ୟୁପି ନିର୍ବାଚନ ପୂର୍ବରୁ ଆରଏଲଡି-ସପା ମଧ୍ୟରେ ଡିଲ୍‌ ଫାଇନାଲ

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ଡିଲ୍‌ ଫାଇନାଲ ହୋଇଛି। ଏ ସମ୍ପର୍କରେ ଆରଏଲଡି ସଭାପତି ଜୟନ୍ତ ସିଂହ ଚୌଧୁରୀ ସୂଚନା ଦେଇଛନ୍ତି। ଅଖିଲେଶ ଯାଦବ ମଧ୍ୟ ନିଜ ଟ୍ୱିଟରରେ ଜୟନ୍ତ ସିଂହ ଚୌଧୁରୀଙ୍କ ସହ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି। ଏହାର ଅର୍ଥ ଆସନ୍ତା ନିର୍ବାଚନରେ ଆରଏଲଡି ଓ ସପା ମେଣ୍ଟ କରି ନିର୍ବାଚନ ଲଢ଼ିବେ। ଉଭୟ ନେତା ଲକ୍ଷ୍ନୌରେ […]

RLD

RLD

Hemant Lenka
  • Published: Tuesday, 23 November 2021
  • Updated: 23 November 2021, 06:24 PM IST

Sports

Latest News

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ଡିଲ୍‌ ଫାଇନାଲ ହୋଇଛି। ଏ ସମ୍ପର୍କରେ ଆରଏଲଡି ସଭାପତି ଜୟନ୍ତ ସିଂହ ଚୌଧୁରୀ ସୂଚନା ଦେଇଛନ୍ତି। ଅଖିଲେଶ ଯାଦବ ମଧ୍ୟ ନିଜ ଟ୍ୱିଟରରେ ଜୟନ୍ତ ସିଂହ ଚୌଧୁରୀଙ୍କ ସହ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି।

ଏହାର ଅର୍ଥ ଆସନ୍ତା ନିର୍ବାଚନରେ ଆରଏଲଡି ଓ ସପା ମେଣ୍ଟ କରି ନିର୍ବାଚନ ଲଢ଼ିବେ। ଉଭୟ ନେତା ଲକ୍ଷ୍ନୌରେ ପରସ୍ପରକୁ ଭେଟିବା ପରେ ଏହି ଡିଲ୍‌ ଫାଇନାଲ ହୋଇଛି। ଖୁବଶୀଘ୍ର ମେଣ୍ଟ ସମ୍ପର୍କରେ ଘୋଷଣା ହେବ। ଏବେ ସିଟ୍‌ ଶେୟାରିଂ ଫର୍ମୁଲା ଉପରେ କଥାବାର୍ତ୍ତା ଚାଲିଥିବା ଜୟନ୍ତ କହିଛନ୍ତି। ଏଥିସହ ବିଜେପି ସହ ଆରଏଲଡି କେବେ ହେଲେ ବୁଝାମଣା କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହାପୂର୍ବରୁ ଜୟନ୍ତ ସିଂହ ଚୌଧୁରୀ ମଧ୍ୟ ଅଖିଲେଶଙ୍କ ସହ ଫଟୋ ପୋଷ୍ଟ କରିଥିଲେ। ଏହି ସମୟରେ ସେ ଏଥିରେ ଆଡଭାନ୍ସିଂ ଷ୍ଟେପ ବୋଲି ଲେଖିଥିଲେ। ଅଖିଲେଶ ମଧ୍ୟ ଜୟନ୍ତଙ୍କ ସହ ହାତ ମିଳାଇବାର ଫଟୋ ପୋଷ୍ଟ କରିଥିଲେ। ଏହାକୁ ନେଇ ଉଭୟ ମେଣ୍ଟ କରିବାକୁ ଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ସତକୁ ସତ ଜୟନ୍ତ ସିଂହ ଚୌଧୁରୀ ମେଣ୍ଟ ପାଇଁ ସବୁ କିଛି ଫାଇନାଲ ହୋଇଥିବା କହିଛନ୍ତି।

୨୦୧୯ରେ ଆରଏଲଡି ଓ ସପା ମିଳିତ ଭାବେ ମାୟାବତୀଙ୍କ ବିଏସ୍‌ପି ସହ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏବେ ଉଭୟ ରାଜ୍ୟ ବିଧାନସଭା ନିର୍ବାଚନରେ ମେଣ୍ଟ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଆରଏଲଡିକୁ ସପା ପକ୍ଷରୁ ୩୦ରୁ ୫୦ଟି ଆସନ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଆସନରେ ଆରଏଲଡି ପାଇଁ ସପା ମଧ୍ୟ ପ୍ରଚାର କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story