ଟ୍ରେନ୍‌ ପୋଡ଼ି ଘଟଣା: ଛାତ୍ରଙ୍କୁ ଏମିତି ଅନୁରୋଧ କଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ:ଅଣ ବୈଷୟିକ (ଏନଟିପିସି) ନିଯୁକ୍ତିରେ ଦ୍ୱିସ୍ତରୀୟ ପରୀକ୍ଷାକୁ ବିରୋଧ କରି ନିଯୁକ୍ତି ଆଶାୟୀମାନେ ମଙ୍ଗଳବାର ହିଂସାକାଣ୍ଡ ଘଟାଇଥିଲେ। ତେବେ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଯୁକ୍ତି ଆଶାୟୀମାନଙ୍କୁ ହିଂସା ନକରିବାକୁ ଅନୁରୋଧ କରିଛନ୍ତି ଅଶ୍ୱିନୀ। ସେ କହିଛନ୍ତି ଯେ, ମୁଁ ଛାତ୍ରମାନଙ୍କୁ ଅନୁରୋଧ କରୁଛି ଯେ, ରେଳ ହେଉଛି ଆପଣଙ୍କର ସମ୍ପତ୍ତି। ଦୟାକରି ଏହାକୁ ନଷ୍ଠ କରନ୍ତୁ ନାହିଁ। ଆମେ ଆପଣଙ୍କର ସମସ୍ୟାର ସମାଧାନ କରିବୁ। ପରୀକ୍ଷାର ଫଳାଫଳ […]

railway-minister

railway-minister

Tapas Behera
  • Published: Wednesday, 26 January 2022
  • Updated: 26 January 2022, 05:43 PM IST

Sports

Latest News

ନୂଆଦିଲ୍ଲୀ:ଅଣ ବୈଷୟିକ (ଏନଟିପିସି) ନିଯୁକ୍ତିରେ ଦ୍ୱିସ୍ତରୀୟ ପରୀକ୍ଷାକୁ ବିରୋଧ କରି ନିଯୁକ୍ତି ଆଶାୟୀମାନେ ମଙ୍ଗଳବାର ହିଂସାକାଣ୍ଡ ଘଟାଇଥିଲେ। ତେବେ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଯୁକ୍ତି ଆଶାୟୀମାନଙ୍କୁ ହିଂସା ନକରିବାକୁ ଅନୁରୋଧ କରିଛନ୍ତି ଅଶ୍ୱିନୀ। ସେ କହିଛନ୍ତି ଯେ, ମୁଁ ଛାତ୍ରମାନଙ୍କୁ ଅନୁରୋଧ କରୁଛି ଯେ, ରେଳ ହେଉଛି ଆପଣଙ୍କର ସମ୍ପତ୍ତି। ଦୟାକରି ଏହାକୁ ନଷ୍ଠ କରନ୍ତୁ ନାହିଁ। ଆମେ ଆପଣଙ୍କର ସମସ୍ୟାର ସମାଧାନ କରିବୁ। ପରୀକ୍ଷାର ଫଳାଫଳ ସ୍ୱଚ୍ଛ ଏବଂ ନ୍ୟାୟପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି ।  ବିହାରର ଗୟା ରେଳ ଷ୍ଟେସନରେ ବିକ୍ଷୋଭକାରୀମାନେ  ଟ୍ରେନରେ ନିଆଁ ଲଗାଇବାର କିଛି ସମୟ ପରେ ମନ୍ତ୍ରୀଙ୍କ ଏହି ବିବୃତ୍ତି ଆସିଛି। ବିକ୍ଷୋଭକାରୀମାନେ ମଧ୍ୟ ଷ୍ଟେସନକୁ ଭଙ୍ଗାରୁଜା କରିଥିଲେ। ଅଶ୍ୱିନୀ କହିଛନ୍ତି ଯେ, ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି।  ଯେଉଁଥିରେ ବିଭିନ୍ନ ରେଳ ନିଯୁକ୍ତି ବୋର୍ଡ ଅଧୀନରେ ହୋଇଥିବା ପରୀକ୍ଷାରେ ଫଳାଫଳ ଯାଞ୍ଚ କରାଯିବ। ମନ୍ତ୍ରୀ କହିଛନ୍ତି, ଆମକୁ ଏପରି ଏକ ସମାଧାନ ଖୋଜିବାକୁ ପଡ଼ିବ, ଯେଉଁମାନଙ୍କୁ ସର୍ଟଲିଷ୍ଟ କରାଯାଇଛି ସେମାନେ ନିରାଶ ହେବେନି। ଯେଉଁମାନଙ୍କର ଅଭିଯୋଗ ଅଛି, ସେମାନଙ୍କର ସମାଧାନ କରାଯିବା ଉଚିତ୍।

ସୂଚନା ଅନୁଯାୟୀ, ବିହାରରେ ରେଲ୍‌ୱେ ରିକ୍ର୍ୟୁଟ୍‌ମେଣ୍ଟ୍‌ ବୋର୍ଡ ଆୟୋଜିତ ନନ୍‌ ଟେକ୍ନିକାଲ୍‌ ପପୁଲାର କ୍ୟାଟେଗୋରି ପରୀକ୍ଷାର ଫଳାଫଳକୁ ନେଇ ତିନିଦିନ ଧରି ଆନ୍ଦୋଳନ ଜାରି ରହିଛି । ଡିଡିୟୁ ରେଳ ମଣ୍ଡଳର ଗୟା ଜନ୍‌କ୍ସନରେ ବୁଧବାର ପରୀକ୍ଷାରେ ତ୍ରୁଟି ଅଭିଯୋଗରେ ଆନ୍ଦୋଳନକାରୀ ଆଶାୟୀ ଭଙ୍ଗାରୁଜା ଭଳି ସ୍ଥିତି ଉପୁଜାଇଛନ୍ତି । ଏହି ସମୟରେ ଗୟା ଜନ୍‌କ୍ସନର କରିମ୍‌ଗଞ୍ଜ ୟାର୍ଡରେ ଛିଡ଼ା ହୋଇଥିବା ଏମ୍‌ଟି କୋଚ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ କୋଚ୍‌ଟି ଜଳି ଯାଇଥିବା ଦେଖିବାକୁ ମିଳିଛି ।

ଆଶାୟୀମାନେ ରେଳ ଟ୍ରାକ୍‌ ଜାମ୍‌ କରିଦେଇଛନ୍ତି । ଆନ୍ଦୋଳନ ଉଗ୍ର ରୁପ ଧାରଣ କରିଛି । ଆନ୍ଦୋଳନକାରୀଙ୍କୁ ଆୟତରେ ରଖିବା ପାଇଁ ଆର୍‌ପିଏଫ୍‌, ଜିଆର୍‌ପି ଏବଂ ଜିଲ୍ଲା ପୋଲିସ୍‌ର ଅଧିକାରୀଙ୍କ ନେତୃତ୍ୱରେ ଯବାନଙ୍କୁ ନିୟୋଜିତ କରାଯାଇଛି । କୋଚ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ଫଳରେ ଅନ୍ୟ କୋଚ୍‌ ଗୁଡ଼ିକ ନିଆଁ ଲାଗିବାରୁ ବର୍ତ୍ତି ଯାଇଛି ।  ଅନ୍ୟପଟେ ପରୀକ୍ଷାର୍ଥୀଙ୍କ ବିରୋଧ ରେଲ୍‌ୱେ ପରୀକ୍ଷାକୁ ସ୍ଥଗିତ ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story