ବାବ୍ରୀ ରାୟ ଦେଇଥିବା ବିଚାରପତି ହେଲେ ଡେପୁଟି ଲୋକାୟୁକ୍ତ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବ୍ରାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ ଦେଇଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ସୁରେନ୍ଦ୍ର କୁମାର ଯାଦବ ଉତ୍ତର ପ୍ରଦେଶର ଡେପୁଟି ଲୋକାୟୁକ୍ତ ଭାବେ ଶପଥ ଗ୍ରହଣ କରିଛନ୍ତି। ଏପ୍ରିଲ ୬ରେ ଶ୍ରୀ ଯାଦବଙ୍କୁ ରାଜ୍ୟପାଳ ତୃତୀୟ ୟୁପି ଲୋକାୟୁକ୍ତ ବା ଡେପୁଟି ଲୋକାୟୁକ୍ତ ଭାବେ ନିଯୁକ୍ତି ଦେଇଥିଲେ। ଆଜି ଲୋକାୟୁକ୍ତ ସଞ୍ଜୟ ମିଶ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀ […]

UP

UP

Hemant Lenka
  • Published: Monday, 12 April 2021
  • Updated: 12 April 2021, 10:28 PM IST

Sports

Latest News

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବ୍ରାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ ଦେଇଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ସୁରେନ୍ଦ୍ର କୁମାର ଯାଦବ ଉତ୍ତର ପ୍ରଦେଶର ଡେପୁଟି ଲୋକାୟୁକ୍ତ ଭାବେ ଶପଥ ଗ୍ରହଣ କରିଛନ୍ତି। ଏପ୍ରିଲ ୬ରେ ଶ୍ରୀ ଯାଦବଙ୍କୁ ରାଜ୍ୟପାଳ ତୃତୀୟ ୟୁପି ଲୋକାୟୁକ୍ତ ବା ଡେପୁଟି ଲୋକାୟୁକ୍ତ ଭାବେ ନିଯୁକ୍ତି ଦେଇଥିଲେ।

ଆଜି ଲୋକାୟୁକ୍ତ ସଞ୍ଜୟ ମିଶ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀ ଯାଦବଙ୍କ ବ୍ୟତୀତ ଆଉ ଦୁଇ ଡେପୁଟି ଲୋକାୟୁକ୍ତ ହେଲେ ଶମ୍ଭୁ ସିଂହ ଯାଦବ ଓ ଦୀନେଶ କୁମାର ସିଂହ। ଶମ୍ଭୁ ୨୦୧୬ ଅଗଷ୍ଟ ୪ ଓ ଦୀନେଶ କୁମାର ସିଂହ ୨୦୨୦ ମସିହା ଜୁନ୍‌ ୬ରେ ନିଯୁକ୍ତି ପାଇଥିଲେ। ଡେପୁଟି ଲୋକାୟୁକ୍ତଙ୍କ କାର୍ଯ୍ୟକାଳ ୮ ବର୍ଷ।

ଆଜି ଡେପୁଟି ଲୋକାୟୁକ୍ତ ଭାବେ ଶପଥ ନେଇଥିବା ଶ୍ରୀ ଯାଦବ ୨୦୨୦ ସେପ୍ଟେମ୍ବର ୩୦ରେ ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାର ରାୟ ପ୍ରକାଶ କରିଥିଲେ। ଏହି ସମୟରେ ସେ ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହି ଅଭିଯୁକ୍ତଙ୍କ ମଧ୍ୟରେ ଏଲକେ ଆଡଭାନୀ, ଏମଏମ ଯୋଶୀ, ଉମା ଭାରତୀ ଓ କଲ୍ୟାଣ ସିଂହଙ୍କ ପରି ହେଭିୱେଟ ରାଜନେତା ରହିଥିଲେ। ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲା। ତଥାପି ଏହି ଘଟଣାରେ କାହାକୁ ବି ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story