ଚାଇନିଜ ଲୋନ ଆପ୍‌ ଦୁର୍ନୀତି: ୫ ସ୍ଥାନରେ ଇଡି ରେଡ୍‌

ବେଙ୍ଗାଲୁରୁ: ଚାଇନିଜ ଲୋନ ଆପ ଜରିଆରେ ହୋଇଥିବା ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବେଙ୍ଗାଲୁରୁର ୫ଟି ସ୍ଥାନରେ ରେଡ୍‌ କରିଛି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡିର ଅଧିକାରୀମାନେ ଏପରି ରେଡ୍‌ କରିଥିବା ଖବର ସାମ୍ନାକୁ ଆସିଛି। ଚାଇନିଜ୍‌ ଆପ୍‌ରେ ଲୋକଙ୍କୁ ପ୍ରଲୋଭିତ କରି ପ୍ରଥମେ ଋଣ ଦିଆଯାଉଥିଲା। ଏହାପରେ ସେମାନଙ୍କ ଠାରୁ ବିଭିନ୍ନ ଧମକ ଚମକ ଦେଇ ବିପୁଳ ପରିମାଣର ଟଙ୍କା ଆଦାୟ କରାଯାଉଥିଲା। ଏନେଇ ବେଙ୍ଗାଲୁରୁ ସିଟିରେ ଥିବା ସାଇବର କ୍ରାଇମ […]

ED

ED

Hemant Lenka
  • Published: Friday, 21 October 2022
  • Updated: 21 October 2022, 09:05 PM IST

Sports

Latest News

ବେଙ୍ଗାଲୁରୁ: ଚାଇନିଜ ଲୋନ ଆପ ଜରିଆରେ ହୋଇଥିବା ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବେଙ୍ଗାଲୁରୁର ୫ଟି ସ୍ଥାନରେ ରେଡ୍‌ କରିଛି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡିର ଅଧିକାରୀମାନେ ଏପରି ରେଡ୍‌ କରିଥିବା ଖବର ସାମ୍ନାକୁ ଆସିଛି।

ଚାଇନିଜ୍‌ ଆପ୍‌ରେ ଲୋକଙ୍କୁ ପ୍ରଲୋଭିତ କରି ପ୍ରଥମେ ଋଣ ଦିଆଯାଉଥିଲା। ଏହାପରେ ସେମାନଙ୍କ ଠାରୁ ବିଭିନ୍ନ ଧମକ ଚମକ ଦେଇ ବିପୁଳ ପରିମାଣର ଟଙ୍କା ଆଦାୟ କରାଯାଉଥିଲା। ଏନେଇ ବେଙ୍ଗାଲୁରୁ ସିଟିରେ ଥିବା ସାଇବର କ୍ରାଇମ ପୁଲିସ୍‌ ଷ୍ଟେସନରେ ୧୮ଟି ଏଫଆଇଆର ରୁଜୁ କରାଯାଇଛି।

ଏହାକୁ ଆଧାର କରି ଇଡି ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେବଳେ ଭାରତରେ ଆପ ପରିଚାଳିତ ହେଉଥିଲେ ମଧ୍ୟ ଏହାକୁ ଚାଇନିଜ ନାଗରିକମାନେ ନିୟନ୍ତ୍ରଣ କରୁଥିବା ଇଡି ଜାଣିବାକୁ ପାଇଛି।

ଦୁର୍ନୀତିରେ ସାମିଲ ଥିବା ସଂସ୍ଥା ଓ ବ୍ୟକ୍ତିମାନେ ଭାରତୀୟଙ୍କ ନକଲି ଦସ୍ତାବିଜ ହାସଲ କରୁଥିଲେ। ଏହାପରେ ନକଲି ନିର୍ଦ୍ଦେଶକଙ୍କ ଜରିଆରେ ସଂସ୍ଥା ଖୋଲୁଥିଲେ। ବିଭିନ୍ନ ମର୍ଚାଣ୍ଟ ଆଇଡି ଓ ଆକାଉଣ୍ଟ ଦ୍ୱାରା ଆର୍ଥିକ କାରବାର ମଧ୍ୟ ଚାଲିଥିଲା ବୋଲି ଇଡି ଜାଣିବାକୁ ପାଇଛି।

ତଦନ୍ତରୁ ମିଳିଥିବା ତଥ୍ୟ ଓ ବେଙ୍ଗାଲୁରୁ ସିଟିର କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚର ସୂଚନା ଆଧାରରେ ଇଡି ରେଡ୍‌ କରିଥିଲେ। ରାଜୋରପେ ପ୍ରାଇଭେଟ ଲିଃ ସମେତ ସଂସ୍ଥା ସହ ଜଡ଼ିତ ବ୍ୟାଙ୍କରେ ଛାନଭିନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story