ଆର୍ଯ୍ୟନ ଜେଲରେ ଥିବା ବେଳେ ଶାହରୁଖଙ୍କୁ ଚିଠି ଲେଖିଥିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ମେଗାଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ହେବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏନସିବି ତାଙ୍କୁ ଅକ୍ଟୋବର ୩ରେ ଗିରଫ କରିବା ପରେ ସେ ୩୦ ତାରିଖ ଦିନ ଜେଲରୁ ମୁକୁଳିଥିଲେ। ଆର୍ଯ୍ୟନଙ୍କ ଗିରଫଦାରୀ ଠାରୁ ଆରମ୍ଭ କରି ସେ ଜେଲରୁ ମୁକୁଳିବା ଯାଏ ଅନେକ ଲୋକ ଶାହରୁଖଙ୍କୁ ସମର୍ଥନ କରିଥିଲେ। ଏହିକ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଆର୍ଯ୍ୟନଙ୍କ ଗିରଫ ହୋଇ ଜେଲରେ ଥିବା  […]

srk

srk

Hemant Lenka
  • Published: Wednesday, 03 November 2021
  • Updated: 03 November 2021, 04:53 PM IST

Sports

Latest News

ନୂଆଦିଲ୍ଲୀ: ମେଗାଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ହେବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏନସିବି ତାଙ୍କୁ ଅକ୍ଟୋବର ୩ରେ ଗିରଫ କରିବା ପରେ ସେ ୩୦ ତାରିଖ ଦିନ ଜେଲରୁ ମୁକୁଳିଥିଲେ। ଆର୍ଯ୍ୟନଙ୍କ ଗିରଫଦାରୀ ଠାରୁ ଆରମ୍ଭ କରି ସେ ଜେଲରୁ ମୁକୁଳିବା ଯାଏ ଅନେକ ଲୋକ ଶାହରୁଖଙ୍କୁ ସମର୍ଥନ କରିଥିଲେ। ଏହିକ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଆର୍ଯ୍ୟନଙ୍କ ଗିରଫ ହୋଇ ଜେଲରେ ଥିବା  ବେଳେ ଶାହରୁଖଙ୍କୁ ସମର୍ଥନ ଜଣାଇ ଚିଠି ଲେଖିଥିଲେ। ଏବେ ରାହୁଲ ଚିଠି ଲେଖିଥିବା ଖବର ସାମ୍ନାକୁ ଆସିଛି।

ଆର୍ଯ୍ୟନ ଖାନ ଆର୍ଥର ରୋଡ୍‌ ଜେଲକୁ ୮ ତାରିଖରେ ଯାଇଥିଲେ। ଏହାର ୬ ଦିନ ପରେ ଅର୍ଥାତ ଅକ୍ଟୋବର ୧୪ରେ ରାହୁଲ ଗାନ୍ଧି ଗୋଟିଏ ଚିଠି ଶାହରୁଖଙ୍କୁ ଲେଖିଥିଲେ। ଏହି ଚିଠିରେ ଶାହରୁଖଙ୍କ ସହ ପୂରା ଦେଶ ରହିଛି ବୋଲି ରାହୁଲ କହିଥିଲେ। ଏଥିସହ ସେ ଶାହରୁଖଙ୍କୁ ବ୍ୟସ୍ତ ନ ହେବାକୁ କହିବା ସହ ସବୁ କିଛି ଠିକ ହୋଇଯିବ ବୋଲି ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। କିନ୍ତୁ ଚିଠିରେ ଥିବା ବିସ୍ତୃତ ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଆର୍ଯ୍ୟନଙ୍କ ସହ ମୁନମୁନ ଧମେଚା, ଅରବାଜ ମରଚାଣ୍ଟ ଓ ଅନ୍ୟ କିଛି ଲୋକଙ୍କୁ ଅକ୍ଟୋବର ୨ରେ ଅଟକ ରଖିଥିଲା। ଏହାର ପରଦିନ ସେମାନଙ୍କୁ ଗିରଫ କରାଯାଇଥିଲା। ଆର୍ଯ୍ୟନଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ କୋର୍ଟ ତାଙ୍କୁ ଅକ୍ଟୋବର ୮ରୁ ଜେଲ ହାଜତକୁ ପଠାଇ ଦେଇଥିଲେ।

ତେବେ ଗତ ଗୁରୁବାର ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଶୁକ୍ରବାର ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ଶନିବାର ସକାଳେ ଆର୍ଯ୍ୟନ ଜେଲରୁ ବାହାରିଥିଲେ। ଏନସିବି ଆର୍ଯ୍ୟନଙ୍କୁ ଗିରଫ କରିବା ବେଳେ ତାଙ୍କ ଠାରୁ କୌଣସି ପ୍ରକାରର ନିଶାଦ୍ରବ୍ୟ ଜବତ ହୋଇ ନଥିଲା।

କିନ୍ତୁ ଏନସିବି ତାଙ୍କ ହ୍ୱାଟସଆପ୍‌ ଚାଟକୁ ଆଧାର କରି ସେ ନିଶା ବେପାରୀଙ୍କ ସହ ସମ୍ପର୍କରେ ଥିବା କୋର୍ଟଙ୍କୁ ଅବଗତ କରାଇଥିଲା। ଏଥିସହ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। ହେଲେ ବମ୍ବେ ହାଇକୋର୍ଟ ସମସ୍ତ ପକ୍ଷକୁ ଶୁଣିବା ପରେ ତାଙ୍କୁ ଜାମିନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story