ପୀଡ଼ିତାଙ୍କ ଅଶ୍ଳୀଳ ଫଟୋକୁ ସୋଶାଲ ମିଡିଆରେ ଭାଇରାଲ କଲା ଦୁଷ୍କର୍ମ ଅଭିଯୁକ୍ତ

ଭୋପାଲ: ଦୁଷ୍କର୍ମ ପରେ ନାବାଳିକାଙ୍କ ଅଶ୍ଳୀଳ ଫଟୋକୁ ସୋଶାଲ ମିଡିଆରେ ଭାଇରାଲ କରିଛି ଜଣେ ଯୁବକ। ମଧ୍ୟପ୍ରଦେଶର ଭୋପାଲ ଅନ୍ତର୍ଗତ ନଜୀରାବାଦରେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ଜଣେ ୨୬ ବର୍ଷୀୟ ଅଭିଯୁକ୍ତ ଯୁବକ ବିରୋଧରେ ଦୁଷ୍କର୍ମ ଓ ବ୍ଲାକମେଲିଂ ଭଳି ସଂଗୀନ ମାମଲା ରୁଜୁ କରିଛି। ଉଭୟ ଅଭିଯୁକ୍ତ ଓ ପୀଡ଼ିତା ସମାନ ଗାଁର। ପୀଡ଼ିତାଙ୍କ ବୟସ ୧୭ ବର୍ଷ। ସେ ଏକାଦଶ ଶ୍ରେଣୀର ଛାତ୍ରୀ। ତାଙ୍କର ଅଶ୍ଳୀଳ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା […]

stop-Rape

stop-Rape

Hemant Lenka
  • Published: Wednesday, 12 January 2022
  • Updated: 12 January 2022, 05:36 PM IST

ଭୋପାଲ: ଦୁଷ୍କର୍ମ ପରେ ନାବାଳିକାଙ୍କ ଅଶ୍ଳୀଳ ଫଟୋକୁ ସୋଶାଲ ମିଡିଆରେ ଭାଇରାଲ କରିଛି ଜଣେ ଯୁବକ। ମଧ୍ୟପ୍ରଦେଶର ଭୋପାଲ ଅନ୍ତର୍ଗତ ନଜୀରାବାଦରେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ଜଣେ ୨୬ ବର୍ଷୀୟ ଅଭିଯୁକ୍ତ ଯୁବକ ବିରୋଧରେ ଦୁଷ୍କର୍ମ ଓ ବ୍ଲାକମେଲିଂ ଭଳି ସଂଗୀନ ମାମଲା ରୁଜୁ କରିଛି।

ଉଭୟ ଅଭିଯୁକ୍ତ ଓ ପୀଡ଼ିତା ସମାନ ଗାଁର। ପୀଡ଼ିତାଙ୍କ ବୟସ ୧୭ ବର୍ଷ। ସେ ଏକାଦଶ ଶ୍ରେଣୀର ଛାତ୍ରୀ। ତାଙ୍କର ଅଶ୍ଳୀଳ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ପ୍ରଥମେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଗାଁର ଜଣେ ଲୋକ ଜାଣିବାକୁ ପାଇଥିଲେ।

ଏହାପରେ ସେ ପୀଡ଼ିତାଙ୍କ ବାପାଙ୍କୁ ଏ ବିଷୟରେ ଜଣାଇଥିଲେ। ଏକଥା ଜାଣିବା ପରେ ସେ ନ୍ୟାୟ ପାଇଁ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଗତବର୍ଷ ଗୋଟିଏ ଧର୍ମପୀଠକୁ ପୀଡ଼ିତା ଜଣଙ୍କ ତାଙ୍କ ପରିବାର ଲୋକଙ୍କ ସହ ଯାଇଥିଲେ। ଏହି ସମୟରେ ତାଙ୍କର ବନ୍ଧୁତା ଅଭିଯୁକ୍ତ ଯୁବକଙ୍କ ସହ ହୋଇଥିଲା।

କିଛି ଦିନର ବନ୍ଧୁତା ପରେ ଗତବର୍ଷ ଏପ୍ରିଲ ୧୬ରେ ଯୁବକ ଜଣକ ନାବାଳିକାଙ୍କ ଘର ଭିତରୁ ଯାଇ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହି ସମୟରେ ସେ ନାବାଳିକାଙ୍କର କିଛି ଅଶ୍ଳୀଳ ଫଟୋ ମଧ୍ୟ ଉଠାଇ ଦେଇଥିଲା। ଏହାକୁ ଦେଖାଇ ସେ ବାରମ୍ବାର ନାବାଳିକାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା।

ଅଭିଯୁକ୍ତର ଏପରି ଆଚରଣରେ ଅତିଷ୍ଠ ହୋଇ ପୀଡ଼ିତା ଜଣଙ୍କ ତା’ ମୋବାଇଲ ନମ୍ବରକୁ ବ୍ଲକ କରି ଦେଇଥିଲେ। ଏଥିସହ ତା’ ସହ ଦେଖା କରିବାକୁ ମଧ୍ୟ ମନା କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଅଭିଯୁକ୍ତ ଜଣକ ପୀଡ଼ତାଙ୍କ ଅଶ୍ଳୀଳ ଫଟୋକୁ ସୋଶାଲ ମିଡିଆରେ ଭାଇରାଲ କରିବା ଆରମ୍ଭ କରିଥିଲା।

ଗାଁ ଲୋକମାନେ ଏହି ଖବର ଜାଣିବା ପରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ସେମାନେ ପୁଲିସର ଦ୍ୱାରସ୍ଥ ହୋଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୁଲିସ୍ ଦୁଷ୍କର୍ମ ଓ ବ୍ଲାକମେଲିଂ ମାମଲା ରୁଜୁ କରି ତଦନ୍ତ କରୁଛି। ହେଲେ ଏଯାଏ ଅଭିଯୁକ୍ତ ଜଣକ ଫେରାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story