ସମସ୍ତ ସମାବେଶକୁ ବାତିଲ କଲେ ରାହୁଲ ଗାନ୍ଧି, ଅନ୍ୟମାନଙ୍କୁ ବି ସମାନ ନିବେଦନ କଲେ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସାଂଘାତିକ ହେଉଥିବାରୁ ଆଜି ବଡ଼ ପଦକ୍ଷେପ ନେଇଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସଂକ୍ରମଣ ବଢ଼ୁଥିବାରୁ ସେ ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ ନାହିଁ। ସେହିପରି ରାହୁଲ ତାଙ୍କର ସମସ୍ତଙ୍କ ସାଧାରଣ ସଭାକୁ ମଧ୍ୟ ବାତିଲ କରି ଦେଇଛନ୍ତି। ଏଥିସହ ଅନ୍ୟ ଦଳର ରାଜନେତାମାନଙ୍କୁ ନିଜ ନିଜର ସାଧାରଣ ସଭା ଓ ରୋଡ ଶୋ’କୁ ବନ୍ଦ କରିବାକୁ ନିବେଦନ କରିଛନ୍ତି। କରୋନା ସଂକ୍ରମଣ ସତ୍ତ୍ୱେ ପଶ୍ଚିମବଙ୍ଗରେ ନିର୍ବାଚନ […]

Rahul-Gandhi

Rahul-Gandhi

Hemant Lenka
  • Published: Sunday, 18 April 2021
  • Updated: 18 April 2021, 01:30 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସାଂଘାତିକ ହେଉଥିବାରୁ ଆଜି ବଡ଼ ପଦକ୍ଷେପ ନେଇଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସଂକ୍ରମଣ ବଢ଼ୁଥିବାରୁ ସେ ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ ନାହିଁ। ସେହିପରି ରାହୁଲ ତାଙ୍କର ସମସ୍ତଙ୍କ ସାଧାରଣ ସଭାକୁ ମଧ୍ୟ ବାତିଲ କରି ଦେଇଛନ୍ତି। ଏଥିସହ ଅନ୍ୟ ଦଳର ରାଜନେତାମାନଙ୍କୁ ନିଜ ନିଜର ସାଧାରଣ ସଭା ଓ ରୋଡ ଶୋ’କୁ ବନ୍ଦ କରିବାକୁ ନିବେଦନ କରିଛନ୍ତି।

କରୋନା ସଂକ୍ରମଣ ସତ୍ତ୍ୱେ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଚାଲିଛି। ହଜାର ହଜାର ଲୋକ ସାମାଜିକ ଦୂରତା ଓ ମାସ୍କ ନ ପନ୍ଧି ରାଜନେତାମାନଙ୍କ ସଭାରେ ଏକାଠି ହେଉଛନ୍ତି। ଏହି କାରଣରୁ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ସଂକ୍ରମଣ ବୃଦ୍ଧି ପାଉଛି। ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି।

ଏସବୁ ଭିତରେ ଦେଶର ପ୍ରଥମ ରାଜନେତା ଭାବେ ରାହୁଲ ଗାନ୍ଧି ତାଙ୍କର ସମସ୍ତ ରାଜନୀତିକ ସମାବେଶକୁ ବାତିଲ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଁ ପଶ୍ଚିମବଙ୍ଗରେ ହେବାକୁ ଥିବା ମୋର ସମସ୍ତ ସାଧାରଣ ସଭାକୁ ବାତିଲ କରିଛି। ବର୍ତ୍ତମାନର ପରିସ୍ଥିତିରେ ବଡ଼ଧରଣର ସାଧାରଣ ସଭା କରିବା ପୂର୍ବରୁ ସବୁ ରାଜନୀତିକ ଦଳର ନେତାମାନେ ଥରେ ଏହାର ଭୟାବହ ବିଷୟରେ ଗୁରୁତ୍ୱର ସହ ଚିନ୍ତା କରନ୍ତୁ।”

କରୋନା ସଂକ୍ରମଣ ଭିତରେ ପଶ୍ଚିମବଙ୍ଗରେ ୫ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଛି। ଆଗକୁ ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ରହିଛି। ଏଥିପାଇଁ ସବୁ ରାଜନୀତିକ ଦଳ ନିଜ ନିଜର ଭୋଟରଙ୍କୁ ଆକୃଷ୍ଠ କରିବାରେ ଲାଗିଛି। ବଡ଼ବଡ଼ ସଭା ଠାରୁ ଆରମ୍ଭ କରି ରୋଡ ଶୋ’ରେ ପଶ୍ଚିମବଙ୍ଗ ଉଠୁଛୁ ପଡ଼ୁଛି। ତେବେ ସମାବେଶରେ ଯୋଗ ଦେଉଥିବା ଲୋକମାନେ ବିନା ମାସ୍କରେ ଉପସ୍ଥିତ ରହୁଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି।

୫ଟି ପର୍ଯ୍ୟାୟ ନିର୍ବାଚନ ପରେ ଭାରତୀୟ ନିର୍ବାଚନ କମିଶନ ନୂଆ ନିୟମ ଜାରି କରିଛନ୍ତି। ଭୋଟ ଦାନର ୩ ଦିନ ପୂର୍ବରୁ ରାଜନୀତିକ ସମାବେଶ ଓ ପ୍ରଚାର କାର୍ଯ୍ୟକ୍ରମ ବନ୍ଦ ହେବ। ସେହିପରି ରାଜନୀତିକ ଦଳ ଗୁଡ଼ିକ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ଯାଏ ହିଁ ପ୍ରଚାର କରିପାରିବେ ବୋଲି କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story