙ୍କୁ ଭେଟିଥିଲେ ଓ ସେମାନଙ୍କୁ ସମୁଦ୍ରର ଚାଷୀ ବୋଲି କହି ପ୍ରଶଂସା କରିଥିଲେ। ଏହି ସମୟରେ ସେ ମତ୍ସ୍ୟଜୀବୀଙ୍କ ସହ ସମୁଦ୍ର ମଧ୍ୟକୁ ଡଙ୍ଗାରେ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ମୁଁ ଆଉ ଥରେ ଏଠାକୁ ଆସିଲେ ଆପଣମାନଙ୍କ ସହ ସମୁଦ୍ର ମଧ୍ୟ ଯାଇ ଆପଣମାନଙ୍କ ଭଳି ଅଭିଜ୍ଞତା ହାସଲ କରିବି। ମତ୍ସ୍ୟଜୀବୀ ଓ ମହିଳାଙ୍କ ପାଇଁ କେନ୍ଦ୍ର ମନ୍ତ୍ରଣାଳୟ ଗଠନ କରାଯିବା ସପକ୍ଷରେ ରାହୁଲ କହିଛନ୍ତି।

ମତ୍ସ୍ୟଜୀବୀଙ୍କ ପରେ ରାହୁଲ କଲେଜ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଚୁପ୍‌ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଯୁବଗୋଷ୍ଠୀ କେବେ ହେଲେ ପ୍ରଶ୍ରୟ ଦିଅନ୍ତୁ ନାହିଁ। କାରଣ ଯୁବଗୋଷ୍ଠୀର ଶକ୍ତି ହେଉଛି, ସେମାନଙ୍କର ସ୍ୱର।

ଆପଣ ଯଦି ଦେଶକୁ ବନ୍ଦ କରିବେ ଓ ଲୋକଙ୍କୁ କହିବାର ସୁଯୋଗ ନ ଦେବେ, ତା’ହେଲେ ଆପଣ ଭାରତର ଛବିକୁ ଧ୍ୱଂସ କରୁଛନ୍ତି ବୋଲି ଧରି ନିଆଯାଉ। ଯୁବଗୋଷ୍ଠୀ କୌଣସି ବ୍ୟକ୍ତିଙ୍କୁ ସେମାନଙ୍କ ସ୍ୱର ଚାପିବାର ସୁଯୋଗ ଦିଅନ୍ତୁ ନାହିଁ। କାରଣ ସେମାନଙ୍କର ସ୍ୱର ହିଁ ସେମାନଙ୍କର ଶକ୍ତି। ଏଥିସହ ରାହୁଲ ଗାନ୍ଧି ମଦୁଲାଇରପେଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି।

ନିକଟରେ ଟୁଲକିଟ୍‌ ମାମଲାରେ ଦିଶା ରବିଙ୍କୁ ଦିଲ୍ଲୀ ପୁଲିସ୍‌ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ରାହୁଲ ଗାନ୍ଧି ଏଭଳି ବୟାନ ଦେଇଛନ୍ତି। ଯୁବଗୋଷ୍ଠୀଙ୍କ ସ୍ୱରକୁ କେହି ଚାପି ପାରିବେ ନାହିଁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ପୁଡୁଚେରୀର ୫ ଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ିବା ପରେ ଏବେ ବିଧାନସଭାରେ ସଦସ୍ୟଙ୍କ ସଂଖ୍ୟା ୧୦କୁ ଖସି ଆସିଛି। ଦଳ ସହ ଡିଏମକେର ୩ ଜଣ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୫ ଥିବା ବେଳେ ନାରାୟଣସାମୀଙ୍କ ପାଖରେ ୧୪ ଜଣ ବିଧାୟକ ରହିଛନ୍ତି। ତେଣୁ ସରକାର ଭାଙ୍ଗିବାର ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story