କରୋନାରେ ଆକ୍ରାନ୍ତ ହେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ରାହୁଲ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ତୁରନ୍ତ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ସେ ନିବେଦନ କରିଛନ୍ତି। ରାହୁଲ ଟ୍ୱିଟ କରି କହିଛନ୍ତି, “ମୋ ଶରୀରରେ ସାମନ୍ୟ ଲକ୍ଷଣ ଦେଖାଯାଇଥିଲା। ଏହାପରେ ମୁଁ କରୋନା ଟେଷ୍ଟ କରାଇଥିଲି। ଏବେ ଟେଷ୍ଟ […]

Rahul-Gandhi

Rahul-Gandhi

Hemant Lenka
  • Published: Tuesday, 20 April 2021
  • Updated: 20 April 2021, 04:33 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ରାହୁଲ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ତୁରନ୍ତ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ସେ ନିବେଦନ କରିଛନ୍ତି।

ରାହୁଲ ଟ୍ୱିଟ କରି କହିଛନ୍ତି, “ମୋ ଶରୀରରେ ସାମନ୍ୟ ଲକ୍ଷଣ ଦେଖାଯାଇଥିଲା। ଏହାପରେ ମୁଁ କରୋନା ଟେଷ୍ଟ କରାଇଥିଲି। ଏବେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ଦୟା କରି ସୁରକ୍ଷା ପ୍ରୋଟକଲ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ।”

ରାହୁଲଙ୍କ ପୂର୍ବରୁ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଶ୍ରୀ ସିଂହଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସେହିପରି କିଛି ଦିନ ପୂର୍ବରୁ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

ରାହୁଲ କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ଏପ୍ରିଲ ୬ରେ ଶେଷ ହୋଇଥିବା ବିଧାନସଭା ଆସନ ଗୁଡ଼ିକ ପାଇଁ ଜୋରଦାର ପ୍ରଚାର କରିଥିଲେ। ଆସାମ ଠାରୁ କେରଳ ଓ ତାମିଲନାଡୁରେ ସେ ଲୋକଙ୍କ ପାଖକୁ ଯାଇ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ।

ରାହୁଲ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରଚାର କରିବାକୁ ଯାଇଥାଆନ୍ତେ। ହେଲେ ଦେଶରେ କରୋନାର ଦ୍ୱିତୀୟ ଲହର ହୁହୁ ହୋଇ ବଢ଼ୁଥିବାରୁ ସେ ବେଙ୍ଗଲରେ ନିଜର ସମସ୍ତ ସମାବେଶକୁ ବାତିଲ କରିଥିଲେ। ଅନ୍ୟ ରାଜନୀତିକ ଦଳଗୁଡ଼ିକୁ ମଧ୍ୟ ସେ ବଡ଼ବଡ଼ ସମାବେଶ ନ କରିବାକୁ ନିବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story