କରୋନା ବିରୋଧରେ ରେମଡେସିଭିର ଏକମାତ୍ର ବିକଳ୍ପ ନୁହେଁ!

ପୁଣେ: ମହାମାରୀ କରୋନା ବିରୋଧରେ ରେମଡେସିଭିର ଏକମାତ୍ର ଜୀବନ ରକ୍ଷାକାରୀ ବିକଳ୍ପ ନୁହେଁ। ଅକ୍ସିଜେନ ଥେରାପି, ଭିଟାମିନ, ଷ୍ଟେରୋଏଡସ୍ ଓ ବ୍ଲଡ ଥିନର୍ସ ପଦ୍ଧତି ମଧ୍ୟ କରୋନା ଭଲ କରିବାରେ କାର୍ଯ୍ୟ କରିଥାଏ। ରେମଡେସିବିର ଯୋଗୁଁ ଜଣେ କରୋନା ଆକ୍ରାନ୍ତ ଶୀଘ୍ର ସୁସ୍ଥ ହୋଇଯାଆନ୍ତି ବୋଲି ମେଡିକାଲ ଏକ୍ସପର୍ଟମାନେ ସୂଚନା ଦେଇଛନ୍ତି। ଏପରି କି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏପ୍ରିଲ ୧୨ରେ କରିଥିବା ବୈଠକରେ କହିଛନ୍ତି ଯେ ରେମଡେସିଭିର ବିନା ମଧ୍ୟ କରୋନା ରୋଗୀଙ୍କ ଚିକିତ୍ସା ଓ ଜୀବନ […]

Corona

Corona

Hemant Lenka
  • Published: Thursday, 15 April 2021
  • Updated: 15 April 2021, 05:28 PM IST

Sports

Latest News

ପୁଣେ: ମହାମାରୀ କରୋନା ବିରୋଧରେ ରେମଡେସିଭିର ଏକମାତ୍ର ଜୀବନ ରକ୍ଷାକାରୀ ବିକଳ୍ପ ନୁହେଁ। ଅକ୍ସିଜେନ ଥେରାପି, ଭିଟାମିନ, ଷ୍ଟେରୋଏଡସ୍ ଓ ବ୍ଲଡ ଥିନର୍ସ ପଦ୍ଧତି ମଧ୍ୟ କରୋନା ଭଲ କରିବାରେ କାର୍ଯ୍ୟ କରିଥାଏ। ରେମଡେସିବିର ଯୋଗୁଁ ଜଣେ କରୋନା ଆକ୍ରାନ୍ତ ଶୀଘ୍ର ସୁସ୍ଥ ହୋଇଯାଆନ୍ତି ବୋଲି ମେଡିକାଲ ଏକ୍ସପର୍ଟମାନେ ସୂଚନା ଦେଇଛନ୍ତି।

ଏପରି କି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏପ୍ରିଲ ୧୨ରେ କରିଥିବା ବୈଠକରେ କହିଛନ୍ତି ଯେ ରେମଡେସିଭିର ବିନା ମଧ୍ୟ କରୋନା ରୋଗୀଙ୍କ ଚିକିତ୍ସା ଓ ଜୀବନ ରକ୍ଷା କରାଯାଇ ପାରିବ। ସେମାନଙ୍କ ମତରେ ରେମଡେସିଭିର ବ୍ୟବହାର ଦ୍ୱାରା ଜଣେ ବ୍ୟକ୍ତି କରୋନା ସଂକ୍ରମଣର ୨-୯ ଦିନ ମଧ୍ୟରେ ଭଲ ହୋଇପାରି। ଏହି ଔଷଧ ଯୋଗୁଁ ରୋଗୀର ଡାକ୍ତରଖାନା ରହଣି ଦୁଇ ଦିନ କମ୍‌ ହୋଇପାରିବ। ଏହି ଔଷଧ ଶରୀର ଭିତରେ ଭୂତାଣୁର ବଂଶବୃଦ୍ଧିକୁ ରୋକିଥାଏ।

ମହାରାଷ୍ଟ୍ର ଟାସ୍କ ଫୋର୍ସର ମୁଖ୍ୟ ସଞ୍ଜୟ ଓକା ତାଙ୍କ ନିର୍ଦ୍ଦେଶନାମରେ କହିଛନ୍ତି, “ଏବେ ରେମଡିସିଭିରକୁ ବ୍ୟବହାର କରିବାକୁ ଅନେକ ଲୋକ ପରାମର୍ଶ ଦେଉଛନ୍ତି। ଏହି କାରଣରୁ ଲୋକଙ୍କ ମଧ୍ୟରେ ଏହାର ଚାହିଦା ବଢ଼ିବାରେ ଲାଗିଛି। ଏହି ଆଣ୍ଟି ଭାଇରାଲ ଔଷଧ ଜୀବନ ରକ୍ଷା କରିବାରେ ଏକମାତ୍ର ବିକଳ୍ପ ବୋଲି ଲୋକଙ୍କ ମଧ୍ୟରେ ଗୋଟିଏ ଚିନ୍ତାଧାରା ମଧ୍ୟ ସୃଷ୍ଟି ହୋଇଛି। କିନ୍ତୁ ଏହା ଯେ କେବଳ ଏକମାତ୍ର ବିକଳ୍ପ, ତା’ହା ଭାବିବା ଠିକ୍‌ ନୁହେଁ।”

କ୍ରିଟିକାଲ କେୟାର ଏକ୍ସପର୍ଟ ପ୍ରସାଦ ରାଜହଂସ କହିଛନ୍ତି, ରେମଡେସିଭିର ବ୍ୟବହାର କରିବାକୁ ଆକ୍ରାନ୍ତ ଓ ସେମାନଙ୍କ ପରିବାର ଲୋକ ଡାକ୍ତରମାନଙ୍କ ଉପରେ ଚାପ ସୃଷ୍ଟି ନ କରନ୍ତୁ। ଯଦି ଅମ୍ଳଜାନ ଥେରାପି, ଭିଟାମିନ୍ସ, ଷ୍ଟେରୋଏଡ୍ସ ଓ ବ୍ଲଡ ଥିନର୍ସକୁ ଉପଯୁକ୍ତ ପର୍ଯ୍ୟାୟରେ ବ୍ୟବହାର କରାଯାଇ ପାରିବ, ତା’ହେଲେ ଜଣେ କରୋନା ଆକ୍ରାନ୍ତ ବେଶ ସହଜରେ ସୁସ୍ଥ ହୋଇଯିବେ।

ସେମାନଙ୍କୁ ରେମଡେସିଭିର ବ୍ୟବହାର କରିବାକୁ ମଧ୍ୟ ପଡ଼ିବ ନାହିଁ। ତେଣୁ ପୁଣେରେ ରେମଡେସିଭିର ମାତ୍ରା କମ୍‌ ଥିବା ଘଟଣାକୁ ନେଇ ଲୋକମାନେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story