ମନ୍ତ୍ରୀମାନଙ୍କୁ ବିଭାଗ ବାଣ୍ଟିଲେ, ନିଜ ପାଖରେ ଗୃହ ଓ ଅର୍ଥ ରଖିଲେ ମୁଖ୍ୟମନ୍ତ୍ରୀ

ଜୟପୁର: ରବିବାର ଶପଥ ନେଇଥିବା ମନ୍ତ୍ରୀମାନଙ୍କୁ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଭାଗ ବାଣ୍ଟିଛନ୍ତି। କିନ୍ତୁ ସେ ନିଜ ପାଖରେ ଗୁରୁତ୍ୱପୂର୍ଣ୍ଣ ଗୃହ ଓ ଅର୍ଥ ବିଭାଗ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସଚିନ ପାଇଲଟଙ୍କ ଘନିଷ୍ଠ କୁହାଯାଉଥିବା ବିଶବେନ୍ଦର ସିଂହଙ୍କୁ ରାଜସ୍ଥାନର ପର୍ଯ୍ୟଟନ ବିଭାଗର ଦାୟିତ୍ୱ ମିଳିଛି। ମହେଶ ଯୋଶୀଙ୍କୁ ପବ୍ଲିକ ହେଲ୍ଥ ଇଞ୍ଜିନିୟରିଂ ଓ ଭୂତଳ ଜଳ ବିଭାଗ ଦିଆଯାଇଛି। ଭରତପୁରରୁ ବିଧାୟକ ହୋଇଥିବା ଶ୍ରୀ ସିଂହ ହେଉଛନ୍ତି […]

Minister

Minister

Hemant Lenka
  • Published: Monday, 22 November 2021
  • Updated: 22 November 2021, 06:47 PM IST

Sports

Latest News

ଜୟପୁର: ରବିବାର ଶପଥ ନେଇଥିବା ମନ୍ତ୍ରୀମାନଙ୍କୁ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଭାଗ ବାଣ୍ଟିଛନ୍ତି। କିନ୍ତୁ ସେ ନିଜ ପାଖରେ ଗୁରୁତ୍ୱପୂର୍ଣ୍ଣ ଗୃହ ଓ ଅର୍ଥ ବିଭାଗ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସଚିନ ପାଇଲଟଙ୍କ ଘନିଷ୍ଠ କୁହାଯାଉଥିବା ବିଶବେନ୍ଦର ସିଂହଙ୍କୁ ରାଜସ୍ଥାନର ପର୍ଯ୍ୟଟନ ବିଭାଗର ଦାୟିତ୍ୱ ମିଳିଛି। ମହେଶ ଯୋଶୀଙ୍କୁ ପବ୍ଲିକ ହେଲ୍ଥ ଇଞ୍ଜିନିୟରିଂ ଓ ଭୂତଳ ଜଳ ବିଭାଗ ଦିଆଯାଇଛି। ଭରତପୁରରୁ ବିଧାୟକ ହୋଇଥିବା ଶ୍ରୀ ସିଂହ ହେଉଛନ୍ତି ସଚିନ ପାଇଲଟଙ୍କ ଅତ୍ୟନ୍ତ ବିଶ୍ୱସ୍ତ। ସେହିପରି ମହେଶ ଯୋଶୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ।

ସେହିପରି ବିକାନେର ବିଧାୟକ ବୁଲାକି ଦାସ କାଲ୍ଲାଙ୍କୁ ଶିକ୍ଷା ଓ ଲାଲଚାନ୍ଦ କଟାରିଆଙ୍କୁ କୃଷି, ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗର ମନ୍ତ୍ରୀ କରାଯାଇଛି। ଗୋ-ପାଳନ, ମାଇନ୍ସ ଓ ପେଟ୍ରୋଲିୟ ବିଭାଗର ଦାୟିତ୍ୱ ପ୍ରମୋଦ ଭାୟାଙ୍କୁ ମିଳିଛି। ପୂର୍ବଭଳି ଶାନ୍ତି ଧାରିୱାଲ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସାଲେ ମହମ୍ମଦ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରେ କାମ କରିବେ।

ପୂର୍ବତନ ମନ୍ତ୍ରୀ ଟିକାରାମ ଜୁଲିଙ୍କୁ ସାମାଜିକ ନ୍ୟାୟ, ସଶକ୍ତୀକରଣ ଓ ଜେଲ ବିଭାଗ ମିଳିଛି। ପିଡବ୍ଲ୍ୟୁଡି ବିଭାଗର ମନ୍ତ୍ରୀ ହୋଇଛନ୍ତି ଭଜନ ଲାଲ ଯାତଭ। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ନେତା ପ୍ରତାପ ସିଂହ ଖାଚାରିୟାୱସଙ୍କୁ ଏବେ ଖାଦ୍ୟ ଓ ଖାଉଟି କଲ୍ୟାଣ ବ୍ୟାପର ମନ୍ତ୍ରୀ କରାଯାଇଛି।

ଅନ୍ୟପକ୍ଷରେ ବିଏସପି ଛାଡ଼ି କଂଗ୍ରେସକୁ ଆସିଥିବା ବିଧାୟକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ ସେମାନଙ୍କ ମଧ୍ୟରୁ କିଛି ସଦସ୍ୟଙ୍କୁ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ରବିବାର ନୂଆ କରି ଗଠନ ହୋଇଥିବା ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫ ଜଣ ସହଯୋଗୀ ସ୍ଥାନ ପାଇଥିଲେ। ପୂର୍ବରୁ ମନ୍ତ୍ରିମଣ୍ଡଳରେ ଥିବା ଗୋବିନ୍ଦ ସିଂହ ଦୋତାସ୍ର, ହରିଶ ଚୌଧୁରୀ ଓ ରଘୁ ଶର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ନିଜର ପଦ ବଜାୟୀ ରଖିଛନ୍ତି।

ଏହାର ଅର୍ଥ ରବିବାର ଶପଥ ନେଇଥିବା ୧୫ ଜଣଙ୍କୁ ମିଶାଇଲେ ଏବେ ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଟ ୩୦ ଜଣ ସଦସ୍ୟ ରହିଛନ୍ତି। ରବିବାର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ଓ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୧୧ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣ ଗେହଲଟଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଥିଲେ। ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story