ରାଜସ୍ଥାନରେ ଲାଗୁ ହେଲା ୧୫ ଦିନିଆ ଲକଡାଉନ, ରାତି ୮ରୁ ପେଟ୍ରୋଲ ପମ୍ପ ବନ୍ଦ

ଜୟପୁର: ମହାରାଷ୍ଟ୍ର ପରେ ରାଜସ୍ଥାନରେ ଆଜିଠାରୁ ଆରମ୍ଭ ହୋଇଛି ୧୫ ଦିନିଆ ଲକଡାଉନ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଲକଡାଉନ ମେ’ ୩ ଯାଏ ବଳବତ୍ତର ରହିବ। ଲକଡାଉନରୁ ଜରୁରୀ ସେବାକୁ ବାଦ ଦିଆଯାଇଛି। ହେଲେ ରାଜ୍ୟରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକ ରାତି ୮ଟା ସୁଦ୍ଧା ବନ୍ଦ ହେବ। ରବିବାର ବିଳମ୍ବିତ ରାତିରେ ରାଜସ୍ଥାନ ଗୃହ ବିଭାଗ ଏ ସଂକ୍ରାନ୍ତରେ ବିସ୍ତୃତ ଗାଇଡଲାଇନ ଜାରି […]

Rajasthan

Rajasthan

Hemant Lenka
  • Published: Monday, 19 April 2021
  • Updated: 19 April 2021, 01:02 PM IST

Sports

Latest News

ଜୟପୁର: ମହାରାଷ୍ଟ୍ର ପରେ ରାଜସ୍ଥାନରେ ଆଜିଠାରୁ ଆରମ୍ଭ ହୋଇଛି ୧୫ ଦିନିଆ ଲକଡାଉନ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଲକଡାଉନ ମେ’ ୩ ଯାଏ ବଳବତ୍ତର ରହିବ।

ଲକଡାଉନରୁ ଜରୁରୀ ସେବାକୁ ବାଦ ଦିଆଯାଇଛି। ହେଲେ ରାଜ୍ୟରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକ ରାତି ୮ଟା ସୁଦ୍ଧା ବନ୍ଦ ହେବ।
ରବିବାର ବିଳମ୍ବିତ ରାତିରେ ରାଜସ୍ଥାନ ଗୃହ ବିଭାଗ ଏ ସଂକ୍ରାନ୍ତରେ ବିସ୍ତୃତ ଗାଇଡଲାଇନ ଜାରି କରିଛି। ଏହି ଲକଡାଉନ ସମୟକୁ 'Public Discipline Fortnight' ଭାବେ ନାମିତ କରାଯାଇଛି।

ଜରୁରୀ ସେବାରେ ନିୟୋଜିତ ଥିବା ଅଫିସକୁ ଛାଡ଼ି ଆଉ ସବୁ ଅଫିସ ବନ୍ଦ ରହିବ। ଗ୍ରୋସରୀ, ଫଳ ଓ ଦୁଗ୍ଧ ଜାତୀୟ ଖାଦ୍ୟ ସହ ଜଡ଼ିତ ଦୋକାନ ଗୁଡ଼ିକ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ। ପନିପରିବା ବିକ୍ରି କରୁଥିବା ଭେଣ୍ଡରମାନେ ସନ୍ଧ୍ୟା ୭ଟା ଯାଏ ବେପାର କରିପାରିବେ। ସେହିପରି ପେଟ୍ରୋଲ ପମ୍ପ ରାତି ୮ ପର୍ଯ୍ୟନ୍ତ ଖୋଲା ରହିପାରିବ।

ସାଧାରଣ ପରିବହନ, ଫ୍ୟାକ୍ଟ୍ରୀ ଓ ଉତ୍ପାଦନ ଶିଳ୍ପ ରାଜ୍ୟରେ ପୂର୍ବବତ ଚାଲୁ ରହିବ। ମନେରଗା କାମ ମଧ୍ୟ ଲକଡାଉନ ବେଳେ ଜାରି ରହିବ। ଗାଇଡଲାଇନରେ ଆହୁରି କୁହାଯାଇଛି ଯେ ବଜାର, ମଲ୍‌, କମ୍ଲେକ୍ସ, ସିନେମା ହଲ ଓ ଧର୍ମାନୁଷ୍ଠାନ ଲକଡାଉନ ବେଳେ ଖୋଲିବ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନ, ଲାଇବ୍ରେରୀ, ସାମାଜିକ ଓ ରାଜନୀତିକ କାର୍ଯ୍ୟକ୍ରମ ଉପରେ ବ୍ୟାନ୍‌ ଲଗାଯାଇଛି। ସମସ୍ତ ବ୍ୟବସାୟିକ ଅଫିସ ମଧ୍ୟ ବନ୍ଦ ରହିବ।

ରେଳ, ବସ୍‌ କିମ୍ବା ବିମାନ ବନ୍ଦର ଯାଉଥିବା ଲୋକମାନେ ସେମାନଙ୍କ ବୈଧ ଟିକେଟ ଦେଖାଇ ଯିବା ଆସିବା କରିପାରିବେ। ବାହାର ରାଜ୍ୟରୁ ରାଜସ୍ଥାନ ଆସିବାକୁ ଥିବା ଲୋକମାନେ ୭୨ ଘଣ୍ଟା ପୂର୍ବରୁ ନିଜର ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଦେଖାଇବେ। ବାହାଘର କାର୍ଯ୍ୟକ୍ରମରେ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ। ଲକଡାଉନ ବେଳେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଗାଇଡଲାଇନରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story