ଶାହିନ ବାଗକୁ ସୁପ୍ରିମକୋର୍ଟ ଝଟକା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ଆନ୍ଦୋଳନ ଅଧିକାରର ଅର୍ଥ ନୁହେଁ, ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ବିକ୍ଷୋଭ କରିବା। ଆଜି ଏଭଳି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହିନ ବାଗରେ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ସୁପ୍ରିମକୋର୍ଟ ଗତବର୍ଷ ଯେଉଁ ରାୟ ଦେଇଥିଲେ, ସେଥିରେ କାଏମ ରହିଛନ୍ତି। ଶାହିନ ବାଗରେ ବିକ୍ଷୋଭକାରୀ ରାସ୍ତା ରୋକ କରି ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବାରୁ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ। […]

saheen-Bagh

saheen-Bagh

Hemant Lenka
  • Published: Saturday, 13 February 2021
  • Updated: 13 February 2021, 03:20 PM IST

Sports

Latest News

ନୂଆଦିଲ୍ଲୀ: ଆନ୍ଦୋଳନ ଅଧିକାରର ଅର୍ଥ ନୁହେଁ, ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ବିକ୍ଷୋଭ କରିବା। ଆଜି ଏଭଳି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହିନ ବାଗରେ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ସୁପ୍ରିମକୋର୍ଟ ଗତବର୍ଷ ଯେଉଁ ରାୟ ଦେଇଥିଲେ, ସେଥିରେ କାଏମ ରହିଛନ୍ତି।

ଶାହିନ ବାଗରେ ବିକ୍ଷୋଭକାରୀ ରାସ୍ତା ରୋକ କରି ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବାରୁ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହା ବିରୋଧରେ ରିଭ୍ୟୁ ପିଟିସନ ଦାଏର କରାଯାଇଥିଲା। ଏହାକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଆଜି ଏଭଳି କଥା କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ଲୋକମାନେ ସ୍ୱତଃସ୍ଫୂତ୍ତ ଭାବେ ଏକାଧିକ ଆନ୍ଦୋଳନକୁ ସମର୍ଥନ କରି ବିକ୍ଷୋଭ କରିପାରନ୍ତି। କିନ୍ତୁ ଦୀର୍ଘଦିନ ଧରି ଚାଲୁଥିବା ଆନ୍ଦୋଳନ କେବେ ହେଲେ ସର୍ବସାଧାରଣ ବ୍ୟବହାର କରୁଥିବା ରାସ୍ତା କିମ୍ବା ସ୍ଥାନରେ ହୋଇପାରିବ ନାହିଁ। ସର୍ବସାଧାରଣ ରାସ୍ତାକୁ ବନ୍ଦ କରି ଆନ୍ଦୋଳନକାରୀ କେବେ ହେଲେ ଅନ୍ୟମାନଙ୍କର ଅଧିକାରକୁ କ୍ଷୁଣ୍ଣ କରିପାରିବେ ନାହିଁ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଷନ କାଉଲ, ଜଷ୍ଟିସ ଅନିରୁଦ୍ଧା ବୋସ ଓ ଜଷ୍ଟିସ କ୍ରିଷ୍ଣା ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବିରୋଧ କରିବା ପାଇଁ ଆନ୍ଦୋଳନ ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଏହାକୁ ବ୍ୟବହାର କରି ଲୋକମାନେ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ନିଜ ଇଚ୍ଛାରେ ବିକ୍ଷୋଭ କରିପାରିବେ ନାହିଁ। ଆନ୍ଦୋଳନ କରିବା ପାଇଁ ଗୋଟିଏ ସୀମା ନିର୍ଦ୍ଦାରଣ ହୋଇଛି ଓ ଏହାକୁ ପାଳନ କରିବା ପାଇଁ ସମସ୍ତେ ବାଧ୍ୟ। ବିରୋଧ ପ୍ରଦର୍ଶନ କରିବାର ଅଧିକାର ସବୁ ସ୍ଥାନରେ ନଥାଏ। ଏହାକୁ ସମସ୍ତେ ବୁଝିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।

ଗତବର୍ଷ ଅକ୍ଟୋବର ୭ରେ ସୁପ୍ରିମକୋର୍ଟ ସର୍ବସାଧାରଣ ସ୍ଥାନରେ ଦୀର୍ଘଦିନ ଯାଏ ବିକ୍ଷୋଭ ସମ୍ଭବ ନୁହେଁ ବୋଲି କହିଥିଲେ। ଏଥିସହ ଆନ୍ଦୋଳନ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହା ବିରୋଧରେ ଶାହିନ ବାଗରେ ରହୁଥିବା କନିଜ ଫତିମା ଓ ଅନ୍ୟମାନେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ଏଥିସହ ଏହାକୁ ଓପନ କୋର୍ଟରେ ଶୁଣାଣି ପାଇଁ ନିବେଦନ କରିଥିଲେ।

ହେଲେ ଆଜି ୩ ଜଣିଆ ଖଣ୍ଡପୀଠ ରିଭ୍ୟୁ ପିଟିସନର ଶୁଣାଣି ଚ୍ୟାମ୍ବରରେ କରି ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ୨୦୧୯ରେ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ(ସିଏଏ) ସଂସଦରେ ପାରିତ କରିଥିଲେ। ସିଏଏ ଜରିଆରେ ମୁସଲିମ ନାଗରିକଙ୍କୁ ଛାଡ଼ି ଭାରତ ସରକାର ସବୁ ଧର୍ମର ଶରଣାର୍ଥୀଙ୍କୁ ଦେଶର ନାଗରିକତା ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ଏହା ବିରୋଧରେ ୨୦୧୯ ଡିସେମ୍ବର ଠାରୁ ଦିଲ୍ଲୀର ଶାହିନ ବାଗରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ୨୦୨୦ ମାର୍ଚ୍ଚ ମାସରେ କରୋନା ପାଇଁ ଦେଶରେ ଲକଡାଉନ ଲାଗୁ ହେବାରୁ ଶାହିନ ବାଗର ଆନ୍ଦୋଳନକାରୀ ଘରକୁ ଫେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story