କରୋନା ଯୋଦ୍ଧାଙ୍କୁ ଛୁରୀରେ ଆକ୍ରମଣ କଲେ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ

ନାନ୍ଦେଦ: କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଜଣେ କରୋନା ଯୋଦ୍ଧା ବା ଡାକ୍ତର ଆଜି ଆକ୍ରମଣର ଶିକାର ହୋଇଛନ୍ତି। ମହାରାଷ୍ଟ୍ରର ନାନ୍ଦେଦରେ ଥିବା ଗୋଟିଏ ସରକାରୀ ହସ୍ପିଟାଲ୍‌ ଭିତରେ ଜଣେ କରୋନା ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି। ଡାକ୍ତରଙ୍କ ଜଣଙ୍କ କରୋନା ରୋଗୀଙ୍କ ସମ୍ପର୍କୀୟ କରୁଥିବା ଝଗଡ଼ାର ସମାଧାନ କରିବାକୁ ଯାଇ ଏଭଳି ଆକ୍ରମଣର ଶିକାର ହୋଇଛନ୍ତି। ନାନ୍ଦେଦରେ ଥିବା ସରକାରୀ ହସ୍ପିଟାଲର କୋଭିଡ ୱାର୍ଡରେ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇ […]

Doctor

Doctor

Hemant Lenka
  • Published: Wednesday, 21 April 2021
  • Updated: 21 April 2021, 06:26 PM IST

Sports

Latest News

ନାନ୍ଦେଦ: କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଜଣେ କରୋନା ଯୋଦ୍ଧା ବା ଡାକ୍ତର ଆଜି ଆକ୍ରମଣର ଶିକାର ହୋଇଛନ୍ତି। ମହାରାଷ୍ଟ୍ରର ନାନ୍ଦେଦରେ ଥିବା ଗୋଟିଏ ସରକାରୀ ହସ୍ପିଟାଲ୍‌ ଭିତରେ ଜଣେ କରୋନା ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି। ଡାକ୍ତରଙ୍କ ଜଣଙ୍କ କରୋନା ରୋଗୀଙ୍କ ସମ୍ପର୍କୀୟ କରୁଥିବା ଝଗଡ଼ାର ସମାଧାନ କରିବାକୁ ଯାଇ ଏଭଳି ଆକ୍ରମଣର ଶିକାର ହୋଇଛନ୍ତି।

ନାନ୍ଦେଦରେ ଥିବା ସରକାରୀ ହସ୍ପିଟାଲର କୋଭିଡ ୱାର୍ଡରେ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଭାହୁସାହେବ ଗାଏକ୍ୱାଡ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ୱାର୍ଡକୁ ଯାଇଥିବା ବେଳେ ଡାକ୍ତରଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ କରିଥିଲେ।

ଭାହୁସାହେବ କରୋନା ୱାର୍ଡ ଭିତରେ ଜୋରରେ ପାଟିତୁଣ୍ଡ କରିବାରୁ ଏହାକୁ ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ବିରୋଧ କରଥିଲେ। ଏଥିରେ ରାଗି ଯାଇ ଭାହୁସାହେବ ସେମାନଙ୍କ ସହ ମଧ୍ୟ ଯୁକ୍ତିତର୍କ କରିଥିଲେ। ବିବାଦ ବଢ଼ୁଥିବାରୁ ଡାକ୍ତର ଜଣଙ୍କ ଏହାର ସମାଧାନ କରିବାକୁ ଚାହିଁଥିଲେ।

ଏତିକି ବେଳେ ଅଭିଯୁକ୍ତ ଜଣଙ୍କ ନିଜ ପାଖରେ ରଖିଥିବା ଛୁରୀରେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖେଡ ପୁଲିସ୍‌ ଷ୍ଟେସନରେ ଭାହୁସାହେବଙ୍କ ନାଁରେ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story