ପତ୍ନୀଙ୍କୁ ଗର୍ଭବତୀ କରିବାକୁ କଏଦୀଙ୍କୁ ମିଳିଲା ୧୫ ଦିନର ପାରୋଲ୍‌

ଜୟପୁର: ଗୋଟିଏ ଅସାଧାରଣ ଘଟଣାକ୍ରମରେ ରାଜସ୍ଥାନ ହାଇକୋର୍ଟ ଜଣେ କଏଦୀଙ୍କୁ ୧୫ ଦିନର ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି। ପତ୍ନୀଙ୍କୁ ଗର୍ଭବତୀ କରିବା ପାଇଁ ବ୍ୟକ୍ତି ଜଣଙ୍କୁ ଜେଲରୁ ୧୫ ଦିନିଆ ଛୁଟି ମିଳିଛି। ଏହି ସମୟରେ ସେ ପତ୍ନୀଙ୍କ ସହ ସମୟ ବିତାଇବେ। ହାଇକୋର୍ଟଙ୍କ ଯୋଧପୁର ବେଞ୍ଚ ହିଁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜେଲରେ ବନ୍ଦୀ ଜୀବନ କାଟୁଥିବା ୩୪ ବର୍ଷୀୟ ନନ୍ଦ ଲାଲଙ୍କ ପତ୍ନୀ ରେଖା ପ୍ରଥମେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗର୍ଭଧାରଣ କରିବାର […]

court

court

Hemant Lenka
  • Published: Friday, 22 April 2022
  • Updated: 22 April 2022, 01:03 PM IST

Sports

Latest News

ଜୟପୁର: ଗୋଟିଏ ଅସାଧାରଣ ଘଟଣାକ୍ରମରେ ରାଜସ୍ଥାନ ହାଇକୋର୍ଟ ଜଣେ କଏଦୀଙ୍କୁ ୧୫ ଦିନର ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି। ପତ୍ନୀଙ୍କୁ ଗର୍ଭବତୀ କରିବା ପାଇଁ ବ୍ୟକ୍ତି ଜଣଙ୍କୁ ଜେଲରୁ ୧୫ ଦିନିଆ ଛୁଟି ମିଳିଛି। ଏହି ସମୟରେ ସେ ପତ୍ନୀଙ୍କ ସହ ସମୟ ବିତାଇବେ। ହାଇକୋର୍ଟଙ୍କ ଯୋଧପୁର ବେଞ୍ଚ ହିଁ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଜେଲରେ ବନ୍ଦୀ ଜୀବନ କାଟୁଥିବା ୩୪ ବର୍ଷୀୟ ନନ୍ଦ ଲାଲଙ୍କ ପତ୍ନୀ ରେଖା ପ୍ରଥମେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗର୍ଭଧାରଣ କରିବାର ଅଧିକାର ଆଧାରରେ ସେ ତାଙ୍କ ସ୍ୱାମୀଙ୍କୁ ଜେଲରୁ ମୁକ୍ତ କରିବାକୁ ନିବେଦନ କରିଥିଲେ। ଏହି ଆବେଦନର ଶୁଣାଣି ଯୋଧପୁର ବେଞ୍ଚର ବିଚାରପତି ଜଷ୍ଟିସ ସନ୍ଦୀପ ମେହେଟା ଓ ଜଷ୍ଟିସ ଫରଜାନ୍ଦ ଅଲୀଙ୍କ ଖଣ୍ଡପୀଠରେ ହୋଇଥିଲା।

ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି, ନନ୍ଦ ଲାଲଙ୍କ ପତ୍ନୀ ନିର୍ଦ୍ଦୋଷ। ନନ୍ଦ ଲାଲ ଜେଲରେ ରହୁଥିବାରୁ ତାଙ୍କର ବୈବାହିକ ଜୀବନର ଯୌନ ଓ ଭାବାବେଗ ଆବଶ୍ୟକତା ପ୍ରଭାବିତ ହୋଇଛି। ତେଣୁ ସବୁ କଥାକୁ ବିଚାରକୁ ନେଇ କୋର୍ଟ କଏଦୀଙ୍କ ପତ୍ନୀଙ୍କୁ ଗର୍ଭବତୀ ହେବାର ଅଧିକାର ପ୍ରଦାନ କରୁଛନ୍ତି। ସେହିପରି କଏଦୀଙ୍କ ପତ୍ନୀ/ପତିଙ୍କ ଅଧିକାରୀଙ୍କୁ ମଧ୍ୟ ଉଲ୍ଲଙ୍ଘନ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଶୁଣାଣି ବେଳେ ଋକ ବେଦଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଥିବା ବିଷୟବସ୍ତୁ ଗୁଡ଼ିକ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ।

ସୂଚନାଯୋଗ୍ୟ, ନନ୍ଦ ଲାଲଙ୍କୁ ୨୦୧୯ରେ ରାଜସ୍ଥାନର ଭିଲୱାରା କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ବର୍ତ୍ତମାନ ସେ ଆଜମେର କେନ୍ଦ୍ରୀୟ ଜେଲରେ ରହିଛନ୍ତି। ୨୦୨୧ରେ ତାଙ୍କୁ ୨୦ ଦିନିଆ ପାରୋଲ ମିଳିଥିଲା। ଜେଲ୍‌ରେ ତାଙ୍କ ବ୍ୟବହାର ଅତ୍ୟନ୍ତ ଭଲ ଥିବା ମଧ୍ୟ କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story