ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବେ ସହିଦଙ୍କ ପତ୍ନୀ, ରେଖା ହେଲେ ଲେଫ୍ଟନାଣ୍ଟ

ନୂଆଦିଲ୍ଲୀ: ସେନାରେ ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବେ ପତ୍ନୀ। ଗଲୱାନ୍‌ ଘାଟିରେ ଭାରତ-ଚାଇନା ସଂଘର୍ଷରେ ସହିଦ୍ ହୋଇଥିବା ଦୀପକ ସିଂହଙ୍କ ପତ୍ନୀଙ୍କୁ ସେନାରେ ବଡ଼ ପଦବୀ ମିଳିଛି। ସ୍ୱର୍ଗତ ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ସେନାରେ ଲେଫ୍ଟନାଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି। ନିଜ ସ୍ୱାମୀଙ୍କ ଲିଗାସିକୁ ଆଗେଇ ନେବା ପାଇଁ  ସେନାରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ରେଖା । ସ୍ୱାମୀର ସ୍ୱପ୍ନ ତାଙ୍କୁ ସେନାରେ ସାମିଲ ପାଇଁ ପ୍ରେରିତ କରିଥିବା ରେଖା କହିଛନ୍ତି। […]

rekha

rekha

Tapas Behera
  • Published: Saturday, 07 May 2022
  • Updated: 07 May 2022, 07:14 PM IST

Sports

Latest News

ନୂଆଦିଲ୍ଲୀ: ସେନାରେ ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବେ ପତ୍ନୀ। ଗଲୱାନ୍‌ ଘାଟିରେ ଭାରତ-ଚାଇନା ସଂଘର୍ଷରେ ସହିଦ୍ ହୋଇଥିବା ଦୀପକ ସିଂହଙ୍କ ପତ୍ନୀଙ୍କୁ ସେନାରେ ବଡ଼ ପଦବୀ ମିଳିଛି। ସ୍ୱର୍ଗତ ଦୀପକ ସିଂହଙ୍କ ପତ୍ନୀ ରେଖା ସିଂହ ସେନାରେ ଲେଫ୍ଟନାଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି। ନିଜ ସ୍ୱାମୀଙ୍କ ଲିଗାସିକୁ ଆଗେଇ ନେବା ପାଇଁ  ସେନାରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ରେଖା । ସ୍ୱାମୀର ସ୍ୱପ୍ନ ତାଙ୍କୁ ସେନାରେ ସାମିଲ ପାଇଁ ପ୍ରେରିତ କରିଥିବା ରେଖା କହିଛନ୍ତି।

ବିହାର ରେଜିମେଣ୍ଟର ୧୬ତମ ବାଟାଲିଅନର ଦୀପକ ସିଂହଙ୍କୁ ରେଖା ବିବାହ କରିଥିଲେ। ୨୦୨୦୨ ଜୁନ୍‌ ଗଲୱାନ ଘାଟିରେ ଭାରତ-ଚାଇନା ସେନା ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଜଣ ସୈନ୍ୟ ପ୍ରାଣବଳି ଦେଇଥିଲେ। ସେମାନଙ୍କ ମଧ୍ୟରେ ଦୀପକ ସିଂହ ଅଛନ୍ତି। ଏହି ଅଦମ୍ୟ ସାହସ ଓ ପରାକ୍ରମ ପାଇଁ ସହିଦ ଦୀପକ ସିଂହକୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ସମ୍ମାନରେ ସମ୍ମାନିତ କରିଥିଲେ । ଦୀପକଙ୍କ ମୃତ୍ୟୁ ପୂର୍ବରୁ ମାତ୍ର ୧୫ ମାସ ହେବ ଉଭୟଙ୍କ ବିବାହ ହୋଇଥିଲା। ଦେଶ ମାତୃକାର ସେବା କରି ସ୍ୱାମୀ ସହିଦ ହୋଇଥିବାରୁ ସେ ନିଜକୁ ଗର୍ବିତ ମନେ କରିଛନ୍ତି । ତାଙ୍କ ଭିତରେ ଆହୁରି ଦେଶ ପ୍ରେମ ଜାଗ୍ରତ ହୋଇଥିଲା। ଆଉ ସେହି ଭଲ ପାଇବା ଏବଂ ସ୍ୱାମୀଙ୍କର ପ୍ରେରଣା ତାଙ୍କୁ ଭାରତୀୟ ସେନାକୁ ଟାଣିନେଇଛି। ରେଖା କହିଛନ୍ତି ଯେ, ସ୍ୱାମୀ ସହିଦ ହେବା ପରେ ମୋ ଭିତରେ ତାଙ୍କ ଭଳି ଦେଶପ୍ରେମର ଦୀପ ପ୍ରଜ୍ଜଳିତ ହୋଇଥିଲା। ତେଣୁ ମୁଁ ଶିକ୍ଷକ ଚାକିରି ଛାଡ଼ି ସେନାରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲି।। ସେଥିପାଇଁ ନିରବଚ୍ଛିନ୍ନ ଭାବେ ଉଦ୍ୟମ ଜାରି ରଖିଥିଲି। ଏଥିପାଇଁ ମୁଁ ପ୍ରବେଶିକା

ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲି। ହେଲେ ନୋଏଡା ଯାଇ ପ୍ରସ୍ତୁତି ହେବା ଏତେ ସହଜ ନଥିଲା। ଫିଜିକାରଲ ଟ୍ରେନିଂ ସତ୍ତ୍ୱେ ମୁଁ ପ୍ରଥମ ଆଟେମରେ ବିଫଳ ହୋଇଥିଲି। କିନ୍ତୁ ମୁଁ ସାହସ ହରାଇ ନଥିଲି। ସେନାରେ ଅଫିସର ପାଇଁ ଚେଷ୍ଟା ଜାରି ରଖିଥିଲି। ସେହି କଠିନ ପରିଶ୍ରମ ଦ୍ୱିତୀୟ ଆଟେମରେ ସଫକ କରିଥିଲା ଆଉ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ରାଙ୍କରେ ଚୟନ ହୋଇପାରିଛି। ମେ ୨୮ରୁ ଲେଫ୍ଟନାଣ୍ଟ ପାଇଁ ଚେନ୍ନାଇରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରେଖା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story