କ୍ଷମତା ଲଢ଼େଇ: ସିଦ୍ଧୁଙ୍କ ମନ ଆମ୍ବିଳା କରିଦେଲେ ରାହୁଲ

ଅମୃତଶର: ଖୁବ୍ ଶୀଘ୍ର ପଞ୍ଜାବରେ କଂଗ୍ରେସ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। ଏହି ନିଷ୍ପତ୍ତି ଦଳର କାର୍ଯ୍ୟକର୍ତ୍ତା ମାନେ ନେବେ। ଆଜି ଏକଥା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନିଙ୍କ ମଧ୍ୟରେ କ୍ଷମତା ଲଢ଼େଇକୁ ରାହୁଲ କହିଛନ୍ତି ଯେ, ୨ ଜଣ ବ୍ୟକ୍ତି କେବେ ନେତୃତ୍ୱ ନେଇପାରିବେ ନାହିଁ। କେବଳ ଜଣେ ନେବେ।ଆମେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବୁ। […]

989

989

Tapas Behera
  • Published: Thursday, 27 January 2022
  • Updated: 27 January 2022, 10:41 PM IST

Sports

Latest News

ଅମୃତଶର: ଖୁବ୍ ଶୀଘ୍ର ପଞ୍ଜାବରେ କଂଗ୍ରେସ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। ଏହି ନିଷ୍ପତ୍ତି ଦଳର କାର୍ଯ୍ୟକର୍ତ୍ତା ମାନେ ନେବେ। ଆଜି ଏକଥା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନିଙ୍କ ମଧ୍ୟରେ କ୍ଷମତା ଲଢ଼େଇକୁ ରାହୁଲ କହିଛନ୍ତି ଯେ, ୨ ଜଣ ବ୍ୟକ୍ତି କେବେ ନେତୃତ୍ୱ ନେଇପାରିବେ ନାହିଁ। କେବଳ ଜଣେ ନେବେ।ଆମେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବୁ। ସାଧାରଣତଃ ଆମେ କେବେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରୁନା।

କିନ୍ତୁ ଯଦି ଦଳୀୟ କର୍ମୀ ଚାହିଁବେ ତେବେ ଆମେ ଜଣକୁ ଚୟନ କରିବୁ। କିନ୍ତୁ ଏହି ମୁଖ୍ୟମନ୍ତ୍ରୀ ଚେହେରା କଂଗ୍ରେସ କର୍ମୀ ବାଛିବେ ବୋଲି ରାହୁଲ କହିଛନ୍ତି। ଆଜି ନିର୍ବାଚନୀ ପ୍ରଚାର ପାଇଁ ଜଳନ୍ଧର ଗସ୍ତରେ ଯାଇ ରାହୁଲ ଗାନ୍ଧି ଏହା କହିଛନ୍ତି । ପୂର୍ବରୁ ଫେବୃଆରୀ ୨୦ ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇ ଥିଲା । ତେବେ ଆଜିର କାର୍ଯ୍ୟକ୍ରମରେ ଭୟୟେ ଚନ୍ନି ଏବଂ ସିଦ୍ଧୁଙ୍କ ସହ ରାହୁଲ ଉପସ୍ଥିତ ଥିଲେ। ଉଭୟଙ୍କୁ ଇଶାରା କରି ରାହୁଲ କହିଥିଲେ ଯେ, ୨ ଜଣ ବ୍ୟକ୍ତି କେବେ ନେତୃତ୍ୱ ନେଇପାରିବେ ନାହିଁ।  ଯଦି ଜଣେ ନେତା ହୁଅନ୍ତି ଆଉ ଜଣେ ଜଣେ ତାଙ୍କୁ ସମସ୍ତ ସହଯୋଗ ଯୋଗେଇ ଦେବା ଆବଶ୍ୟକ।

ତେବେ ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ କଂଗ୍ରେସ ଚିନ୍ତାଧାରା ରହିଛି ବୋଲି ସେ କହିଛନ୍ତି।  ପଞ୍ଜାବ ପାଇଁ ଅନେକ କଂଗ୍ରେସ କର୍ମୀ ରକ୍ତ ଦେଇଛନ୍ତି। ଯେତେ ଯାହା ହେଉ ପଛେ  ପଞ୍ଜାବରେ ଆମେ କେବେ ଶାନ୍ତି ଭଙ୍ଗ କରିନାହୁଁ। ସମସ୍ତଙ୍କୁ ନେଇ କେମିତି ଚାଲିବାକୁ ହୁଏ ତାହା ଆମକୁ ଜଣାବୋଲି ରାହୁଲ କହିଥିଲେ। ପୂର୍ବତନ ପ୍ରଧାମନ୍ତ୍ରୀ ମନମୋହନ ସିଂ ଏବଂ ଆପଣମାନଙ୍କ ଠାରୁ ଅନେକ କିଛି ଶିଖିଛି ବୋଲି ରାହୁଲ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି। ଘଟଣା ଯାହା ବି ହେଉ ସିଦ୍ଧୁ ତାଙ୍କ କଥା ରଖିବେ ବୋଲି ରାହୁଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story